Latest Odisha News

BREAKING NEWS

Browsing Category

ଫିଚର

କରୋନାର ଲମ୍ବା ଲମ୍ଫ: ଦେଶରେ ଦିନକରେ ସଂକ୍ରମଣ ବଢ଼ିଲା ୨୧%

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ମାଡ଼ି ମାଡ଼ି ଚାଲିଛି କରୋନା ସଂକ୍ରମଣ । ଦୈନିକ କେସ୍ ଅଚାନକ ଭାବରେ ବଢୁଛି । ଓମିକ୍ରନ୍ ଭାରିଆଣ୍ଟ ପରେ ଦେଶରେ ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୭ହଜାର ୫୫୩ ନୂଆ ଆକ୍ରାନ୍ତା । ଯାହାକି ଗତକାଲି ଅପେକ୍ଷା…

ଭଡ଼ା ଘରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ

ଯାଜପୁର: ଭଡ଼ା ଘରୁ ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ । ଯାଜପୁର ଟାଉନ୍ ଥାନା ସନ୍ଥମାଧବ ଗାଁରେ ଏକ ଭଡ଼ା ଘରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତା ନାଁ ଚନ୍ଦ୍ରମଣି ବଳ ଓ ଘର ମଙ୍ଗଳପୁର ଥାନା କାଟିଆ ଅଞ୍ଚଳରେ ବୋଲି ଜଣା…

କରୋନା ଯୋଗୁ ରାଲି ଓ ସାଧାରଣ ସଭା ବ୍ୟାନ୍ କଲା ଏହି ରାଜ୍ୟ

ହାଇଦ୍ରାବାଦ: ଓମିକ୍ରନ୍ ମାଡୁଛି । କରୋନା କାୟା ମେଲାଉଛି । ସଂକ୍ରମଣ ବଢୁଥିବାରୁ ବଢ଼ିଲା କଟକଣା । ତେଲେଙ୍ଗାନାରେ ଏଣିକି ରଲି, ସାଧାରଣ ସଭା ଆୟୋଜନ ମନା । ଧାର୍ମିକ, ରାଜନୈତିକ ଓ ସାଂସ୍କୃତିକ ସମାବେଶରେ ଲୋକ ଏକାଠି ହେବା ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି ତେଲେଙ୍ଗାନା ସରକାର ।…

ରାତି ତାପମାତ୍ରା ଖସିବ, ରାଜ୍ୟରେ ବଢ଼ିବ ଶୀତ

ଭୁବନେଶ୍ୱର: ଆଗକୁ ରାଜ୍ୟରେ ବଢ଼ିବ ଶୀତ । ରାତି ତାପମାତ୍ରା ଖସିବ । ପୁଣି ଅନୁଭୂତ ହେବ ପ୍ରବଳ ଥଣ୍ଡା । ଆସନ୍ତାକାଲିଠୁ ଦୁଇଦିନ ଶୀତ ଲହରି ରହିବ । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ଶୀତ ହେବ । ପ୍ରବଳ ଥଣ୍ଡା ହେବାକୁ ନେଇ ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ…

ପ୍ରକୃତି ସହ ଖେଳୁଛି ଚୀନ: ମହାମାନବ ପାଇଁ କରୁଛି ହ୍ୟୁମାନ-ଶିମ୍ପାଜିର କ୍ରସ ବିଡିଂ

ଭୁବନେଶ୍ୱର: ବିଶ୍ୱରେ ନିଜକୁ ଶକ୍ତିଶାଳୀ ଭାବେ ଗଢ଼ିତୋଳିବା ପାଇଁ ଚୀନ ଅନାବଶ୍ୟକ ଉଦ୍ୟମ ଜାରୀ ରଖିଛି । ଏଥିପାଇଁ ସେ ପ୍ରକୃତି ଓ ପ୍ରାକୃତିକ ପ୍ରକ୍ରିୟା ସହ ଖେଳିବାକୁ ମଧ୍ୟ ପଛାଉ ନାହିଁ । ଏକ ରିପୋର୍ଟ ମୁତାବକ ଚୀନ ବୈଜ୍ଞାନିକ ମାନେ ହ୍ୟୁମାନ ଓ ଶିମ୍ପାଜିଙ୍କ କ୍ରସ ବିଡିଂ କରି ମହାମାନବ…

ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟକୁ ସଫଳତା, ଆରିୟା ରାଙ୍କିଙ୍ଗ ୨୦୨୧ରେ ପ୍ରଦର୍ଶନକାରୀ ଭାବେ ସ୍ଥାନିତ

ଭୁବନେଶ୍ବର : ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟକୁ ଆଉ ଏକ ସଫଳତା । ଇନଷ୍ଟିଚ୍ୟୁସନ୍ ଅଫ୍ ଇନୋଭେସନ୍ ଆଚିଭମେଣ୍ଟସ୍ (ARIIA) ୨୦୨୧ର ଅଟଳ ରାଙ୍କିଙ୍ଗ ପାଇଁ ବେସରକାରୀ ବିଶ୍ବବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ପ୍ରଦର୍ଶନକାରୀ ଭାବେ ସ୍ଥାନୀତ ହୋଇଛି ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ । ଚଳିତ ବର୍ଷ ଏହି…

ଆରଆରଆରର ରିଲିଜ ତାରିଖ ଘୁଂଚିଲା

ମୁମ୍ବାଇ: ଏସ ରାଜମୌଲୀଙ୍କ ମେଗା ବଜଟେ ଫିଲ୍ମ ଆରଆରଆରର ରିଲିଜ ତାରିଖ ଘୁଂଚାଯାଇଛି । କରୋନା ଭାଇରସର ନୂତନ ଭ୍ୟାରିଆଂଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଫିଲ୍ମ ନିର୍ମାତା ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ୭ ଜାନୁୟାରୀରେ ରିଲିଜ ହେବାକୁ ଥିଲା, ତେବେ ଏହାର ନୂତନ ରିଲିଜ…

ସମ୍ ହସ୍ପିଟାଲ ଆଇସିଏମ୍‌ଆର କ୍ଲିନିକାଲ୍ ଟ୍ରାଏଲ୍ କେନ୍ଦ୍ର ଭାବେ ମନୋନୀତ

ଭୁବନେଶ୍ବର : ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲକୁ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଦ୍ଵାରା ପୂର୍ବ ଭାରତରେ ଆଇସିଏମ୍‌ଆର୍ କ୍ଲିନିକାଲ୍ ଟ୍ରାଏଲ୍ ସେଣ୍ଟର୍ ଭାବେ ଚୟନ କରାଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର…

୫୦୦ କୋଟି ଟଙ୍କା ମୂଲ୍ୟର ଏମରୋଲ୍ଡ ଶିବଲିଙ୍ଗ ଉଦ୍ଧାର

ଟ୍ରିଚୀ:ତାମିଲନାଡୁ ପୋଲିସ ଏମରୋଲ୍ଡ ରତ୍ନର ଏକ ମୂଲ୍ୟବାନ ଶିବଲିଙ୍ଗ ଉଦ୍ଧାର କରିଛି । ଏହାର ମୂଲ୍ୟ ୫୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତାଞ୍ଜାଭୁରରେ ଜଣେ ବ୍ୟକ୍ତିଙ୍କ ଘରେ କିଛି ମୂଲ୍ୟବାନ ପ୍ରତିମୂର୍ତି ଥିବା ଖବର ମିଳିଥିଲା । ଏ ନେଇ ୮୦ ବର୍ଷୀୟ ଏନଏସ ସାମିୟାପ୍ପାନଙ୍କ…

ମଝି ଆକାଶରେ ପଜିଟିଭ୍, ବିମାନରେ କ୍ବାରେଣ୍ଟାଇନ୍

ଓ୍ବାସିଙ୍ଗଟନ୍ : ମଝି ଆକାଶରେ ଚିହ୍ନଟ ହେଲେ କୋଭିଡ ପଜିଟିଭ । ବାଥରୁମରେ ରହିଲେ କ୍ବାରେଣ୍ଟାଇନରେ । ଏଭଳି ଏକ ଘଟଣା ଘଟିଛି ଆମେରିକାର ଏକ ବିମାନରେ । ଚିକାଗୋରୁ ଆଇସଲ୍ୟାଣ୍ଡ ଯିବା ବାଟରେ ଏହି ଘଟଣା ସାମ୍ନାକୁ ଆସିଛି । ମାରିସା ଫୋଟିଓ ନାମକ ଜଣେ ଶିକ୍ଷୟିତ୍ରୀ ଚିକାଗୋରୁ ଆଇସଲ୍ୟାଣ୍ଡ…