Latest Odisha News

BREAKING NEWS

Browsing Category

ଫିଚର

୩୨୫ ଗ୍ରାମ ବ୍ରାଉନ ସୁଗାର ଜବତ ,ଜଣେ ଗିରଫ

ପିପିଲି : ପୋଲିସ ହାତରେ ଧରାପଡିଲା ବ୍ରାଉନ ସୁଗାର ବ୍ୟବସାୟୀ । ପିପିଲି କାକୁଡିଆ ଛକରୁ ୩୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଅବିନାସ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ବ୍ରାଉନସୁଗାର ବିକ୍ରି କରୁଥିବା ସମୟରେ ଅବକାରୀ ଫ୍ଲାଇଙ୍ଗ ସ୍କାର୍ଡ ବିଶେଷ ସୁତ୍ରରୁ ଖବର ପାଇ ଚଢାଉ କରିଥିଲେ ।…

ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବେ ବିଜେଡିର ଛାତ୍ର ଓ ଯୁବନେତା

ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ବିଜେଡିର ରଣନୀତି । ଘରେ ପହଁଞ୍ଚିବ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ।ଏହାକୁ ଲୋକଙ୍କ ପହଞ୍ଚାଇବ ବଜେଡି ଯୁବଛାତ୍ର ସଂଗଠନର କର୍ମକର୍ତ୍ତା । ଏନେଇ ରାଜଧାନୀ ଭୁବନେଶ୍ୱର ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ନେତୃତ୍ୱ…

ବିବାଦୀୟ ମନ୍ତବ୍ୟ ନେଇ କ୍ଷମା ମାଗିଲେ କଂଗ୍ରେସ ବିଧାୟକ ରମେଶ କୁମାର

ବାଙ୍ଗାଲୋର: କର୍ଣ୍ଣାଟକ ବିଧାନସଭାରେ ଦୁଷ୍କର୍ମଜନିତ ବିବାଦୀୟ ମନ୍ତବ୍ୟ ନେଇ କ୍ଷମା ମାଗିଛନ୍ତି କଂଗ୍ରେସ ବିଧାୟକ କେଆର ରମେଶ କୁମାର । ବିଧାନସଭାରେ ମୁଁ କୌଣସି ଉଦ୍ଦେଶ୍ୟ ନ ଥାଇ ଏ ଭଳି ମନ୍ତବ୍ୟ ଦେଇଛି । ଆଗକୁ ଏଥିପ୍ରତି ଯତ୍ନବାନ ହେବି । ଦୁଷ୍କର୍ମ ବେଳେ ଖସିବାର ଯଦି କୌଣସି ଉପାୟ ରହି…

ବିଶ୍ୱ ଚାମ୍ପିୟନ୍ସ ଟ୍ରଫି ବ୍ୟାଡମିଂଟନ: ସେମିରେ ଶ୍ରୀକାନ୍ତ, ସିନ୍ଧୁ ବିଦା

ନୂଆଦିଲ୍ଲୀ: ବିଡବ୍ଲ୍ୟୁଏଫ ବିଶ୍ୱ ଚାମ୍ପିୟନଶିପରେ କମାଲ କରିଛନ୍ତି ଭାରତର ଷ୍ଟାର ଖେଳାଳି କିଦାମ୍ବି ଶ୍ରୀକାନ୍ତ । କ୍ୱାର୍ଟର ଫାଇନାଲରେ ଶ୍ରୀକାନ୍ତ ନେଦରଲାଣ୍ଡର ମାର୍କ କ୍ୟାଲଜାଉଙ୍କୁ ୨୧-୮ ଓ ୨୧-୭ରେ ପଂଏଟରେ ପରାସ୍ତ କରିଥିଲେ । ମ୍ୟାଚରେ ବିଜୟ ହାସଲ ପାଇଁ ସେ ମାତ୍ର ୨୬ ମିନିଟ ସମୟ…

ପାକିସ୍ତାନକୁ ହରାଇ କ୍ରିକେଟର ମଧୁର ପ୍ରତିଶୋଧ ନେଲା ଭାରତ

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ଶୁକ୍ରବାର ତୀବ୍ର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୧ ଗୋଲରେ ପରାସ୍ତ କରିଛି । ଏଥିସହ ଭାରତ ଟି୨୦ ବିଶ୍ୱକପ କ୍ରିକେଟ ପରାଜୟର ମଧୁର ପ୍ରତିଶୋଧ ନେଇପାରିଛି । ବିଜୟ ସହ ଭାରତ ଏକ ପ୍ରକାର ସେମିଫାଇନାଲ ପ୍ରବେଶ ନିଶ୍ଚିତ କରିଛି ।…

ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ମିଳିବ ଘର

କଟକ : ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ମିଳିବ ବାସଗୃହ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ବିଭାଗ ବା ହାଉସିଂ ବୋର୍ଡ ପକ୍ଷରୁ କଟକ ନୂଆ ବଜାର ବିଦ୍ୟାଧର ପୁରଠାରେ ଏହି ଯୋଜନା ଉଦଘାଟିତ ହୋଇଯାଇଛି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା…

ବାରଣାସୀରେ ଅଲ ଇଣ୍ଡିଆ ମେୟର୍ସ କନଫରେନ୍ସ ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲ ଇଣ୍ଡିଆ ମେୟର୍ସ କନଫରେନ୍ସ ଉଦଘାଟନ କରିଛନ୍ତି । ଭିଡିଓ କନଫରେନ୍ସ ମାଧ୍ୟମରେ ନରେନ୍ଦ୍ର ମୋଦି ଏହି କନ୍ଫରେନ୍ସ କୁ ଉଦଘାଟନ କରିଛନ୍ତି । ବିଭିନ୍ନ ରାଜ୍ୟର ୧୨୦ଜଣ ମେୟର୍ସ ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିଛନ୍ତି । ଏହି ମେୟର କନଫରେନ୍ସର…

ହାପି ବର୍ଥ ଡେ’ ଜନ୍

ମୁମ୍ବାଇ : ଆଜି ବଲିଉଡ ହ୍ୟାଣ୍ଡସମ୍ ହଙ୍କ ଜନ୍ ଆବ୍ରାହିମଙ୍କ ବର୍ଥ ଡେ । ୪୮ ବର୍ଷ ବୟସରେ ପାଦ ଥାପିଛନ୍ତି ଜନ୍ । ଏନେଇ ଆଜି ଜନଙ୍କ ପାଖକୁ ବଲିଉଡ୍ ଜଗତରୁ ଶୁଭେଚ୍ଛାର ସୁଅ ଛୁଟିଛି ।ଅନ୍ୟପଟେ ଆଜି ଜନଙ୍କ ବର୍ଥ ଡେ ହୋଇଥିବାରୁ ତାଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଅଫିସ୍ ଫ୍ରଣ୍ଟରେ ପ୍ୟାନଙ୍କ…

[ଭିଡିଓ] କନଫେରେନ୍ସରେ ପାକିସ୍ତାନୀ ସାମ୍ବାଦିକ ଓ ତାଲିବାନୀ ଆତଙ୍କବାଦୀର ମଧୁଚନ୍ଦ୍ରିକା

ଭୁବନେଶ୍ୱର: ଆଫଗାନିସ୍ତାନରେ ତାଲିବାନର କବ୍‌ଜାକୁ ନେଇ ପାକିସ୍ତାନର ପରୋକ୍ଷ ସମର୍ଥନ ରହିଛି । ହେଲେ ବିଶ୍ୱ ଦରବାରରେ କିନ୍ତୁ ପାକିସ୍ତାନ ଦେଖାଇଥିଲା କୁମ୍ଭୀର କାନ୍ଦଣା । ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ତାଲିବାନର ପ୍ରବକ୍ତା ତଥା…

ଜାପାନର ଏକ କୋଠାରେ ନିଆଁ ଲାଗି ୨୭ଜଣଙ୍କ ମୃତ୍ୟୁ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ଟୋକିଓ: ଜାପାନ ଓସାକାରେ ଏକ କୋଠାରେ ଅଗ୍ନିକାଣ୍ଡ ଘଟି ୨୭ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଅଗ୍ନିଶମ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ଓସାକା ସହରର ଅଗ୍ନିଶମ ବିଭାଗର ଅଧିକାରୀ ଆକିରା କିଶିମୋଟୋ କହିଛନ୍ତି, କିଟାସିଞ୍ଚିର ଏକ ସପିଂ ଏବଂ ମନୋରଞ୍ଜନ ଅଞ୍ଚଳରେ ଏକ ଆଠ ମହଲା କୋଠାର ଚତୁର୍ଥ…