Latest Odisha News

BREAKING NEWS

Browsing Category

ଫିଚର

ଦକ୍ଷିଣ ଆଫ୍ରିକାକୁ ସୁବିଧାଜନକ ସ୍ଥିତିରେ ପଂହଚାଇଲେ ଏଲଗାର

ଜୋହାନ୍ସବର୍ଗ: ଚଳିତ ଦ୍ୱିତୀୟ କ୍ରିକେଟ ଟେଷ୍ଟର ୩ୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ସୁବିଧାଜନକ ସ୍ଥିତିରେ ପଂହଚିଛି । ଷ୍ଟମ୍ପସ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା ୨ ୱିକେଟ ହରାଇ ୧୧୮ ରନ କରିଛି । ଘରୋଇ ଦଳ ବିଜୟ ପାଇଁ ଆଉ ୧୨୨ ରନ ଆବଶ୍ୟକ କରୁଛି । ଡିନ ଏଲଗାର…

ଦେବାଶୀଷ, ସୋହନୀ ଓଟିଏ ଦ୍ୱାରା ସମ୍ବର୍ଦ୍ଧିତ: ଆପ ଉନ୍ମୋଚିତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ବୁଧବାର ଓଡିଶା ଟେନିସ ଆସୋସିଏଶନ (ଓଟିଏ) ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ଖେଳାଳି ଦେବାଶୀଷ ସାହୁ ଓ ସୋହିନୀ ସଞ୍ଜୟ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଓଡିଶାର ଏକ ନମ୍ବର ଖେଳାଳି ଦେବାଶୀଷ ୧୬ ବର୍ଷରୁ କମ୍ ଓ ୧୮ ବର୍ଷରୁ କମ୍‌ରେ ପ୍ରଭାବୀ…

ଶାହାରୁଖଙ୍କ ଯୋଗୁ ବିଳମ୍ବ ହେଉଛି ଟାଇଗର ୩ର ରିଲିଜ ଡେଟ

ମୁମ୍ବାଇ: ଶାହାରୁଖ ଖାଁଙ୍କ ଯୋଗୁ ସଲମାନ ଖାଁ ଅଭିନୀତ ଟାଇଗର ୩ର ରିଲିଜ ଡେଟରେ ବିଳମ୍ବ ଘଟୁଛି । ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଆକ୍ସନ ଥ୍ରୀଲର ପଠାନ ଫିଲ୍ମ ଶୁଟିଂ ସେଟରେ ଶାହାରୁଖ ଲମ୍ବା ବ୍ରେକ ପରେ ଯୋଗ ଦେଇଛନ୍ତି । ୟଶରାଜ ଷ୍ଟୁଡିଓରେ ପଠାନ ଫିଲ୍ମର ଅନେକ…

ଭାରତରେ ପ୍ରଥମ ମୁଣ୍ଡନେଲା ଓମିକ୍ରନ , ମୃତକ ଜଣକ ଉଦୟପୁରର

ରାଜସ୍ଥାନ : ଭାରତରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରନ । ଗତ ସପ୍ତାହରେ ରାଜସ୍ଥାନର ଉଦୟପୁରରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ରିପୋର୍ଟ ଓମିକ୍ରନ ପଜିଟିଭ ଆସିଛି । ଏନେଇ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ମୃତ ୭୩ ବର୍ଷୀୟ ବ୍ୟକ୍ତିଙ୍କର କରୋନା…

ଓଡିଶା କ୍ରୀଡା ସାମ୍ବାଦିକ ସଂଘର (ଓସ୍‌ଜା) ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଓଡିଶାରେ କ୍ରୀଡର ପ୍ରସାର ଦିଗରେ କ୍ରୀଡା ସାମ୍ବାଦିକଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ସମସ୍ତ ପ୍ରକାରର ସରକାରୀ ତଥା ବେସରକାରୀ ସ୍ତରୀୟ କ୍ରୀଡା ଆୟୋଜନକୁ ସାଧାରଣ ଲୋକଙ୍କ ନିକଟରେ ପହଂଚାଇବାକୁ କ୍ରୀଡା ସାମ୍ବାଦିକ ସାଜିଥାନ୍ତି ବାର୍ତ୍ତାବାହକ । ତେଣୁ କ୍ରୀଡା…

ବିଜେଡିରେ ଯୋଗଦେଲେ ଜେଏମଏମ ଉପ ସଭାପତି ଶିବିୟାନ ଆଇଣ୍ଡ

ଭୁବନେଶ୍ୱର : ବିଜେଡିରେ ଯୋଗଦେଲେ ବୀରମିତ୍ରପୁର ରାଜ୍ୟ ଜେଏମଏମ ଉପ ସଭାପତି ଶିବିୟାନ ଆଇଣ୍ଡ  । ଆଜି ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ସେ ବିଜେଡିରେ ସାମିଲ୍ ହୋଇଥିଲେ । ଶିବିୟାନଙ୍କ ସହ ତାଙ୍କ ସମର୍ଥକ ମାନେ ମଧ୍ୟ ଆଜି ବିଜେଡିରେ ଯୋଗଦେଇଛନ୍ତି । ଶିବିୟାନ ମୁଖ୍ୟମନ୍ତ୍ରୀଙ୍କ ଶାଶନରେ…

କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସିଂ ଜରିଆରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ରକୁ ଉଦ୍‌ଘାଟନ…

ତେଲ ଦର ବୃଦ୍ଧି ନେଇ କାଜାକସ୍ତାନରେ ହିଂସକ ପ୍ରଦର୍ଶନ, ଇସ୍ତଫା ଦେଲେ ସରକାର

ନୂଆଦିଲ୍ଲୀ: କାଜାକସ୍ତାନରେ ତେଲ ଦର ବୃଦ୍ଧି ନେଇ ବିରୋଧ ପ୍ରଦର୍ଶନ ଚାଲିଥିଲା । ଏହା ହିଂସକ ରୂପ ଧରିବାରୁ ସ୍ଥାନୀୟ ସରକାର ବାଧ୍ୟ ହୋଇ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି କାସିମ ଜୋମାର୍ଟ ବୁଧବାର ଏହି ଇସ୍ତଫା ଗ୍ରହଣ କରିଛନ୍ତି । କାଜାକସ୍ତାନ ଗଣରାଜ୍ୟ ଧାରା ୭୦ ଅନୁସାରେ ସରକାରଙ୍କ…

ଇତିହାସ ରଚିଲେ ପନ୍ତ

ଜୋହାନ୍ସବର୍ଗ: ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ବ୍ୟାଟିଂରେ ଭାରତର ରିଷଭ ପନ୍ତ କମାଲ କରିପାରି ନ ଥିଲେ ଉଇକେଟ କିିପିଂରେ କିର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଭାରତୀୟ ଭାବେ କମ ମ୍ୟାଚରେ ୧୦୦ କ୍ୟାଚ ନେଇଛନ୍ତି । ମହେନ୍ଦ୍ର ସିଂ ଧୋନୀ ୪୦ ଟେଷ୍ଟରେ ଏହି…

ରାଜ୍ୟରୁ ଆଉ ୨୪ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ଓଡ଼ିଶାରୁ ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଇଏଲଏସ୍ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଏହି ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା…