Latest Odisha News

BREAKING NEWS

Browsing Category

ଫିଚର

ବିଡବ୍ଲ୍ୟୁଏଫ ଆଥଲେଟ୍ସ କମିଶନ ସଦସ୍ୟ ହେଲେ ସିନ୍ଧୁ

ନୂଆଦିଲ୍ଲୀ: ୨ ଥର ଅଲିମ୍ପିକ ପଦକ ଜିତିଥିବା ଭାରତର ପିଭି ସିନ୍ଧୁଙ୍କୁ ବ୍ୟାଡମିଂଟନ ୱାର୍ଲ୍ଡ ଫେଡେରେଶନ ଆଥଲେଟ କମିଶନ ସଦସ୍ୟ ଭାବେ ଚୟନ କରିଛି । ୨୬ ବର୍ଷୀୟା ସିନ୍ଧୁ ଅନ୍ୟ ୫ଜଣ ସଦସ୍ୟଙ୍କ ସହ ୨୦୨୫ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ । ଏହାର ଅନ୍ୟ ସଦସ୍ୟମାନେ ହେଲେ ଆଇରିଶ ୱାଙ୍ଗ…

ନାଡାଲ କରୋନା ସଂକ୍ରମିତ

ମାଡ୍ରିଡ: ବିଶ୍ୱର ମହାନ ଟେନିସ ଖେଳାଳି ସ୍ପେନର ରାଫେଲ ନାଡାଲ କରୋନା ସଂକ୍ରମିତ ହୋଇଛନ୍ତି । ୩୫ ବର୍ଷୀୟ ନାଡାଲ ସୋସିଆଲ ସାଇଟରେ ଏ ନେଇ ସୂଚନା ଦେଇଛନ୍ତି । ଆବୁଧାବିରୁ ସ୍ପେନ ଫେରୁଥିବା ସମୟରେ କରାଯାଇଥିବା ପିସିଆର ଟେଷ୍ଟରେ ରିପୋର୍ଟ ପଜିଟିଭ ଆସିଥିଲା । ଏବେ ମୁଁ ଘରେ ଆଇସୋଲେସନରେ…

ସୁନ୍ଦରଗଡ଼ ପଟବ ଗାଁରେ ଖୋଲିଲା ଜିଲ୍ଲାର ଦ୍ବିତୀୟ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର

ସୁନ୍ଦରଗଡ଼ : ରାଜଗାଙ୍ଗପୁର ପରେ ପଟବ ଗ୍ରାମରେ ଖୋଲିଲା ଜିଲ୍ଲାର ଦ୍ବିତୀୟ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର । ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ନୂଆଗାଁ ବ୍ଲକ ଅନ୍ତର୍ଗତ ପଟବ ଗାଁରେ ଏହି ଟିଫିନ୍ ସେଣ୍ଟର ଖୋଲାଯାଇଛି । ଏହି ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟରର…

ବିଶ୍ବରେ ଜାରି ରହିଛି କୋଭିଡ ଓ ଓମିକ୍ରନ ତାଣ୍ଡବ

ନୂଆଦିଲ୍ଲୀ : ସାରା ବିଶ୍ବକୁ ଧିରେ ଧିରେ କାବୁ କରିବାକୁ ବସିଲାଣି ନୂଆ ଭାରିଆଣ୍ଟ ଓମିକ୍ରନ । ଭାଇରସର ମୁକାବିଲା କରିବା ଲାଗି ଅଧିକାଂଶ ଦେଶ ଆରମ୍ଭ କଲେଣି ମାଷ୍ଟର ପ୍ଲାନ୍ । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ହ୍ବାଇଟ୍ ହାଉସର ସର୍ବୋଚ୍ଚ…

ଆସିଲା ଚିତ୍ତରଞ୍ଜନ ମୃତ୍ୟୁ ମାମଲାର ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ

ପୁରୀ : ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ମୃତ୍ୟୁ ମାମଲାର ଆସିଲା ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ । ଏହି ପୋଷ୍ଟମର୍ଟମ ରିପୋର୍ଟକୁ ପୁରୀ ସଦର ଥାନାକୁ ଦିଆଯାଇଛି । ରିପୋର୍ଟରେ ପାଣିରେ ବୁଡି ଚିତ୍ତରଞ୍ଜନଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ତେବେ ଏହାକୁ ଦୃଢୀଭୂତ କରିବା ପାଇଁ ରାଜ୍ୟ…

ଆହୁରି ଥରିବ ଓଡ଼ିଶା, ଆହୁରି ୨ରୁ ୩ ଦିନ ଶୀତରୁ ମିଳିବନି ତ୍ରାହୀ

ଭୁବନେଶ୍ବର : ଆହୁରି ଥରିବ ଓଡ଼ିଶା । ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ଜାଡ଼ ଶୀତରୁ ମିଳିବ ନାହିଁ ନିସ୍ତାର । ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା । ରାଜ୍ୟରେ ଅତ୍ୟଧିକ ଶୀତ ପାଇଁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ଆସନ୍ତା ୨୪…

ଆବାସ ଯୋଜନାରେ ଘର ଦେବାନେଇ ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ପିଏମ୍ ଆବାସ ଯୋଜନା ନେଇ ଆଜି ବିଜୁ ଜନତା ଦଳର ସାଂସଦ ମାନେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ ଙ୍କୁ ଭେଟିଛନ୍ତି । ନୂଆଦିଲ୍ଲୀର କୃଷି ଭବନ ଠାରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଏକ ଘଣ୍ଟିଆ ବୈଠକ କରିଥିଲେ ବିଜେଡି ସାଂସଦ ମାନେ । ଗିରିରାଜଙ୍କ ସହ ପ୍ରଧାନମନ୍ତ୍ରୀ…

ଉତରାଖଣ୍ଡର ବ୍ରାଣ୍ଡ ଆମ୍ବାସଡର ହେଲେ ପନ୍ତ

ଡେରାଡୁନ: ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଉତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ତାଙ୍କ ସହ ଆଲୋଚନା କରିବା ପରେ ସେ ଏହି ଘୋଷଣା କରିଛନ୍ତି । ଯୁବପିଢ଼ୀଙ୍କ ପାଇଁ ପ୍ରେରଣା ସାଜିଥିବା ଆମ…

ଆଧାର କାର୍ଡ ସହ ଭୋଟର ଆଇଡି ସଂଯୋଗୀକରଣ ବିଲ୍ ଲୋକସଭାରେ ପାରିତ

ଦିଲ୍ଲୀ : ଭୋରଟ କାର୍ଡ ସହ ଯୋଡିହେଲା ଆଧର କାର୍ଡ । ସୋମବାର ଲୋକସଭାରେ ପାରିତ ହେଲା ନିର୍ବାଚନ ଆଇନ ସଂଶୋଧନ ବିଲ୍ । ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ଦ୍ୱାରା ଉପସ୍ଥାପିତ ଆଧାରକାର୍ଡ ସହିତ ଭୋଟର ଆଇଡି ସଂଯୋଗୀକରଣ ବିଲ ଲୋକସଭାରେ ପାରିତ ହୋଇଛି । ଏଣିକି ଆଧରକାର୍ଡ ସହିତ ଭୋଟର ଆଇଡି କୁ…

ପିପିଲିରେ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀ ବିଜେଡିରେ ଯୋଗଦେଲେ

ପିପିଲି : ପିପିଲିରେ ବିଜେଡିର ମିଶ୍ରଣ ପର୍ବ । ପୁରୀ ଜିଲ୍ଲା ପିପିଲିରେ ବିଜେଡିର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଉପସ୍ଥିତିରେ ଏହି କର୍ମୀମାନେ ବିଜେଡିରେ ସାମିଲ…