Latest Odisha News

BREAKING NEWS

Browsing Category

ଫିଚର

ଡ୍ରଗ୍ସ କେସରେ ଫସିଲେ ଅକାଳୀ ନେତା ବିକ୍ରମ ମାଜିଥିଆ, ମାମଲା ରୁଜୁ

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଡ୍ରଗ୍ସ କାରୋବାର କରିବା ଅଭିଯୋଗରେ ଅକାଳୀ ଦଳର ନେତା ବିକ୍ରମ ମାଜିଥିଆ ଫସିଛନ୍ତି । ଏହା ଅକାଳୀକୁ ବ୍ୟାକଫୁଟକୁ ଠେଲି ଦେଇଛି । ତାଙ୍କ ନାମରେ ମଙ୍ଗଳବାର ୧୯୮୫ ଧାରା ୨୫, ୨୭ଏ ଓ ୨୯ ଅନୁଯାୟୀ ଏଫଆଇଆର ରୁଜୁ କରାଯାଇଛି ।…

ସଂସଦରେ ପଂହଚିଲା କରୋନା

ନୂଆଦିଲ୍ଲୀ: ଓମିକ୍ରନ ବିପଦ ମଧ୍ୟରେ ମଙ୍ଗଳବାର ସଂସଦରେ ପଂହଚିଛି କରୋନା । କଡା ସୁରକ୍ଷା ଏବଂ ଟେଷ୍ଟ ସତ୍ୱେ ବିଏସପି ଏମପି କୁଂଓର ଦାନିଶ ଅଲୀ କରୋନା ସଂକ୍ରମିତ ହେବା ପରେ ଚିନ୍ତା ବଢ଼ିଛି । ଦାନିଶ ଟୁଇଟ କରି ଏ ସମ୍ପର୍କରେ ଜଣାଇଛନ୍ତି । ସେ ଏବେ ଏକାନ୍ତବାସରେ ରହିଛନ୍ତି । ସୋମବାର…

ହାପି ବର୍ଥ ଡ଼େ’ ଛୋଟେ ମିଆଁ ଗୋବିନ୍ଦା.. .

ମୁମ୍ବାଇ: ମଲ୍ଟି ଟ୍ୟାଲେଣ୍ଟେଡ଼ ଷ୍ଟାର ଗୋବିନ୍ଦା । ଏହି ନାଁ ଆଜିବି ଲୋକଙ୍କ ହୃଦରେ ରାଜ୍ କରୁଛି । ୯୦ଦଶକରେ ସେ ଏପରି ଅନେକ ଫିଲ୍ମ କରିଛନ୍ତି ଯାହା ଆଜିବି ତାଙ୍କ ଫ୍ୟାନ୍ସ ଦେଖିଲା ମାତ୍ରେ ନହସି ରହିପାରନ୍ତି ନାହିଁ । ସେହି ସମୟରେ ଗୋବିନ୍ଦା ଯେଉଁ ଫିଲ୍ମରେ ଅଭିନୟ କରୁଥିଲେ ତାହା ବକ୍ସ…

ଓଡ଼ିଶାରୁ ଓମିକ୍ରନ୍ ଚିହ୍ନଟ ପରେ ତତ୍ପରତା, ସ୍ୱାସ୍ଥ୍ୟ ବିଭାଗ ଡାକିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଓଡିଶାରୁ ଦୁଇ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ତତ୍ପରତା । ଜଣଙ୍କର ଘର ଜଗତସିଂହପୁର ହୋଇଥିବା ବେଳେ ସେ କଟକରେ ଟ୍ରିଟମେଣ୍ଟ ହେଉଛନ୍ତି । ଅନ୍ୟ ଜଣଙ୍କ ଘର ଖୋର୍ଦ୍ଧାରେ ବୋଲି ଜଣାପଡିଛି । ଦୁଇ ଜଣ ଯାକ ପୁରୁଷ । ଜଣଙ୍କର ବୟସ ୪୧ ଓ ଆଉ ଜଣଙ୍କର ବୟସ ୪୩ ବର୍ଷ । ଜଣେ…

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀ ଗିରଫ

ଢେଙ୍କାନାଳ: ପୁଣି ରାଜ୍ୟରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ୨ ଜଣ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଢେଙ୍କାନାଳ ଜିଲ୍ଲା ଘାଟିପିରି ଗାଁ ରାସ୍ତାରେ ଡିଲ୍ ବେଳେ ଧରିଲା ଏସଟିଏଫ୍ । ଅଭିଯୁକ୍ତଙ୍କ ପାଖରୁ ଜବତ ହୋଇଛି ୧କିଲୋ ୯୦ ଗ୍ରାମ୍ ବ୍ରାଉନସୁଗର । ଯାହାର…

ଭାରତରେ ୨୦୦ ଛୁଇଁଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହେଲେଣି ୭୭

ନୂଆଦିଲ୍ଲୀ: ଭାରତରେ ମାଡୁଛି ଓମିକ୍ରନ୍ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଆଜି ଦୁଇ ଶହ ପାର କରିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୧୨ ରାଜ୍ୟରୁ ଚିହ୍ନଟ ହୋଇଛି ନୂଆ ଭାରିଆଣ୍ଟ । ଦିଲ୍ଲୀରେ ଦ୍ରୁତ ବଢୁଛି ଓମିକ୍ରନ୍…

ତପସ୍ୱିନୀଙ୍କ ଶ୍ୱଶୁର ଘର ଓ ଆଖପାଖ ଅଞ୍ଚଳରେ ଲାଗିଲା ୧୪୪ ଧାରା

ବ୍ରହ୍ମପୁର: ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦ ନେଉଛି ନୂଆ ମୋଡ଼ । ପ୍ରତିଦିନ ନୂଆ ନୂଆ ଘଟଣା ସାମନାକୁ ଆସୁଛି । ଗତକାଲି ତପସ୍ୱିନୀଙ୍କ ସପକ୍ଷରେ ବ୍ରହ୍ମପୁରର ଶହ ଶହ ମହିଳା ସୁମିତଙ୍କ ଘର ମୁଖ୍ୟ ଗେଟ୍‌ ଭାଙ୍ଗି ଦେଇଥିଲେ । ଆଜି ପୋଲିସ ପକ୍ଷରୁ ସୁମିତଙ୍କ ଘରେ…

ଓଡ଼ିଶାରେ ପଶିଲା ଓମିକ୍ରନ, ୨ ଜଣ ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ ପଶିଲା ଓମିକ୍ରନ୍ । ଚିହ୍ନଟ ହେଲା ପ୍ରଥମ ଓମିକ୍ରନ ଆକ୍ରାନ୍ତ । ୨ ଜଣ ବିଦେଶ ଫେରନ୍ତା ଓମିକ୍ରନ ସଂକ୍ରମିତ ହୋଇଛନ୍ତି । ଜିନୋମ୍ ସିକ୍ୱେନ୍ସିଂରୁ ସେମାନେ ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣା ପଡିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଅନ୍ୟ ଜଣେ…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୪୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ରାଜ୍ୟରୁ ଆଉ ଜଣେ କୋଭିଡ଼ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲାରୁ । ଖୋର୍ଦ୍ଧା ଜିଲ୍ଲାରୁ ୭୧ବର୍ଷୀୟ…

ରାସନ୍ କାର୍ଡ ହିତାଧିକାରୀଙ୍କୁ ମିଳିବ ହଜାରେ ଟଙ୍କା କୋଭିଡ୍ ସହାୟତା

ଭୁବନେଶ୍ୱର: ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପଞ୍ଚାୟତ ନିର୍ବାଚନ ପୂର୍ବରୁ ମିଳିବ କୋଭିଡ୍ ସହାୟତା । ଏଣିକି ପ୍ରତ୍ୟେକ ରାସନକାର୍ଡଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ହଜାରେ ଟଙ୍କା । ୩୦ ଜିଲ୍ଲାର ୩କୋଟି ୫୦ ଲକ୍ଷ କାର୍ଡଧାରୀ ଏହି ସୁବିଧା…