Latest Odisha News

BREAKING NEWS

Browsing Category

ଫିଚର

[ଭିଡିଓ] ଓବିସି ପ୍ରସଙ୍ଗକୁ ନେଇ ଶାସକ ଦଳ ଉପରେ ପୁଣି ବର୍ଷିଲା ବିଜେପି

ଭୁବନେଶ୍ୱର : ଓବିସି ପ୍ରସଙ୍ଗକୁ ନେଇ ଶାସକ ଦଳ ଉପରେ ବର୍ଷିଲା ବିଜେପି । ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ପଛକୁ ଠେଲିଦେଉଥିବା କଥା  କହିଛି ବିଜେପି । ସଂଖ୍ୟାଧିକ ମାନଙ୍କୁ ସାମ୍ବିଧାନିକ ଅଧିକାର ଦେବାକୁ କାହିଁକି କୁଣ୍ଠିତ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିଜେପି ଓବିସି…

ଆଉ ନାହାନ୍ତି ୨.୫ ଫୁଟ ଉଚ୍ଚତା ବିଶିଷ୍ଟ ମହିଳା

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ କମ ଉଚ୍ଚତା ବିଶିଷ୍ଟ ମହିଳାଙ୍କ ମଧ୍ୟରେ ସାମିଲ ଏଲିଫ କୋକାମାନ ଆଉ ନାହାନ୍ତି । ୨୦୧୦ରେ ତାଙ୍କ ନାମ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା । ୩୩ ବର୍ଷୀୟା ଏଲିଫଙ୍କ ଉଚ୍ଚତା ମାତ୍ର ୨.୫ ଫୁଟ ରହିଥିଲା । ଜୀବନ ଯାକ ୨.୫ ଫୁଟ ଉଚ୍ଚତାରେ ରହିଥିଲେ…

ଶ୍ରେଣୀଗୃହକୁ ମୋବାଇଲ ଫୋନ୍ ନନେବାକୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର : ନୂଆବର୍ଷରେ ଶିକ୍ଷକଙ୍କୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପରାମର୍ଶ । କ୍ଲାସରୁମକୁ ଶିକ୍ଷକ ଫୋନ ନନେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । କ୍ଲାସରୁମରେ ଫୋନ୍ ସୁଇଚ୍ ଅଫ୍ ରଖିବାକୁ କହିଛନ୍ତି ମନ୍ତ୍ରୀ । ପୂର୍ବରୁ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ଯେଉଁ…

ତୀବ୍ର ହେଉଛି ପାକିସ୍ତାନ ଓ ଟିଟିପି ଲଢ଼େଇ

ଲାହୋର: ନିଜ ରଚିଥିବା ଷଡଯନ୍ତ୍ରରେ ଫସିଛି ପାକିସ୍ତାନ । ଆଫଗାନିସ୍ତାନରେ ତାଲିବାନକୁ ବଳଶାଳୀ କରିଥିବା ପାକିସ୍ତାନ ସେନା ଏବେ ନିଜ ଦେଶରେ ତୀବ୍ର ବିରୋଧର ସମ୍ମୁଖୀନ ହେଉଛି । ତହରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଓ ପାକିସ୍ତାନ ସେନା ମଧ୍ୟରେ ଲଢ଼େଇ ଇତି ମଧ୍ୟରେ ତୀବ୍ର ହେଉଛି ।…

ନୂଆବର୍ଷରେ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢେ ଭାରତ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ନୂଆଦିଲ୍ଲୀ : ବହି ପଢିବା ନୀତିଦିନିଆ ଅଭ୍ୟାସରେ ପରିଣତ କରିବାକୁ ଯୁବ ପିଢିଙ୍କୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇଂରାଜୀ ନବ ବର୍ଷ ଅବସରରେ ରଷ୍ଟ୍ରୀୟ ଶିକ୍ଷାନୀତି ୨୦୨୨…

ଛେଳିଚୋରି କରିବା ଅଭିଯୋଗରେ ନିଲମ୍ବନ ହେଲେ ସିନ୍ଧିକେଲା ଥାନା ଏଏସଆଇ

ବଲଙ୍ଗୀର : ଛେଳି ଚୋରି କରିବା ଏଏସଆଇଙ୍କୁ ପଡିଲା ମହଙ୍ଗା । ଛେଳି ଚୋରି କରି ବଲଙ୍ଗୀର ସିନ୍ଧିକେଲା ଥାନା ଏଏସଆଇ ସୁମନ ମଲ୍ଲିକ ନିଲମ୍ବିତ ହୋଇଛନ୍ତି । ଶୁକ୍ରବାର ରାତିରେ ସିନ୍ଧିକେଲା ଏଏସଆଇ ସୁମନ ମଲ୍ଲିକ ଛେଳି ଚୋରି କରି ଭୋଜି କରିବା ତାଙ୍କ ନାଁ ରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ…

[ଭିଡିଓ] ନୂଆବର୍ଷରେ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ନୂଆବର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନୂଆ ବର୍ଷରେ ନବୀନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଓଡିଶାବାସୀଙ୍କର ମଙ୍ଗଳ କାମନା କରି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୨…

ନୂଆବର୍ଷରେ ଘଟଗାଁ ମା’ ତାରିଣୀଙ୍କ ସୁନାବେଶ

କେନ୍ଦୁଝର : ନୂଆବର୍ଷରେ ଖାଁ ଖାଁ ଲାଗୁଛି ମା ତାରିଣୀ ପୀଠ । କେନ୍ଦୁଝର ଘଟଗାଁ ଅଧିଷ୍ଟାତ୍ରୀ ଦେବୀ ମା ତାରିଣୀଙ୍କ ଆଜି ସୁନାବେଶ ଅନୁଷ୍ଠିତ ହୋଇଛି । ହେଲେ ନୂଆବର୍ଷ ଉପଲକ୍ଷେ କଟକଣା ଜାରି ହେବା ପରେ ଭକ୍ତମାନେ ଏହି ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ସକାଳୁ ମା’ ଙ୍କ ପୂଜାର୍ଚ୍ଚନା ସାରିବା…

ଆଇସକ୍ରିମ କାଠି କଳାକୃତିରେ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ଯୁବଶିଳ୍ପୀ ବିଶ୍ୱଜିତ

ପୁରୀ : ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ପୁରୀ ସିଦ୍ଧ ମହାବୀର କୁମୁଟି ପାଟଣା ଅଞ୍ଚଳର ଯୁବଶିଳ୍ପୀ ବିଶ୍ୱଜିତ ନାୟକ ଆଇସକ୍ରିମ କାଠି ମାଧ୍ୟମରେ ନିଆରା କଳାକୃତି କରିଛନ୍ତି । ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ବିଶ୍ୱଜିତ୍ । ୨୭୫ ଟି ଆଇସି କ୍ରିମ କାଠିରେ…

ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ନୂଆବର୍ଷରେ ଜୀବନ ହାରିଲେ ଛାତ୍ରୀ । ଭୁବନେଶ୍ୱରରେ ଘରୋଇ କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଇନଫୋସିଟି ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଏହି ଘଟଣା ଘଟିଛି । ମୃତ ଛାତ୍ରୀ ଜଣଙ୍କ ଏମବିଏ ଦ୍ୱିତୀୟ ବର୍ଷରେ ପଢୁଥିଲେ । ଖବର…