Latest Odisha News

BREAKING NEWS

Browsing Category

ଫିଚର

କୁଚିଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ଜଣଙ୍କ ମୃତ୍ୟୁ

ସମ୍ୱଲପୁର : କୁଚିଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ପଛ ପଟୁ ଧକ୍କା ଦେଲା ଟ୍ରେଲର । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । କୁଚିଣ୍ଡା ଜମନକିରା ଥାନା ବଡ଼ରମା ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ବାଇକରେ ୩ ଜଣ ଯାଉଥିବା ବେଳେ ଜମନକିରା ଥାନା ବଡ଼ରମା ନିକଟରେ ଏକ…

ବରଫ ତଳୁ ଜର୍ମାନୀ ବୈଜ୍ଞାନିକ ପାଇଲେ ୭୭ ପ୍ରଜାତିର ପ୍ରାଣୀ

ନୂଆଦିଲ୍ଲୀ: ଜର୍ମାନୀର ବୈଜ୍ଞାନିକମାନଙ୍କୁ ବଡ ସଫଳତା ମିଳିଛି । ଆଂଟାର୍କାଟିକାର ବରଫ ସ୍ତର ତଳୁ ୭୭ ନୂତନ ପ୍ରଜାତିର ପ୍ରାଣୀ ସେମାନେ ଖୋଜି ବାହାର କରିଛନ୍ତି । ଗରମ ପାଣି ବ୍ୟବହାର କରି ସେମାନେ ବରଫ ଖଣ୍ଡ ଖୋଳିଥିଲେ । ୨୦୦ ମିଟର ତଳୁ ସେମାନଙ୍କୁ ଏହି ସଫଳତା ମିଳିଥିଲା । ବ୍ରୋୟୋଜୋନାସ…

ଅଭିନେତ୍ରୀ ନିକୋଲାଙ୍କୁ ପତ୍ନୀ କହିଲେ ବେକହାମଙ୍କ ବଡ ପୁଅ

ଲଣ୍ଡନ: ଇଂଲଣ୍ଡର ମହାନ ଫୁଟବଲ ଖେଳାଳି ଡେଭିଡ ବେକହାମଙ୍କ ବଡ ପୁଅ ବ୍ରୁକଲିନ ନୂଆ ବର୍ଷରେ ନୂତନ ଘୋଷଣା କରିଛନ୍ତି । ଆମେରିକାର ଲୋକପ୍ରିୟ ଅଭିନେତ୍ରୀ ନିକୋଲା ପେଲଟଜଙ୍କ ସହ ସେ ଏକ ଫଟୋ ଶେୟାର କରି ପତ୍ନୀ ଭାବେ ସମ୍ବୋନ୍ଧିତ କରିଛନ୍ତି । କୁଲାଇ ୨୦୨୦ରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା ।…

ଅରାଚଣ୍ଡୀରେ ପକ୍ଷୀ ଗଣନା, ଆସିଛନ୍ତି ୧୭ ହଜାରରୁ ଅଧିକ ପକ୍ଷୀ

ବାଙ୍କି : ବାଙ୍କୀ ଉପଖଣ୍ଡରେ ବୃଦ୍ଧି ପାଉଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା । ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି । ଏହି କ୍ରମରେ ଚଳିତ ବର୍ଷ ପାଇଁ ଅରାଚଣ୍ଡୀରେ ୱେଟ୍ ଲ୍ୟାଣ୍ଡ ପକ୍ଷୀ ଗଣନା ଆରମ୍ଭ ହୋଇଛି । ମୋଟ୍ ୩ଟି ଟିମ୍ ପକ୍ଷୀ ଗଣନା କାର୍ଯ୍ୟରେ…

ଏଲିୟନରୁ କଣ ମଣିଷର ସୃଷ୍ଟି !

ପୁରୀ: ହ୍ୟୁମାନ୍ସ ଆର ନଟ ଫ୍ରମ ଆର୍ଥ ଏ ସାଂଇଟିଫିକ ଇଭାଲୁଶନ ଅଫ ଦି ଏଭିଡେନ୍ସ ନାମକ ପୁସ୍ତକରେ ଚାଂଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ଏଥିରେ ବିଭିନ୍ନ ପ୍ରମାଣ ସହ ଉଲ୍ଲେଖ କରାଯାଇଛି ଯେ, ଏଲିୟନରୁ ମଣିଷରୁ ସୃଷ୍ଟି । ଏହା ଉପରେ ଅଧ୍ୟୟନ କରୁଥିବା ବିଶେଷଜ୍ଞଙ୍କ ମତରେ ପୃଥିବୀ ପୃଷ୍ଠର…

ସାରା ବିଶ୍ବରେ ବଢୁଛି କୋଭିଡ ଓ ଓମିକ୍ରନ ସଂକ୍ରମଣ

ନୂଆଦିଲ୍ଲୀ : ସାରା ବିଶ୍ବରେ ବଢ଼ିବାରେ ଲାଗିଛି କୋଭିଡ ସାଙ୍ଗକୁ ଓମିକ୍ରନ ସଂକ୍ରମଣ । ସ୍ଥିତି ନିୟନ୍ତ୍ରଣ କରିବା ଲାଗି ଅଧିକାଂଶ ଦେଶରେ ଜାରି ହେଲାଣି କଟକଣା । ଇସ୍ରାଏଲରେ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ସ୍ପାଏ ଏଜେନ୍ସିକୁ ଦାୟିତ୍ବ ଦିଆଯାଇଛି । ବିବାଦୀୟ ଫୋନ ମନିଟରିଂ…

ବୈଷ୍ଣୋ ଦେବୀ ମନ୍ଦିରରେ ଦଳାଚକଟା ଘଟଣାର ତଦନ୍ତ କରିବେ ୩ ଜଣିଆ କମିଟି

ଜାମ୍ମୁ : ଜାମ୍ମୁ ଓ କାଶ୍ମୀର ମାତା ବୈଷ୍ଣୋ ଦେବୀ ମନ୍ଦିରରେ ଦଳାଚକଟା ଘଟଣାର ତଦନ୍ତ କରିବେ ୩ ଜଣିଆ କମିଟି । ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ନିର୍ଦ୍ଦେଶରେ ଗଠିତ କମିଟି ସପ୍ତାହକ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ । ଗତକାଲିର ଏହି ଘଟଣାରେ ୧୨ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା…

କିଏ କହିଲେ ୩ୟ ଟେଷ୍ଟ ପୂର୍ବରୁ ଯାହା ପଚାରିବେ କୋହଲି ଉତର ଦେବେ

ସେଂଚୁରିଆନ: ସେଂଚୁରିଆନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ କ୍ରିକେଟ ଟେଷ୍ଟ ଜିତିବା ପରେ ଟିମ ଇଣ୍ଡିଆର ମନୋବଳ ଉଚ୍ଚରେ ରହିଛି । ଜୋହାନ୍ସବର୍ଗରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପୂର୍ବରୁ କୋଚ ରାହୁଲ ଦ୍ର୍ରାବିିଡ ପ୍ରେସ ମିଟରେ ଯୋଗ ଦେଇଥିଲେ । ତେବେ କୋହଲି କାହିଁକି ଯୋଗ ଦେଇ ନ…

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ବର : ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ । ୧୦ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କ ବିଭାଗ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । କୃଷି ଉତ୍ପାଦନ କମିଶନର ଥିବା ରାଜ କୁମାର ଶର୍ମାଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଅତିରିକ୍ତ…

ଆସନ୍ତାକାଲିଠୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ବର : ଆସନ୍ତାକାଲିଠୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା । ଏଥିପାଇଁ ଜୋରସୋରରେ ଚାଲିଛି ପଞ୍ଜୀକରଣ । ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ । କୋଓ୍ବିନ ପୋର୍ଟାଲରେ ଟିକା ନେବାକୁ ଆବେଦନ କରାଯାଉଛି ।…