Latest Odisha News

BREAKING NEWS

Browsing Category

ଫିଚର

ଚନ୍ଦ୍ରରେ ରହସ୍ୟମୟ ଘର ଠାବ କଲା ଚାଇନିଜ୍ ରୋଭର୍

ଭୁବନେଶ୍ୱର: ଚନ୍ଦ୍ରରେ ଏକ ସମ୍ଭାବ୍ୟ ଘର ଠାବ କରିଛି ଚାଇନିଜ୍ ରୋଭର୍ । ଏ ନେଇ ଏକ ଫଟୋ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଚାଇନାର ୟୁଟୁ-୨ ରୋଭର୍ ଖୁବଶୀଘ୍ର ଚନ୍ଦ୍ରରେ ଥିବା ଏହି ରହସ୍ୟମୟ ଘରକୁ ନେଇ ଅଧିକ ତଥ୍ୟ ସାମ୍ନାକୁ ଆଣିବ । ନ୍ୟୁଜ୍ ୯ର ରିପୋର୍ଟ ଅନୁଯାୟୀ…

ଗୁଜୁରାଟରୁ ଜଣେ ଓମିକ୍ରନ ପଜିଟିଭ୍ ଚିହ୍ନଟ , ଜିମ୍ବାୱେରୁ ଫେରିଥିଲେ ସଂକ୍ରମିତ

ଗୁଜୁରାଟ :ଭାରତରେ ଓମିକ୍ରନ ଭାରିଆଣ୍ଟ  ତାର କାୟା ବିସ୍ତାର କରିବାରେ ଲାଗିଛି । କର୍ଣ୍ଣାଟକ ବେଙ୍ଗାଲୁର ପରେ ଏବେ ଗୁଜୁରାଟ ଜାମନଗରରୁ ଜଣେ ଓମିକ୍ରନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବ୍ୟକ୍ତି ଜଣକ ଜିମ୍ବାୱରୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ  ପକ୍ଷରୁ ସୂଚନା ମିଳିଛି।ସଂକ୍ରମିତ…

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ସାଉଥ ସୁପରଷ୍ଟାର କମଲ ହାସନ

ଚେନ୍ନାଇ :  କରୋନା ମହାମାରରେ ଆକ୍ରାନ୍ତ ଥିବା ସାଉଥ ସୁପରଷ୍ଟାର କମଲ ହାସନ ଏବେ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ଚିକିତ୍ସା ସମୟରେ ତାଙ୍କର ଆସୁ ଆରୋଗ୍ୟ କାମନା କରିଥିବା ଫ୍ୟାନ ମାନଙ୍କୁ କମଲ ହାସନ ଧନ୍ୟବାଦ ଜଣାଇଛନ୍ତି। ସେ ହସ୍ପିଟାଲରେ ଦୁଇ ସପ୍ତାହ ଚିକିତ୍ସା ପରେ ଆଜି ଡିସଚାର୍ଜ…

ଭାରତୀୟ ଇନିଂସର ସମସ୍ତ ୧୦ ଉଇକେଟ ଅକ୍ତିଆର କଲେ ପଟେଲ, କୁମ୍ବଲେଙ୍କ ରେକର୍ଡ ସହ ସମକକ୍ଷ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଏଜାଜ ପଟେଲ । ଭାରତର ପ୍ରଥମ ଇନିଂସର ସମସ୍ତ ୧୦ ଉଇକେଟ ସେ ଏକାକୀ ଅକ୍ତିଆର କରି ଅନୀଲ କୁମ୍ବଲେଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଏହା ବ୍ୟତୀତ ସେ ଭାରତରେ ଗୋଟିଏ ଇନିଂସରେ ସର୍ବାଧିକ…

ରାଜ୍ୟ ପୋଲିସର ୧୪ ଜଣ ଡିଏସ୍‌ପିଙ୍କର ଅତିରିକ୍ତ ଏଏସ୍‌ପି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର : ରାଜ୍ୟ ପୋଲିସର ୧୪ ଜଣ ଡିଏସପିଙ୍କର ଅତିରିକ୍ତ ଏଏସପି ପାହ୍ୟାକୁ ପଦୋନ୍ନତି। ଏହା ସହ ବିଭିନ୍ନ ସ୍ଥାନରେ ନିଯୁକ୍ତି ଦିଆଯାଇଛି ।ଏନେଇ ରାଜ୍ୟ ପୋଲିସ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରୁ ସୂଚନା ମିଳିଛି।ରାଉରକେଲା ପିସିଆର୍ ସେଲ୍ରେ ଡିଏସ୍ପି ଥିବା ଅସିମ କୁମାର ପଣ୍ଡାଙ୍କର…

ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ, ୫ଟି ସ୍ଥାନରେ ରେଡ୍

ନୟାଗଡ଼: ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ । ଆୟ ବର୍ହିଭଊତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ସହକାରୀ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସଙ୍କ ଘରେ ରେଡ୍ ଚାଲିଛି । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଏତିକିବେଳେ ତାଙ୍କ ଘରୁ ନଗଦ ୨ଲକ୍ଷ ୭୪ହଜାର ୭୫ ଟଙ୍କା…

ଚତୁର୍ଥ ଦିନରେ ବି ବିଧାନସଭା ଅଚଳ, ଜିଦରେ ଅଟଳ ବିରୋଧୀ

ଭୁବନେଶ୍ୱର: ଚାରି ଦିନ ହେଲାଣି । ଚାଲି ପାରୁନି ବିଧାନସଭା । ବିରୋଧୀଙ୍କ ନାରାବାଜି, ହଟ୍ଟଗୋଳ ଭିତରେ ହୁଲସ୍କୁଲ ହେଉଛି ଗୃହ । ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ଆଜି ବି ଗୃହ କାର୍ୟ୍ୟ ଆରମ୍ଭ ହେବା କ୍ଷଣି ସମାନ ଚିତ୍ର ଦେଖିବାକୁ ମିଳିଥିଲା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଧାୟକ…

ଟିକା ନେଇ ନଥିଲେ ହୋଟେଲ୍ ଓ ମଲରେ ନୋ ଏଣ୍ଟ୍ରି

ବେଙ୍ଗାଳୁରୁ: ଟିକା ନେଇନଥିଲେ ହୋଟେଲ୍, ମଲରେ ମିଳିବନି ପ୍ରବେଶ ଅନୁମତି । ସର୍ବସାଧାରଣ ସ୍ଥାନରେ ସେମାନଙ୍କ ପାଇଁ ନୋ ଏଣ୍ଟ୍ରି ରହିବ । ଭାରତରେ ଓମିକ୍ରନ୍ ଭାରିଆଣ୍ଟ ଜନିକ କରୋନା ସଂକ୍ରମିତ ଚିହ୍ନଟ ପରେ ତାମିଲନାଡୁରେ ଏଭଳି କଟକଣା ଜାରି ହୋଇଛି । ମଦୁରାଇ ପ୍ରଶାସନ ଏଭଳି ନିର୍ଦ୍ଦେଶନାମା…

ରାଜ୍ୟରେ ଗତ ୨୪ଘଣ୍ଟାରେ ୧୯୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୯୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ସଂକ୍ରମଣରୁ ୭୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୩ଜଣ କରୋନା ପଜିଟିଭ ଚିହ୍ନଟ…

ବାତ୍ୟା ପାଇଁ କିଛି ରୁଟରେ ଟ୍ରେନ ଚଳାଚଳ ବାତିଲ

ଭୁବନେଶ୍ୱର: ବାତ୍ୟା ପାଇଁ କିଛି ରୁଟରେ ଟ୍ରେନ ଚଳାଚଳ ବାତିଲ କରାଯାଇଛି । ଆଜି ଓ ଆସନ୍ତାକାଲି ପାଇଁ ଟ୍ରେନ ଚଳାଚଳ ବାତିଲ କଲା ପୂର୍ବତଟ ରେଳପଥ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ୪ ଓ ୫ ତାରିଖରେ ଟ୍ରେନ ବାତିଲ କରାଯାଇଛି । ଆଜି ୩୬ଟି ଓ ଆସନ୍ତାକାଲି ୩୮ଟି ଟ୍ରେନ ବାତିଲ ହୋଇଛି । ୬…