Latest Odisha News

BREAKING NEWS

Browsing Category

ଫିଚର

ହୃଷୀକେଶ ମଲ୍ଲିକଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ବର : ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ୨୦୨୧ ମସିହା ପାଇଁ ‘ସରି ଯାଇଥିବା ଅପେରା’ କବିତା ବହି ପାଇଁ ହୃଷୀକେଶ ମଲ୍ଲିକଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ସେହିପରି ‘ଗୀତ କହେ ମାଟିର କଥା’ ପୁସ୍ତକ ପାଇଁ ଦେବରାଜ ବ୍ରହ୍ମାଙ୍କୁ ମିଳିବ ବାଲ୍…

ସିଲଭର୍ ସିଟି କଟକରେ ଜିରୋ ନାଇଟ ସେଲିବ୍ରେସନ ମନା ,ଚେକିଂ ଜୋରଦାର କରାଯିବ

କଟକ : କଟକରେ ଏଥର ଫିକା ପଡିବା ଜିରୋ ନାଇଟ ସେଲିବ୍ରେସନ । ଆଉ ଏ ବର୍ଷ ମଧ୍ୟ ସେଭଳି ଦେଖିବାକୁ ମିଳିବନି ଗହଳି ଚହଳି । ସିଲଭର୍ ସିଟି କଟକରେ ବିଭିନ୍ନ ହୋଟେଲ୍,କ୍ଲବ ରେଷ୍ଟୁରାଣ୍ଟରେ କୌଣସି ଆୟୋଜନ ହୋଇପାରିବ ନାହିଁ ବୋଲି ସରକାରଙ୍କ ଗାଇଡ୍ ଲାଇନ ଆସିଛି । ଡିସେମ୍ବର ୩୧ ରେ ଜିରୋ ନାଇଟ…

ଓଡିଶାରେ ଆଉ ୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ଓଡିଶାରେ ଆଉ ୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଓଡିଶାରେ ବଢୁଛି ଓମିକ୍ରନ କେଶ୍ । ଆଉ ପାଞ୍ଚ ଜଣ ସଂକ୍ରମିତ ଆଜି ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୧୪କୁ…

ମିଶନାରିଜ୍ ଅଫ ଚାରିଟୀର ଅନ୍ତେବାସୀ ଯେପରି ଅସୁବିଧାରେ ନପଡ଼ନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର : ଓଡିଶାର ମିଶନାରିଜ୍ ଅଫ ଚାରିଟୀର ଅନ୍ତେବାସୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ ଦେଲେ। ଓଡିଶାରେ ମିଶନାରିଜ୍ ଅଫ ଚାରିଟୀ ଦ୍ବାରା ପରିଚାଳିତ ବିଭିନ୍ନ ସଂସ୍ଥା ଯଥା କୁଷ୍ଠାଶ୍ରମ ଓ ଅନାଥାଶ୍ରମ ମାନଙ୍କରେ…

ଟିମ ଇଣ୍ଡିଆର ଜୋରଦାର ପ୍ରଦର୍ଶନ: ସେଂଚୁରିଆନରେ ପ୍ରଥମ ବିଜୟ

ସେଂଚୁରିଆନ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟକୁ ଭାରତ ୧୧୩ ରନରେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଜିତିନେଇଛି । ଏଥିସହ ସେଂଚୁରିଆନରେ ଭାରତ ପ୍ରଥମ ଟେଷ୍ଟ ବିଜୟ ହାସଲ କରି ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ର ଅଗ୍ରଣୀ ହାସଲ କରିଛି । ୩୦୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି…

ନବରଙ୍ଗପୁରରେ ୩୦ ଟିକିଆ ହାତୀପଲ ଆତଙ୍କ : ନଷ୍ଟ କଲେ ଫସଲ ,ଭାଙ୍ଗିଲେ ଘରଦ୍ୱାର

ନବରଙ୍ଗପୁର : ନବରଙ୍ଗପୁରରେ ଆତଙ୍କ ଖେଲାଉଛନ୍ତି ହାତୀ । ନବରଙ୍ଗପୁର ରାଇଘର ବ୍ଲକ ଅନ୍ତର୍ଗତ ସମ୍ବଲପୁର ଅଞ୍ଚଳରେ ହାତୀ ଆତଙ୍କ । କାଣ୍ଡିତରାର ଛାପର ଅଞ୍ଚଳରେ ଗତାକାଲି ବିଳମ୍ବିତ ରାତିରେ ଛତିଶଗଡ ସାଲେଭାଟା ଜଙ୍ଗଲରୁ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ହାତୀ ପଲ୍ଲ ଗାଁ ଭିତରକୁ ପଶି ଆସିଥିଲେ ।…

ମୁମ୍ବାଇ ରଣଜୀ ଟ୍ରଫି ଟିମରେ ଜୁନିୟର ସଚିନ

ମୁମ୍ବାଇ: ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନଙ୍କୁ ଦକ୍ଷତା ପ୍ରତିପାଦିତ କରିବା ପାଇଁ ବହୁତ ବଡ ସୁଯୋଗ ମିଳିଛି । ତାଙ୍କୁ ପ୍ରଥମ ଥର ପାଇଁ ମୁମ୍ବାଇର ରଣଜୀ ଟ୍ରଫି ଦଳରେ ସାମିଲ କରାଯାଇଛି । ୪୧ ଥର ରଣଜୀ ଚାମ୍ପିୟନ ମୁମ୍ବାଇ ଦଳର ନେତୃତ୍ୱ ଏଥର ପୃଥ୍ୱୀ ଶ ପ୍ରଦାନ…

ନୋରାଙ୍କୁ କରୋନା

ମୁମ୍ବାଇ: ବଲିଉଡରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅର୍ଜୁନ କାପୁରଙ୍କ ପରେ ଗୁରୁବାର ଦିଲବର ଗାର୍ଲ ନୋରା ଫତେହୀ କରୋନା କବଳରେ ପଡିଛନ୍ତି । ସେ ଏବେ କ୍ୱାରେଂଟାଇନରେ ରହିଛନ୍ତି । ସୋସିଆଲ ସାଇଟରେ ନେରୋ ଏହି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା…

ଭୁବନେଶ୍ୱରରେ ୩ ଦିନ ବନ୍ଦ ରହିବ ଧର୍ମାନୁଷ୍ଠାନ

ଭୁବନେଶ୍ୱର: ଭୁବନେଶ୍ୱରରେ ୩ଦିନ ଧର୍ମାନୁଷ୍ଠାନ ବନ୍ଦ ରହିବ । ବିଏମସି ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ ୩ ଦିନ ବନ୍ଦ ରହିବ । କାଲିଠୁ ୨ ତାରିଖ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଧର୍ମାନୁଷ୍ଠାନ । ଓମିକ୍ରନ ସଂକ୍ରମଣ ଓଡ଼ିଶାରେ ବଢ଼ିବାରେ ଲାଗିଛି । ଆଜି ସୁଦ୍ଧା ରାଜ୍ୟରେ ଓମିକ୍ରନ…

ଆଉ ୬ ମାସ ବୃଦ୍ଧି ହେଲା ଆଫସ୍ପା ନିୟମ

କୋହିମା: କେନ୍ଦ୍ର ସରକାର ନାଗାଲାଣ୍ଡରେ ଆଫସ୍ପା ନିୟମକୁ ଆଉ ୬ ମାସ ପାଇଁ ବୃଦ୍ଧି କରିଛନ୍ତି । ସେନାଙ୍କୁ ଶକ୍ତିଶାଳୀ କରୁଥିବା ଏହି ନିୟମ ନେଇ ସେଠାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ସରକାର ଏହାକୁ ବଳବତର ରଖିଛନ୍ତି । ନାଗାଲାଣ୍ଡସ ରାଇଟ୍ସ ଗ୍ରୁପ ଓ ରାଜ୍ୟ ସରକାର ଏହାକୁ…