ଜାଣନ୍ତୁ, ଭାରତ ଛଡ଼ା ଅନ୍ୟ କେଉଁ କେଉଁ ସ୍ଥାନରେ ରହିଛି ତାଜମହଲ !

ଭୂବନେଶ୍ୱର : ପ୍ରେମର ପ୍ରତୀକ ଭାବେ ଆଗ୍ରାର ତାଜମହଲ ବିଶ୍ୱ ପ୍ରସିଦ୍ଧ । ଏହାର ମନୋରମ ଦୃଶ୍ୟପଟ୍ଟ ଓ ଆକର୍ଷଣୀୟ ସୈାନ୍ଦର୍ଯ୍ୟକୁ ଦେଖିଲେ ଯେ କେହିବି ମନ୍ତ୍ରମୁଗ୍ଧ ହୋଇଯିବ । ମୋଗଲ ଶାସକ ଶାହାଜାହାନ ନିଜ ପ୍ରାଣପ୍ରିୟା ପତ୍ନୀ ମୋମତାଜଙ୍କ ସ୍ମୃତିରେ ନିର୍ମାଣ...

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୨୪୬ ଟି ପଞ୍ଚାୟତ ପାଇଁ ୫୭.୧୦ କୋଟି ଟଙ୍କା ମଞ୍ଜୁର କଲେ...

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୧୦ଟି ଜିଲ୍ଲାର ୧୧ ଟି ବ୍ଲକ ପାଇଁ ୫୭.୧୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡିକ ହେଲା- କେନ୍ଦୁଝର ଜିଲ୍ଲାର...

ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବାଗପତରେ ଶୁକ୍ରବାର ସକାଳେ ବାୟୁ ସେନାର ଏକ ମାଇକ୍ରୋଲାଇଟ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନଜରକୁ ଆସିଛି । ସୂଚନା ଅନୁଯାୟୀ ବାୟୁ ସେନାର ଏହି ବିମାନଟି ଗାଜିଆବାଦର ହିଣ୍ଡନରୁ ଉଡାଣ ଆରମ୍ଭ କରିଥିଲା । ଅନ୍ୟପକ୍ଷରେ ଉଡାଣର କିଛି...

ଭୁବନରେ ବିଜେପିର ୧୨ ଘଣ୍ଟିଆ ବନ୍ଦ ଡ଼ାକରା, ସାଧାରଣ ଜୀବନଯାତ୍ରା ବ୍ୟାହତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଭୁବନରେ ବିଜେପି ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ ଯୋଗୁଁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ଭୁବନକୁ ଏକ ସବ-ଡ଼ିଭିଜନ ମାନ୍ୟତା ଦେବା ସହିତ ୮ଟି ଦାବୀ ପୂରଣ ଲାଗି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ଭୁବନ ବନ୍ଦ ଡ଼ାକରା...

ଯାଜପୁର ଷ୍ଟେସନରେ ରେଷ୍ଟସେଡକୁ ଧକ୍କା ଦେଲା ମାଲବାହୀ ଟ୍ରେନ

ଯାଜପୁର: ଯାଜପୁର ରେଳଷ୍ଟେସନର ୩ ନଂ ପ୍ଲାଟଫର୍ମରେ ଥିବା ଏକ ଯାତ୍ରୀ ବିଶ୍ରାମାଗାରକୁ ଶୁକ୍ରବାର ସକାଳେ ଏକ ମାଲବାହୀ ଟ୍ରେନ ଧକ୍ମା ଦେଇଛି । ଶୁକ୍ରବାର ସକାଳେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ ପ୍ଲାଟଫର୍ମର ଏକ ରେଷ୍ଟସେଡ୍ ଉପରେ ପ୍ରଚଣ୍ଡ ଧକ୍କା ଦେଇଥିବାର...

ପୁରୀ ହିଂସାକାଣ୍ଡରେ ସଂଶ୍ଳିଷ୍ଟ ୧୧ ଜଣ ଗିରଫ

ପୁରୀ: ଶ୍ରୀମନ୍ଦିର ଧାଡ଼ି ଦର୍ଶନକୁ ବିରୋଧ କରି ପୁରୀ ବନ୍ଦ ଡ଼ାକରା ବେଳେ ଘଟିତ ହିଂସାକାଣ୍ଡରେ ସଂଶ୍ଳିଷ୍ଟ ଥିବା ୧୧ଜଣ ଅଭିଯୁକ୍ତ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ପୁରୀ ବନ୍ଦ ବେଳେ ଯେଉଁ ବ୍ୟାପକ ପୋଡ଼ାଜଳା, ସରକାରୀ ଅଫିସ ମଧ୍ୟରେ ଭଙ୍ଗାରୁଜା ହୋଇ...

ପାରାଦୀପରେ ଲାଗିଲା ତଟରକ୍ଷା ବାହିନୀ ଜାହାଜ ‘ବିଜୟ’

ପାରାଦୀପ: ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ‘ବିଜୟ’ ଓଡ଼ିଶା ଉପକୂଳର ସୁରକ୍ଷା, ପରିବେଶ ସୁରକ୍ଷା, ପ୍ରାକୃତିକ ଦୁର୍ବିପାକ ତଥା ସମୁଦ୍ର ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସହାୟତା ପ୍ରଦାନ କରିବାକୁ ପାରାଦୀପ ବନ୍ଦରରେ ପହଞ୍ଚିଛି । ପାରାଦୀପ ବନ୍ଦରରେ ଏହି ଇଣ୍ଡିଆନ କୋଷ୍ଟଗାର୍ଡ଼ ଜାହାଜ ‘ବିଜୟ’ ପହଞ୍ଚିବା...

ଗଞ୍ଜାମର ବିଲୁପ୍ତ ଲୋକକଳା – ନଚା କଣ୍ଢେଇ

କଣ୍ଢେଇ ନାଚ - ନଚା କଣ୍ଢେଇ ଓଡ଼ିଶାର ଏକ ପ୍ରାଚୀନ କଳା ଭାବେ ବିକାଶ ଲାଭ କରିଆସିଛି । ଏହା ଏବେ ପ୍ରାୟ ବିଲୋପ ହୋଇ କେଉଁଠି କେମିତି ବଞ୍ଚି ରହିଛି । ଆଧୁନିକ ସଭ୍ୟତା ମଧ୍ୟରେ ପାରମ୍ପରିକ କଳାର ଏଇ ଦିଗଟି...

ଆଇସିଆଇସିଆଇ ବ୍ୟାଙ୍କ ଛାଡିଲେ ଚନ୍ଦା କୋଚ୍ଚର, ସନ୍ଦୀପ ବକ୍ସି ନୂଆ ସିଇଓ ନିଯୁକ୍ତ

ନୂଆଦିଲ୍ଲୀ : ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଚନ୍ଦା କୋଚ୍ଚର ଆଜି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସୂଚନା ଅନୁଯାୟୀ ଚନ୍ଦା ଆଇସିଆଇସିଆଇ ବ୍ୟାଙ୍କ ସହିତ ଦୀର୍ଘ ୩୪ ବର୍ଷର ସମ୍ପର୍କ ଶେଷ ହୋଇଛି । ଏହି ସମୟ ମଧ୍ୟରେ ସେ ଅନେକ ବିବାଦ...

ପୋଲାଭରମ୍ ପ୍ରସଙ୍ଗରେ କେନ୍ଦ୍ରକୁ ଜବାବ ତଲବ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: “ନିର୍ମାଣାଧୀନ ପୋଲାଭରମ୍ ପ୍ରକଳ୍ପର ଜଳଧାରଣ କ୍ଷମତା କେତେ? ଆସନ୍ତାକାଲି ଏନେଇ ତଥ୍ୟ ରଖ” - ପୋଲାଭରମ୍ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଗତ ଏକ ରିଟ୍ ପିଟିସନ୍ର ଶୁଣାଣି କରି ଆଜି କେନ୍ଦ୍ର ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପୋଲାଭରମ୍...

ସାହିତ୍ୟ