Latest Odisha News

BREAKING NEWS

Browsing Category

ଫିଚର

୪ ଦିନରେ ରଜନୀକାନ୍ତଙ୍କ ଅନ୍ନାଥେ କଲେକ୍ସନ କଲାଣି ୧୭୪ କୋଟି !

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ନୂତନ ଫିଲ୍ମ ଅନ୍ନାଥେ ବକ୍ସ ଅଫିସରେ ଝଡ ସୃଷ୍ଟି କରିଛି । ରିଲିଜର ୪ ଦିନ ମଧ୍ୟରେ ଏହି ଫିଲ୍ମ ୱାର୍ଲ୍ଡୱାଇଡ ୧୭୪ କୋଟି ଟଙ୍କା ଆୟ କରି ସାରିଛି । ଦକ୍ଷିଣ ଭାରତର ଅଧିକାଂଶ ହଲରେ ଏହା ହାଉସଫୁଲ ଚାଲିଛି । ୧୦୦ କୋଟିରୁ ଅଧିକ ଆୟ କରିବାରେ ଏହା…

ନଭେମ୍ବର ୨୯ରୁ ଡିସେମ୍ବର ୨୩ ଯାଏଁ ସଂସଦରେ ଶୀତ ଅଧିବେସନ ଚାଲିବ

ଦିଲ୍ଲୀ: ସଂସଦରେ ଆରମ୍ଭ ହେବ ଶୀତକାଳୀନ ଅଧିବେସନ । ଏହି ଅଧିବେସନ ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେସନରେ ୨୦ ଟି କାର୍ଯ୍ୟଦିବସ ରହିବ ବୋଲି ଜଣାପଡ଼ିଛି ।ଏଥିପାଇଁ କ୍ୟାବିନେଟ କମିଟି ସୁପାରିଶ କରିଛି।ଏଥର କୋଭିଡ କଟକଣା ଅନୁସାରେ…

ଦେଶରେ ବିମୁଦ୍ରାକରଣକୁ ପୂରିଲା ୫ ବର୍ଷ

ନୂଆଦିଲ୍ଲୀ : ଦେଶରେ ବିମୁଦ୍ରାକରଣକୁ ପୂରିଛି ୫ ବର୍ଷ । ଗତ ୨୦୧୬ ନଭେମ୍ବର ୮ ତାରିଖରେ ୫୦୦ ଓ ହଜାର ଟଙ୍କିଆ ନୋଟକୁ ଅଚଳ କରିଥିଲେ କେନ୍ଦ୍ର ସରକାର । ଦେଶରୁ କଳାଟଙ୍କା ହଟାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ବିମୁଦ୍ରାକରଣ ପାଇଁ ନିଷ୍ପତ୍ତି ନେଇଥିଲେ । ହେଲେ ଏହି ପଦକ୍ଷେପ ଯୋଗୁ ବିଶେଷ…

ବଣାଇଁରେ ଆତଙ୍କ ମଚାଉଥିବା ଡାକୟତ ଗ୍ୟାଙ୍ଗ ଗିରଫ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର ବିଭିନ୍ନ ଥାନା ଅଞ୍ଚଳରେ ଆତଙ୍କ ମଚାଇ ଲୁଟ୍ ତରାଜ ଚଳାଇଥିବା ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଲହୁଣିପଡ଼ା ପୋଲିସ । ଲହୁଣିପଡ଼ା ଥାନା ଅନ୍ତର୍ଗତ ଏକ ଜନସେବା କେନ୍ଦ୍ର, ଏକ ବିଦେଶୀ ମଦ ଦୋକାନରୁ ବନ୍ଧୁକ ମୁନରେ ଡକାୟତି କରିବା…

ଖଡଗପୁର ଓ ଯାଜପୁର କେନ୍ଦୁଝର ରୋଡ୍ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ପାଇଁ ଖଡଗପୁର ଓ ଯାଜପୁର କେନ୍ଦୁଝର ରୋଡ ମଧ୍ୟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ଆସନ୍ତା ୧୨ ତାରିଖରୁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଛି ରେଳବାଇ । ୦୮୦୩୭ ଖଡଗପୁର-ଯାଜପୁର କେନ୍ଦୁଝର ରୋଡ ସ୍ପେଶାଲ ଆସନ୍ତା ୧୨ ତାରିଖରୁ…

ବ୍ରହ୍ମଗିରି ନାଥପୁରରେ ବୋମାମାଡ଼ ଘଟଣା, ବମ୍ ସ୍କ୍ବାଡର ତଦନ୍ତ, ୩ ଅଟକ

ବ୍ରହ୍ମଗିରି : ସରକାରୀ ଜମିରେ ଘର ନିର୍ମାଣକୁ ନେଇ ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳର ନାଥପୁରରେ ବୋମାମାଡ଼ ମାମଲାରେ ଆରମ୍ଭ ହୋଇଛି ଛାନବିନ । ଘଟଣାରେ ୩ ଜଣଙ୍କୁ ପୋଲିସ ଅଟକ ରଖିଛି । ଏହାସହ ବମ୍ ସ୍କ୍ବାଡ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସ୍ଥିତି ଉତ୍ତେଜନାପୂର୍ଣ୍ଣ…

ଭୁବନେଶ୍ବରରେ କ୍ରାଇମ୍ ଗ୍ୟାଙ୍ଗର ଭାଇରାଲ ଭିଡିଓ ଘଟଣା, ୨୯ ଜଣଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ମାତିଛନ୍ତି ଅପରାଧୀ । କେବିଏନ୍ ଗ୍ୟାଙ୍ଗର ଭାଇରାଲ ଭିଡିଓ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଗ୍ୟାଙ୍ଗର ମୋଟ ୨୯ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ନୟାପଲ୍ଲୀ ଥାନା ପୋଲିସ । ଏହି ଗ୍ୟାଙ୍ଗର ୨ ଜଣ ଅଅଭିଯୁକ୍ତଙ୍କୁ ମିଶାଇ ୭ ଜଣ ଗିରଫ…

ଆକ୍ସନ୍‌ ମୋଡ୍‌ରେ ନୀତିଶ କୁମାର,ବିହାରରେ ମଦ ବନ୍ଦ ନେଇ ୧୬ ନଭେମ୍ବରରେ ବୈଠକ

ବିହାର: ବିହାରରେ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ବିଷାକ୍ତ ମଦ ମୃତ୍ୟୁକୁ ନେଇ ମୃତ୍ୟୁକୁ ନେଇ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ପରେ। ଏବେ ଆକ୍ସନ ମୋର୍ଡରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେ ୧୬ ନଭେମ୍ବରରେ ଏହି ସମ୍ବନ୍ଧରେ ବିଚାର-ବିମର୍ଷ ପାଇଁ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି ।…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଡିଲିଟ କରାଯାଇଥିବା ଡାଟା ପାଇଁ ଆମେରିକାର ସାହାଯ୍ୟ ଲୋଡିଲା ସିବିଆଇ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ୧ ବର୍ଷ ପରେ ମଧ୍ୟ ସିବିଆଇ ଏହାର ଯାଂଚ ଜାରୀ ରଖିଛି । ରିପୋର୍ଟ ମୁତାବକ ସିବିଆଇ ଡିଲିଟ କରାଯାଇଥିବା ସୁଶାନ୍ତଙ୍କ ଡାଟା ହାସଲ କରିବା ଆମେରିକାର ସହଯୋଗ ମାଗିଛି । ଭାରତ ଏବଂ ଆମେରିକା ମଧ୍ୟରେ ନିକଟରେ କରାଯାଇଥିବା ମ୍ୟୁଚୁଆଲ ଲିଗାଲ…

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନିଦିନିଆ ଧାରଣା

ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକର ପୁଟ୍ଟାସିଂର ରେଜିଂଟାଲ ଗ୍ରାମକୁ ଜିଲ୍ଲା ପ୍ରଶାସନ ତରବରିଆଭାବେ ନୂତନ ପଞ୍ଚାୟତ ଘୋଷଣା କରିଛନ୍ତି। ପୁଟ୍ଟାସିଂ ରେଭିନ୍ୟୁ ଗ୍ରାମକୁ ପଞ୍ଚାୟତ କାର୍ଯ୍ୟାଳୟ ଫେରସ୍ତ କରିବା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଆଜି…