Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶାରୁ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରୁ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଛି ଆଇଏଲଏସ୍ । ସଂପୃକ୍ତ ବ୍ୟକ୍ତିଙ୍କର ଜିନୋମ୍ ସିକ୍ୱେନ୍ସିଂ ହୋଇଥିଲା । ଏହାପରେ ତାଙ୍କ ପାଖରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ସେ ୟୁଏଇରୁ ଫେରିଥିଲେ । ଏହାକୁ ମିଶାଇ…

ଆଜି ମନ୍ତ୍ରୀ ପରିଷଦ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ, ଏସବୁ ମୁଦ୍ଦା ଉପରେ ଆଲୋଚନା

ନୂଆଦିଲ୍ଲୀ: ଆଜି କେନ୍ଦ୍ର ମନ୍ତ୍ରୀ ପରିଷଦ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ବସୁଛି । ଅପରାହ୍ଣ ୪ଟାରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି । ବୈଠକରେ ସମସ୍ତ ମନ୍ତ୍ରୀ ଉପସ୍ଥିତ ରହିବେ । ଓମିକ୍ରନ୍ ଆତଙ୍କ ଭିତରେ ମନ୍ତ୍ରୀ ପରିଷଦ ବୈଠକ ବେଶ ଗୁରୁତ୍ୱ ବହନ କରୁଛି । ଦେଶରେ…

ଦିଲ୍ଲୀରେ ଫୁଲ ସ୍ପିଡରେ ବଢୁଛି କରୋନା କେସ୍

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଫୁଲ ସ୍ପିଡରେ ମାଡୁଛି କରୋନା । ଓମିକ୍ରନ୍ କେସ୍ ଚିହ୍ନଟ ପରେ ସଂକ୍ରମଣ ଆଉଟ୍ ଅଫ୍ କଣ୍ଟ୍ରୋଲ ଆଡକୁ ଯାଉଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରୁ ଚିହ୍ନଟ ହୋଇଛନ୍ତି ୪୯୬ ନୂଆ ଆକ୍ରାନ୍ତ । ବହୁ ମାସ ପରେ ଏତେ ସଂଖ୍ୟକ ପଜିଟିଭ୍ ବାହାରିଛନ୍ତି । ଗତକାଲି ଦିଲ୍ଲୀରୁ ୩୩୧…

ଆଉ ଦୁଇ ଦିନ ବର୍ଷା, ନୂଆବର୍ଷରୁ ବଢ଼ିବ ଶୀତ

ଭୁବନେଶ୍ୱର: ପୁଣି ବଢ଼ିବ ଶୀତ । ଆସନ୍ତା ନୂଆବର୍ଷରୁ ରାଜ୍ୟରେ ଶୀତ ବଢ଼ିବ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଦୁଇଦିନ ଯାଏଁ ଲାଗି ରହିବ ବର୍ଷା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ହୋଇଛି । ବିଶେଷ କରି ଆଜି ସୁନ୍ଦରଗଡ଼,…

ମୁମ୍ବାଇରେ କରୋନାର ଲମ୍ବା ଡିଆଁ, ଦିନକରେ ସଂକ୍ରମଣ ୭୦% ବୃଦ୍ଧି

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ବଢୁଛି କରୋନା କେସ୍ । ଦୈନିକ ସଂକ୍ରମଣରେ ଅଚାନକ ବୃଦ୍ଧି ହେଉଛି । ଓମିକ୍ରନ୍ କେସ୍ ଚିହ୍ନଟ ପରେ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ୨୧ଶହ ୭୨ ସଂକ୍ରମିତ ବାହାରିଛନ୍ତି । ଏଥିରୁ କେବଳ ମୁମ୍ବାଇରୁ ଚିହ୍ନଟ…

ଆଇଏସଏଲ: ହାଇଦ୍ରାବାଦ ନିକଟରୁ ଓଡିଶା ଏଫସିର ଶୋଚନୀୟ ପରାଜୟ

ଭୁବନେଶ୍ୱର: ଗୋଆର ବାମ୍ବୋଲିମ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଆଇଏସଏଲର ଏକ ମୁକାବିଲାରେ ହାଇଦ୍ରାବାଦ ୬-୧ ଗୋଲରେ ଶୋଚନୀୟ ଭାବେ ଓଡିଶା ଏଫସିକୁ ପରାସ୍ତ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ଓଡିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ବିଜୟୀ ଦଳ ପକ୍ଷରୁ ବାର୍ଥେଲୋମିଓ ଓଗାବେଚ ୨ଟି ଗୋଲ…

ଦକ୍ଷିଣ ଆଫ୍ରିକା ୧୯୭ରେ ଅଲଆଉଟ, ସାମିଙ୍କୁ ୫ ୱିକେଟ

ସେଂଚୁରିଆନ: ମହମ୍ମଦ ସାମିଙ୍କ ଚମତ୍କାର ବୋଲିଂ ଯୋଗୁ ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟର ୩ୟ ଦିବସରେ ଭାରତ ୧୯୭ ରନରେ ଦକ୍ଷିଣ ଆଫ୍ରିକାକୁ ଅଲଆଉଟ କରିଛି । ଏଥିସହ ଟିମ ଇଣ୍ଡିଆ ୧୩୦ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରନେଇଛି । ସାମି ୫ଟି ୱିକେଟ ଅକ୍ତିଆର କରିଥିଲେ । ସେ କପିଳ…

ଦୁର୍ଘଟଣାରେ ବଚପନ କା ପ୍ୟାର ଫେମ ଗାୟକ ସହଦେବ ଗୁରୁତର

ମୁମ୍ବାଇ: ବଚପନ ପେମ ଗାୟକ ସହଦେବ ଦିରଦୋ ଏକ ସଡକ ଦୁର୍ଘଟଣାରେ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଜୋରରେ ଆଘାତ ଲାଗିଛି ଏବଂ ସେ ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି । ପ୍ରାଥମିକ ଉପଚାର ପରେ ତାଙ୍କୁ ଜଗଦଲପୁରର ଡିମରାପାଲ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ପଠାଯାଇଛି ।…

ମୋ ସରକାର ସରକାରୀ କର୍ମଚାରୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଛି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୋ ସରକାର ସମୀକ୍ଷା । କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ । ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ କ୍ରମାଗତ ଭାବରେ ପରିବତ୍ତନ କରିବାକୁ ହେବ । ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ମୋ ସରକାର…

ଇଂଲିଶ ପ୍ରିମିୟର ଲିଗରେ କରୋନା ବିସ୍ଫୋଟ

ଲଣ୍ଡନ: ଇଂଲିଶ ପ୍ରିମିୟର ଲିଗ ଫୁଟବଲ ଟୁର୍ଣ୍ଣାମେଂଟରେ ଦର୍ଶକଙ୍କ ଉପରେ କଟକଣା ନ ଲଗାଇବା ମହଙ୍ଗା ସାବ୍ୟସ୍ତ ହୋଇଛି । ପ୍ରାରମ୍ଭିକ ରିପୋର୍ଟରେ ଖେଳାଳି, ସପୋର୍ଟିଂ ଷ୍ଟାଫଙ୍କ ସମେତ ୧୦୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏହା ସତ୍ୱେ ଏବେ ବି ଦର୍ଶକଙ୍କ ଏଂଟ୍ରି ଉପରେ କଟକଣା ଲଗାଯାଇ…