Latest Odisha News

BREAKING NEWS

Browsing Category

ଫିଚର

ଦାରିଙ୍ଗିବାଡ଼ିରେ ବାଘୁଆ ଶୀତ: ୩.୫ ଡିଗ୍ରୀ ସେଲସିୟସକୁ ଖସିଲା ପାରଦ

ଦାରିଙ୍ଗିବାଡ଼ି: ଶୀତରେ ଥରୁଛି ସାରା ଓଡ଼ିଶା । ଅସମ୍ଭାଳ ଶୀତ । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ବାଘୁଆ ଶୀତ । ତଳକୁ ତଳକୁ ଖସୁଛି ପାରଦ । ଆଜି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି ଦାରିଙ୍ଗିବାଡି । ସେଠାରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ୍ ରେକର୍ଡ…

ଗତ ୨୪ଘଣ୍ଟା ଭିତରେ ୧୪୬ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୪୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୮୬ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୬୦କେସ୍ ରହିଛି । ଏଥିମଧ୍ୟରୁ ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୫ଜଣ କୋଭିଡ଼ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ…

ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ଅସହ୍ୟ ହେଲାଣି ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଆଭ୍ୟନ୍ତରୀଣ ଅଞ୍ଚଳ ସବୁଠି କୋହଲା ପବନ । ଆସନ୍ତା ୨ରୁ ୩ ଦିନ ଯାଏଁ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହି ସମୟରେ ରାଜ୍ୟର କିଛି ଜିଲ୍ଲାରେ ରାତି ତାପମାତ୍ରା ୪ରୁ ୬ ଡ଼ିଗ୍ରୀ ତଳେ…

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ସନ୍ଧ୍ୟା ୫ଟା ୩୦ରେ ଭର୍ଚୁଆଲ ପ୍ଲାଟଫର୍ମରେ ଏହି ବୈଠକ ବସିବ । ଆଗକୁ ପଞ୍ଚାୟତ ନିର୍ବାଚନ ଅଛି । ଏଥିପାଇଁ ଆଜିର କ୍ୟାବିନେଟ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ…

ମାର୍ଚ୍ଚରେ ଦ୍ବାଦଶ ବୋର୍ଡ ପରୀକ୍ଷା

ଭୁବନେଶ୍ବର : ଆସନ୍ତା ବର୍ଷ ମାର୍ଚ୍ଚରେ ହୋଇପାରେ ଦ୍ବାଦଶ ବୋର୍ଡ ପରୀକ୍ଷା । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଏଥିପାଇଁ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଚିଠି…

ଚର୍ଚ୍ଚାରେ ଦୁଇ ସମଲିଙ୍ଗୀ ଯୁବକଙ୍କ ବିବାହ

ହାଇଦ୍ରାବାଦ: ହାଇଦ୍ରାବାଦରେ ଦୁଇ ସମଲିଙ୍ଗୀ ଯୁବକଙ୍କ ବିବାହ ଏବେ ଚର୍ଚ୍ଚାର କାରଣ ସାଜିଛି । ଏହି ଦୁଇଜଣ ହେଲେ ଅଭୟ ଡାଙ୍ଗେ (୩୪) ଓ ସୁପ୍ରିୟୋ ଚକ୍ରବର୍ତି (୩୧) । ୮ ବର୍ଷ ପରସ୍ପରକୁ ଭଲ ପାଇବା ପରେ ଉଭୟ ଏବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ପରସ୍ପରକୁ ମୁଦି ପିନ୍ଧାଇବା ସହ…

ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଧାନକିଣା ସ୍ଥିତି ସମୀକ୍ଷା

ଭୁବନେଶ୍ବର : ଚାଷୀଙ୍କ ସୁବିଧା ପାଇଁ ଅଧିକରୁ ଅଧିକ ସଂଖ୍ୟକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଆର୍.ଏମ୍.ସି. ଏବଂ କୃଷି ବିପଣୀ ସଂସ୍ଥାଙ୍କୁ ନିୟୋଜିତ କରାଯିବ । ଏନେଇ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ସମବାୟ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଭିଡିଓ…

ବାଇକ ଓ ଟାଟା ଏସି ମୁହାଁମୁହିଁ ଧକ୍କା, ୨ ମୃତ

ସୋନପୁର : ବାଇକ ଓ ଟାଟା ଏସି ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ସୁବର୍ଣ୍ଣପୁର-ବୀରମହାରାଜପୁର ରାସ୍ତାର ମହଦା ନିକଟରେ ଘଟିଛି ଦୁର୍ଘଟଣା । ଆଜି ସଂଧ୍ୟାରେ ବୀରମହାରାଜପୁର ପଟୁ ଏକ ଟାଟା ଏସି ଟାଇଲ ଓ ପାଇପ ନେଇ ଆସୁଥିବା ବେଳେ…

ପାକିସ୍ତାନୀ ସ୍ପିନର ୟାସିରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଜଣେ ନାବାଳିକା

ଲାହୋର: ପାକିସ୍ତାନର ସିନିୟର ଲେଗ ସ୍ପିନର ୟାସିର ଶାହଙ୍କ ବିରୋଧରେ ଜଣେ ୧୪ ବର୍ଷୀୟା ନାବାଳିକା ଦୁଷ୍କର୍ମ ଅଭିଯୋଗ ଆଣିଛି । ଇସଲାମବାଦରେ ୟାସିର ଏବଂ ତାଙ୍କ ସାଙ୍ଗ ଫରହାନଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ଫରହାନ ବନ୍ଧୁକ ମୁଣ୍ଡରେ ଲଗାଇ ମୋ ସହିତ ଦୁଷ୍କର୍ମ କରିବା ସହ ଭିଡିଓ ମଧ୍ୟ…

[ଭିଡ଼ିଓ]ଦମକଳ ଗାଡ଼ିରେ ସାନ୍ତାକ୍ଲଜ, କୋଭିଡ଼ ସଂକ୍ରମିତଙ୍କୁ ବାଣ୍ଟିଲେ ଉପହାର

ଲିମା: ଖ୍ରୀଷ୍ଟମାସ ପର୍ବ ଆସିବାକୁ ଆଉ କିଛି ଦିନ ରହିଲା । ଏହି ଦିନରେ ଅନ୍ୟକୁ ଖୁସି ବାଣ୍ଟିବା ପାଇଁ ଅନେକ କିଛି ନୂଆ ନୂଆ ଯୋଜନା କରିଥାନ୍ତି । ଆଉ କୁନି କୁନି ପିଲାମାନେ ଏହି ଦିନରେ ସାନ୍ତା କ୍ଲଜଙ୍କଠାରୁ ମିଳିବାକୁ ଥିବା ଗିଫ୍ଟ ବିଷୟରେ ଭାବି ଭାବି ବହୁତ ଖୁସି ହୋଇଥାନ୍ତି । ହେଲେ…