Latest Odisha News

BREAKING NEWS

Browsing Category

ଫିଚର

କାଶୀରେ ଆଜି ମୋଦିଙ୍କ ପାଠଶାଳା: ବିଜେପି ଶାସିତ ୧୨ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରଣାସୀ ଗସ୍ତର ଆଜି ଦ୍ୱିତୀୟ ଦିନ । ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୧୨ ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ । ସେମାନଙ୍କ ରାଜ୍ୟରେ ହେଉଥିବା ବିକାଶମୂଳକ କାମର ହିସାବ…

‘ମିଶନ ଶକ୍ତି-ଲିଭିଂ ଲ୍ୟାବ୍’ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ୟୁନାଇଟେଡ ନେସନ୍ସ କ୍ୟାପିଟାଲ୍ ଡେଭଲପମେଣ୍ଟ ଫଣ୍ଡ (ୟୁଏନ୍‌ସିଡିଏଫ୍) ଜାତିସଂଘ ପୁଞ୍ଜିବିକାଶ ପାଣ୍ଠି ମଧ୍ୟରେ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି । ଏହାସହ ‘ମିଶନ ଶକ୍ତି-ଲିଭିଂ ଲ୍ୟାବ୍’ ପ୍ରକଳ୍ପର ଶୁଭାରମ୍ଭ ହୋଇଛି ।…

ଗାଈ ଖାଇଗଲା ସୁନା ଚେନ, ମାସେ କାଳ ଗୋବର ଉପରେ ନଜର ରଖିଲେ…..

ବାଙ୍ଗାଲୋର: ହିପାନହଲ୍ଲୀ ଅଂଚଳରେ ଏକ ମଜାଦାର ଘଟଣା ଘଟିଛି । ଶ୍ରୀକାନ୍ତ ହେଗଡେ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଗୋ ପୂଜା ହୋଇଥିଲା । ତାଙ୍କ ପତ୍ନୀ ଏବଂ ଅନ୍ୟମାନେ ଏଥିରେ ପୂଜାର୍ଚ୍ଚାନା କରିଥିଲେ । ଶ୍ରୀକାନ୍ତଙ୍କ ପତ୍ନୀଙ୍କ ୨୦ ଗ୍ରାମର ସୁନା ଚେନ ମିଳି ନ ଥିଲା । ଫୁଲ ଏବଂ ଅନ୍ୟ ଭୋଗ…

ସମ୍ କୋଭିଡ୍ ହସ୍ପିଟାଲର କରୋନା ଯୋଦ୍ଧା କମଳିନୀ ମଲ୍ଲିକ ସମ୍ବର୍ଦ୍ଧିତ

ଭୁବନେଶ୍ବର : କୋଭିଡ୍ ସଂକ୍ରମିତଙ୍କର ସେବା, ଯତ୍ନ ଓ ଚିକିତ୍ସା କରିବା ଦିଗରେ ନିଜକୁ ସଂପୂର୍ଣ୍ଣ ଉତ୍ସର୍ଗୀକୃତ କରିଥିବା ସମ୍ ହସ୍ପିଟାଲ୍‌ର ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟ କମଳିନୀ ମଲ୍ଲିକଙ୍କୁ ‘ଭାରତ ଗୌରବ ଶ୍ରୀ’ ସମ୍ମାନ ପ୍ରଦାନ କରାଯାଇଛି । ଉଲ୍ଲେଖନୀୟ ସମାଜ ସେବା ପାଇଁ ବିଶ୍ବ…

ସଶସ୍ତ୍ର ପୋଲିସ ବାହିନୀ ନେଇ ଯାଉଥିବା ବସ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର: ଜମ୍ମୁ କଶ୍ମୀରର ଶ୍ରୀନଗରରେ ଆଜି ଆତଙ୍କବାଦୀମାନେ ଏକ ସୁରକ୍ଷାକର୍ମୀଙ୍କ ବସ ଉପରେ ଆକ୍ରମଣ କରିଛନ୍ତି । ଜେୱାନରେ ହୋଇଥିବା ଏହି ଆକ୍ରମଣରେ ୧୩ଜଣ ଗୁରୁତର ଆହତ ହୋଇଛନ୍ତି । ୩ଜଣ ଶହୀଦ ହୋଇଥିବା ଖବର ପ୍ରକାଶ ପାଇଥିଲେ ମଧ୍ୟ ସରକାରୀସ୍ତରରେ ଏହାର ଘୋଷଣା କରାଯାଇ ନାହିଁ ।…

ଟେଷ୍ଟ ସିରିଜରୁ ଓହରିଲେ ରୋହିତ, ଚୂଡାନ୍ତ ଦଳରେ ପାଂଚାଲ ସାମିଲ !

ନୂଆଦିଲ୍ଲୀ: ଆଘାତ ସମସ୍ୟା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ବିପକ୍ଷ ଟେଷ୍ଟ କ୍ରିକେଟ ସିରିଜରୁ ଭାରତର ରୋହିତ ଶର୍ମା ଓହରି ଯାଇଛନ୍ତି । କ୍ରିକବିଜ ଏବଂ ଅନ୍ୟ କେତେକ ୱେବସାଇଟ ଅନୁସାରେ ତାଙ୍କ ସ୍ଥାନରେ ଏହି ୩ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଏ ଦଳର ଅଧିନାୟକ ପ୍ରିୟାଙ୍କ ପାଂଚାଲଙ୍କୁ…

ସ୍ଥଗିତ ରହିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ

କଟକ : ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ । ଆସନ୍ତାକାଲି ଏହି ପୁରସ୍କାର ପ୍ରଦାନ କରାଯିବାର ଥିଲା । କିନ୍ତୁ ଏହା ପୂର୍ବରୁ ପୁରସ୍କାର ପ୍ରଦାନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଚଳଚ୍ଚିତ୍ର ପୁରସ୍କାର ପାଇଁ ଚୟନ ପ୍ରକ୍ରିୟାକୁ…

ମସ୍କୋର ଏକ ସ୍କୁଲରେ ଆତ୍ମଘାତୀ ବିସ୍ଫୋରଣ: ୮ ଗୁରୁତର ଆହତ

ମସ୍କୋ: ମସ୍କୋଠାରୁ ୧୦୦ କିଲୋମିଟର ଦୂରରେ ଥିବା ଅର୍ଥଡକ୍ସ ସ୍କୁଲ ଅଫ ବେଡେନେସ୍କି ମେଂଟେସରୀରେ ଜଣେ ଛାତ୍ର ନିଜ ଦେହରେ ବୋମା ବାନ୍ଧି ବିସ୍ଫୋରଣ କରାଇଛି । ଏଥିରେ ଛାତ୍ରଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାରମ୍ଭିକ…

କ୍ଷୟକ୍ଷତି ଆକଳନ କରି ଦିଲ୍ଲୀ ଫେରିଗଲା କେନ୍ଦ୍ରୀୟ ଟିମ୍, କେନ୍ଦ୍ର ସରକାରଙ୍କୁ ଦେବ ରିପୋର୍ଟ

ଭୁବନେଶ୍ବର : ବାତ୍ୟା ଜୱାଦ ପ୍ରଭାବରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲା କେନ୍ଦ୍ରୀୟ ଟିମ୍ । ଗ୍ରାଉଣ୍ଡରେ ସରଜମିନ୍ ଅନୁଧ୍ୟାନ ପରେ ମୁଖ୍ୟ ଶାସନ ସଚିବ, ଏସଆରସି, କୃଷି ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା କରିଛି କେନ୍ଦ୍ରୀୟ ଟିମ୍ । ରାଜ୍ୟ ଅଧିକାରୀଙ୍କ ସହ ଆଲୋଚନା ପରେ ଦିଲ୍ଲୀ…

SMART ମିସାଇଲର ସଫଳ ପରୀକ୍ଷଣ

ଭୁବନେଶ୍ବର : ସଫଳତା ସହ ପରୀକ୍ଷଣ ହୋଇଛି ଦୂରଗାମୀ ସୁପରସୋନିକ ମିସାଇଲ ଆସିଷ୍ଟେଡ୍ ଟରପେଡୋ । ଧାମରା ସ୍ଥିତ ଅବଦୁଲ କଲାମ୍ ଦ୍ବୀପରେ ଥିବା ୪ ନମ୍ବର ଲଞ୍ଚପ୍ୟାଡରୁ ଉତକ୍ଷେପଣ ହୋଇଛି ଆଣ୍ଟି ସବ୍ ମେରାଇନ୍ ମିସାଇଲ । ସଫଳତାର ସହ ଏହାର ପରୀକ୍ଷଣ ହୋଇଥିବା ନେଇ ସୂଚନା ଦେଇଛି ଡିଆରଡିଓ ।…