Latest Odisha News

BREAKING NEWS

Browsing Category

ଫିଚର

ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସ୍ଥଗିତ

ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସ୍ଥଗିତ । ଡିସେମ୍ୱର ମାସର ଗାଇଡଲାଇନ ଅନୁସାରେ ଧନୁଯାତ୍ରା ମହୋତ୍ସବକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ଗତକାଲି ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରା କମିଟିର…

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟ୍

ସୋର: ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍ । ତେଳ ପକାଇବା ବାହାନରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଧରି ଚମ୍ପଟ ମାରିଲେ ଦୁଇ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ସୋରଠାରେ ଥିବା ଏକ ପେଟ୍ରୋଲ ପମ୍ପରୁ ଗତକାଲି ରାତିରେ ଏହି ସଶସ୍ତ୍ର ଡକାୟତି ହୋଇଛି । ଦୁଇ ଜଣ ବାଇକ୍…

ଜରୁରୀକାଳୀନ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ନୀତି ଆୟୋଗର ଅନୁଧ୍ୟାନ ରିପୋର୍ଟ

ନୂଆଦିଲ୍ଲୀ : ନୀତି ଆୟୋଗ ପକ୍ଷରୁ ଦେଶର ଦ୍ବିତୀୟ ଓ ତୃତୀୟସ୍ତର ଚିକିତ୍ସା ସେବା କ୍ଷେତ୍ର ଏବଂ ଜିଲ୍ଲାସ୍ତରର ଜରୁରୀକାଳୀନ ତଥା ଆଘାତ ଚିକିତ୍ସା ସେବା ସମ୍ପର୍କରେ ଦୁଇଟି ଆକଳନ ରିପୋର୍ଟ ପ୍ରକାଶ କରାଯାଇଛି । ଏହି ରିପୋର୍ଟ ଦୁଇଟିରେ ବ୍ୟାପକ ତଥ୍ୟାବଳୀ ରହିଛି । ଗୋଟିଏ ରିପୋର୍ଟରେ…

ମହାପ୍ରଭୁ ଭେଙ୍କେଟେଶ୍ୱରକୁ ସଜାଇବା ପାଇଁ ଭକ୍ତ ଦାନ କଲେ ୩କୋଟି ଟଙ୍କାର ଅଳଙ୍କାର

ତିରୁମାଲା: ତିରୁମାଲା ଭେଙ୍କେଟେଶ୍ୱରଙ୍କୁ ସଜାଇବା ପାଇଁ ଜଣେ ଭକ୍ତ ୩କୋଟି ଟଙ୍କାର ଅଳଙ୍କାର (୫.୩ କିଲୋଗ୍ରାମ) ଦାନ କରିଛନ୍ତି । ଯାହା ଏବେ ଚର୍ଚ୍ଚାର କାରଣ ସାଜିଛି । ବ୍ୟକ୍ତିଜଣଙ୍କ ନିଜ ନାମ ଗୋପନ ରଖିବା ପାଇଁ ଅନୁରୋଧ କରିଛନ୍ତି । ଏହି ସୁନା ଅଳଙ୍କାରଗୁଡିକୁ ତିରୁମାଲା ତିରୁପତି…

ନୂଆବର୍ଷରେ ବନ୍ଦ ରହିବ ଶ୍ରୀମନ୍ଦିର, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

ପୁରୀ : ଏଥର ନୂଆ ବର୍ଷରେ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର । ନୂଆବର୍ଷରେ ଭକ୍ତଙ୍କ ସମ୍ଭାବ୍ୟ ଭିଡକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ଶ୍ରୀମନ୍ଦିର ବନ୍ଦ ରହିବ । ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ । ଛତିଶା ନିଯୋଗ…

ନମାଜ ପଢ଼ିବା ନେଇ କଡା ବୟାନ ଜାରୀ କଲେ ମୁଖ୍ୟମନ୍ତ୍ରୀ ଖଟ୍ଟର

ଗୁରୁଗ୍ରାମ: ହରିୟାଣାରେ ନମାଜ ପଢ଼ିବା ଉପରେ ଆଜି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କଡା ବୟାନ ଜାରୀ କରିଛନ୍ତି । ସେ କହିଛନ୍ତି ନିଜ ସ୍ଥାନ ବା ଘରେ ଏହାକୁ ପଢ଼ିଲେ କାହାର କିଛି ଅସୁବିଧା ନାହିଁ । ମାତ୍ର ଖୋଲାରେ ଏବଂ ସର୍ବ ସାଧାରଣଙ୍କ ଅସୁବିଧାର ପକାଇ ନମାଜ ପଢ଼ିବା ପାଇଁ ଅନୁମତି ପ୍ରଦାନ…

ଭଡ଼ା ଘରେ ଏକୁଟିଆ ଅଛନ୍ତି ତପସ୍ବିନୀ, କୁଆଡେ ଗଲେ ସୁମିତ ?

ବ୍ରହ୍ମପୁର : ଭଡ଼ା ଘରେ ଏକୁଟିଆ ଅଛନ୍ତି ତପସ୍ବିନୀ ଓରଫ ଡିମ୍ପଲ । ସ୍ତ୍ରୀକୁ ଛାଡି କୁଆଡେ ଗଲେ ସ୍ବାମୀ ସୁମିତ ? ମନ ମିଳିବା ପାଇଁ ସାତ ଦିନ ଏକାଠି ରହିବାକୁ ଉଭୟଙ୍କୁ ଆଦେଶ ଦେଇଥିଲେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ । କିନ୍ତୁ ଆଜି ସ୍ବାମୀ ସୁମିତ କେଉଁ ଆଡେ ପଳାଇଥିବା ଅଭିଯୋଗ…

ବାହାଘରରେ କାକା ନିତୀଶ କୁମାରଙ୍କୁ ନିମନ୍ତ୍ରଣ କେଲେନାହିଁ ତେଜସ୍ୱୀ ଯାଦବ, ହେଲେ ଶୁଭେଚ୍ଛା ଜଣାଇଲେ ନୀତିଶ

ନୂଆଦିଲ୍ଲୀ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତେଜସ୍ୱୀ ଯାଦବ  ।ହେଲେ ଏହି ବାହାଘରରେ ବିହାର ମୁଖ୍ୟମନ୍ତ୍ରୀ କାକା ନୀତିଶ କୁମାରଙ୍କୁ କାହିଁକି ଡାକିଲେ ନାହିଁ ତେଜସ୍ୱୀ ସେନେଇ ଚର୍ଚ୍ଚା ଜୋର ଧରିଛି । ଏପଟେ ନିତୀଶ ମଧ୍ୟ ନିଜ…

ସୋଆ ଓ ଭାରତୀୟ ଜଳ ପରିଚାଳନା ସଂସ୍ଥା ମଧ୍ୟରେ ଏମଓୟୁ

ଭୁବନେଶ୍ବର : ଶିକ୍ଷା ଓ ଅନୁସନ୍ଧାନ ବା ସୋଆ ଓ ଭାରତୀୟ ଜଳ ପରିଚାଳନା ସଂସ୍ଥା ମଧ୍ୟରେ ସ୍ବାକ୍ଷରିତ ହୋଇଛି ଏମଓୟୁ । ଉଭୟ ଅନୁଷ୍ଠାନ ମଧ୍ୟରେ ଜଳ ପରିଚାଳନା ନେଇ ଉଚ୍ଚତର ଗବେଷଣା ଓ ଶିକ୍ଷାର ଆଦାନ ପ୍ରଦାନ ନିମନ୍ତେ ଏହି ବୁଝାମଣା ସ୍ବାକ୍ଷରିତ ହୋଇଛି । ବୁଝାମଣା ସ୍ବାକ୍ଷରିତ ହେବା…

ସାଇବର ଫ୍ରଡ କାମ୍ବଲୀଙ୍କ ଆକାଂଉଟରୁ ଠକି ନେଲେ ୧.୧୪ ଲକ୍ଷ ଟଙ୍କା

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବିନୋଦ କାମ୍ବଲୀଙ୍କ ଅକାଂଊଟରୁ ସାଇବର ଫ୍ରଡ ୧.୧୪ ଲକ୍ଷ ଟଙ୍କା ଉଡେଇ ନେଇଛନ୍ତି । କାମ୍ବଲୀଙ୍କ ଆକାଂଉଟ ଥିବା ବ୍ୟାଙ୍କର ଏକଜିକ୍ୟୁଟିଭ କହି ଠକ ଜଣଙ୍କ କାମ୍ବଲୀଙ୍କୁ ଫସାଇଥିଲା । କେୱାଇସି ଅପଡେଟ କରିବ ବୋଲି କହି ସେ ଏନିଡେସ୍କ…