Latest Odisha News

BREAKING NEWS

Browsing Category

ଫିଚର

ସ୍କୁଲ ପରିସରରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର : ସ୍କୁଲ ପରିସରରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ଶୁଣ୍ଢିମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ପରିସରରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍କୁଲ ଭିତରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକ ଖୋଜାଖୋଜି…

୨୦ ଦିନ ପୂର୍ବରୁ ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ବର : ଚାଲି ପାରିଲାନି ବିଧାନସଭାର ଶୀତକାଳୀନ ଅଧିବେଶନ । ହୋହଲ୍ଲା ଓ ନାରାବାଜି ଯୋଗୁଁ ଅଚଳ ହୋଇଛି ଅଧିବେଶନ । ଫଳରେ ୨୦ ଦିନ ପୂର୍ବରୁ ଶେଷ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ୧୭ଟି କାର୍ଯ୍ୟ ଦିବସ ବାକି ଥାଇ ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି…

ଇଂଟରନେଟରେ ଝଡ ସୃଷ୍ଟି କଲା ଆରଆରଆର ଟ୍ରେଲର: ୨୪ ଘଂଟାରେ ୫୦ ମିଲିୟନ ଭ୍ୟୁଜ

ମୁମ୍ବାଇ: ଏସଏସ ରାଜମୌଲୀଙ୍କ ଆରଆରଆର ଫିଲ୍ମର ଟ୍ରେଲର ଇଂଟରନେଟ ଓ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲମ ଓ କନ୍ନଡ ଭାଷାରେ ଏହାର ଟ୍ରେଲରକୁ ୨୪ ଘଂଟାରେ ୫୧.୧୨ ମିଲିୟନ ଭ୍ୟୁଜ ମିଳିଯାଇଛି । ଯାହାକି ଏକ ରେକର୍ଡ । ଏହା କେଜିଏଫ ଚ୍ୟାପ୍ଟର ୨ର ଟେଲର ୨…

ରାଜ୍ୟରେ ଓମିକ୍ରନ ସଂକ୍ରମିତ ଏଯାଏଁ ଚିହ୍ନଟ ହୋଇନାହାନ୍ତି

ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନ ସଂକ୍ରମିତ ଏଯାଏଁ ଚିହ୍ନଟ ହୋଇନାହାନ୍ତି । ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ନଭେମ୍ବର ୨୯ପରଠାରୁ ଜିନୋମ ସିକ୍ୱେନ୍ସିଂ ପାଇଁ ଆଇଏଲଏସକୁ ଯାଇଥିବା ୨୪୬ ନମୂନାରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ନଭେମ୍ବର ମାସରେ ପୂର୍ବରୁ ୧୪୧ ନମୂନା…

[ଭିଡିଓ] ଏସଓପି କଡାକଡି ପାଳନ ହେଉଛି, ଥଣ୍ଡା ଜ୍ଵର ହେଲେ ସ୍କୁଲ ଆସିବା ମନା : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ସ୍କୁଲ ଗୁଡିକରେ ସଂକ୍ରମଣ ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଲେ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ଥଣ୍ଡା ଜ୍ଵର ହେଲେ କୌଣସି ପିଲା ସ୍କୁଲ ନଆସନ୍ତୁ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି । ସ୍କୁଲରେ ସଂକ୍ରମଣ ଏତେଟା ନାହିଁ ।ଅଭିଭାବକ ମାନେ ଚାହିଁଲେ ପିଲାମାନଙ୍କୁ…

ପୁଣି ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଗୁଜୁରାଟରୁ ଚିହ୍ନଟ, ଦେଶରେ ୨୫କୁ ଛୁଇଁଲା ସଂଖ୍ୟା

ଜାମନଗର: ଶୁକ୍ରବାର ଦିନ ଗୁଜୁରାଟର ଜାମନଗରରେ ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ କୋଭିଡ଼ ପଜିଟିଭ ରୋଗୀଙ୍କ ଆଉ ଦୁଇଟି ମାମଲା ଚିହ୍ନଟ ହୋଇଛି । ଡ଼ିସେମ୍ବର ୪ତାରିଖରେ ଗୁଜୁରାଟରେ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା ଓମିକ୍ରନ କରୋନା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଭାରତରେ…

ପୁରୀ ଶ୍ରୀମନ୍ଦିରରେ ଯୌନ ନିର୍ଯାତନା ଅଭିଯୋଗ, ଗିରଫ ହେଲେ ବରିଷ୍ଠ ସେବାୟତ

ପୁରୀ : ଶ୍ରୀମନ୍ଦିରରେ ଯୌନ ନିର୍ଯାତନା ଅଭିଯୋଗ। ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତଙ୍କ ନାଁରେ ଏପରି ସାଙ୍ଘାତିକ ଅଭିଯୋଗ ଆସିଛି। ଜଣେ ଦୃଷ୍ଟିହୀନ ସେବାୟତଙ୍କ ନାବାଳକ ପୁଅକୁ ବରିଷ୍ଠ ସେବାୟତ କିଛି ଦିନ ହେଲା ଯୌନ ନିର୍ଯାତନା ଦେଇଆସୁଥିଲେ । ଏନେଇ ଆଜି ସେବାୟତ ଜଣକ ସିଂହଦ୍ୱାର ଥାନାରେ…

ରାଜ୍ୟରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ବଢ଼ିବ ଶୀତ, ୩ ରୁ ୪ ଡିଗ୍ରୀ ଖସିପାରେ ପାରଦ

ଭୁବନେଶ୍ୱର : ରାଜ୍ୟରେ କୋହଲା ପାଗ ପରେ ପୁଣି ବଢ଼ିବ ଶୀତ । ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ବଢ଼ିବ ଶୀତ। ୩ ରୁ ୪ ଡିଗ୍ରୀ କମିପାରେ ପାରଦ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରାଜଧାନୀ ଭୁବନେଶ୍ୱରରେ ଆଜି ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ରହିବା…

ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ କଲା ବେଳେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର : କଂଗ୍ରେସ ପକ୍ଷରୁ ଆଜି ବିଧାନସଭା ଘେରିବାକୁ ଆନ୍ଦୋଳନ କରାଯାଇଥିଲା। ଛାତ୍ର କଂଗ୍ରେସ ଆଜି  ମମିତା ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି। କଂଗ୍ରେସ କର୍ମୀମାନେ ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀ ଧସ୍ତା…

ରାଜସ୍ଥାନରେ ସରିଲା ବାହାଘର, ପ୍ରାଇଭେଟ ହେଲିକପ୍ଟରରେ କୁଆଡେ ଗଲେ ଭିକି-କ୍ୟାଟ୍ !

ମୁମ୍ବାଇ : ସରିଲା  ଭିକି-କ୍ୟାଟ୍ରିନାଙ୍କ ବାହାଘର । ଗୁରୁବାର ରାଜସ୍ଥାନର ସିକ୍ସ ସେନ୍ସ ରିସର୍ଟରେ ବିବାହ ବନ୍ଧନରେ ବାନ୍ଧି ହେଲେ ଭିକି କୌଶାଲ ଓ କ୍ୟାଟ୍ରିନା କୈଫ୍। ବିହାର ସରିବା ପରେ ଆଜି ସକାଳୁ ଭିକିଓ କ୍ୟାଟ୍ରିନାଙ୍କୁ ଏକ ପ୍ରାଇଭେଟ୍ ହଲିକପ୍ଟରରେ ଯାଉଥିବା ଦେଖିବାକୁ ମିଳିଥିଲା।…