Latest Odisha News

BREAKING NEWS

Browsing Category

ଫିଚର

ଘାରିଲା ଓମିକ୍ରନ ଚିନ୍ତା, ବିଦେଶୀ ଯାତ୍ରୀଙ୍କ ଉପରେ କଡ଼ା ନଜର

ନୂଆଦିଲ୍ଲୀ : ଘାରିଲା ଓମିକ୍ରନ ଚିନ୍ତା । ଏହାକୁ ଦୃଷ୍ଟିରେ ରଖି ଦେଶରେ ଜାରି ହୋଇଛି ସଂଶୋଧିକ ଗାଇଡଲାଇନ । ଦେଶକୁ ଆସୁଥିବା ସମସ୍ତ ଯାତ୍ରୀ ବିମାନ ଯାତ୍ରା ପୂର୍ବରୁ ଏକ ଆତ୍ମ ଘୋଷଣାନାମା ଫର୍ମ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସେମାନଙ୍କୁ ନେଗେଟିଭ ଆରଟି-ପିସିଆର ଟେଷ୍ଟ…

ବିଜେପିରେ ମିଶିଲେ ମନଜିନ୍ଦର ସିଂ

ଚଣ୍ଡୀଗଡ: ଦିଲ୍ଲୀ ଶିଖ ଗୁରୁଦ୍ୱାର ପ୍ରବନ୍ଧକ କମିଟି ମୁଖ୍ୟ ମନଜିନ୍ଦର ସିଂ ସିରସା ବୁଧବାର ଆଶ୍ଚର୍ଯ୍ୟଜନକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀରେ କେନ୍ଦ୍ରୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପାର୍ଟିର ନିର୍ବାଚନ ପ୍ରଭାରୀ ଗଜେନ୍ଦ୍ର ସିଂ ଶେଖାୱତ, ରାଷ୍ଟ୍ରୀୟ ମହାସଚିବ ଦୁଷ୍ମନ୍ତ…

ଘରୋଇ ବିମାନ ଯାତ୍ରୀଙ୍କ ପାଇଁ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କଲେ ମହାରାଷ୍ଟ୍ର ସରକାର

ମହାରାଷ୍ଟ୍ର : ଓମିକ୍ରନକୁ ନେଇ ଏବେ ବଢୁଛି ଭୟ । କରୋନା ଭାଇରସର ନୂତନ ଭାରିଆଣ୍ଟ ଓମିକ୍ରନକୁ ସମଗ୍ର ବିଶ୍ୱରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ହୁ ଓମିକ୍ରନକୁ ଭୟାନକ ବୋଲି କହିବା ପରେ ମହାରାଷ୍ଟ୍ର ସରକାର ଏବେ ସମସ୍ତ ଘରୋଇ ବିମାନ ଯାତ୍ରୀମାନଙ୍କ ପାଇଁ…

ରାଜ୍ୟରେ ସରକାରୀ କର୍ମଚାରୀ ଓ ଓକିଲ ମାନଙ୍କୁ ୧ ଟଙ୍କାରେ ଘର ଯୋଗାଇଦେବେ ଯୋଗୀ ସରକାର

ଦିଲ୍ଲୀ : ଆଗକୁ ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଉତ୍ତର ପ୍ରଦେଶ । ହେଲେ ଏଥର ରାଜ୍ୟରେ ତୃତୀୟ ,ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଓକିଲ ମାନଙ୍କୁ ୧ ଟଙ୍କାରେ ସରକାରୀ ଘର ଯୋଗାଇ ଦେବା ପାଇଁ ଯୋଗୀ ସରକାର ବିଚାର…

ଡିସେମ୍ବର ୧୫ ପର୍ଯ୍ୟନ୍ତ ଭାରତରୁ ବିଦେଶକୁ ବିମାନ ଉଡାଣ ମନା

ଦିଲ୍ଲୀ : ଡିସେମ୍ବର ୧୫ ପର୍ଯ୍ୟନ୍ତ ଭାରତରୁ ବିଦେଶକୁ ବିମାନ ଉଡାଣ ମନା । ଭାରତରୁ ବିଦେଶକୁ ଆଉ ବିମାନ ଉଡିବ ନାହିଁ ବୋଲି କଟକଣା ଜାରି କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଦକ୍ଷିଣ ଅଫ୍ରିକାର ଓମିକ୍ରନ ଭାରିଆଣ୍ଟକୁ ନେଇ ଭୟ ଚାରିଆଡେ ବ୍ୟାପି ଯାଇଛି । ଅନେକ ଦେଶକୁ ମଧ୍ୟ ଏହି…

ବଲିଉଡରେ ଏଣ୍ଟ୍ରି କରିପାରନ୍ତି ନିକ୍ ଜୋନାସ , ବଲିଉଡକୁ ନେଇ କହିଲେ ଏମିତି

ମୁମ୍ବାଇ : ବଲିଉଡରେ ଏଣ୍ଟ୍ରି ମାରି ପାରନ୍ତି ପ୍ରିୟଙ୍କା ଚୋପ୍ରାଙ୍କ ପତି ନିକ୍ ଜୋନାସ । ଏକ ସୋ' ରେ ନିକ ଜୋନାସଙ୍କୁ ବଲିଉଡ ବାବଦରେ ପଚରା ଯାଇଥିଲା । ''ମୁଝେ ବଲିଉଡ୍ ଫିଲ୍ମ ସେ ପ୍ୟାର ହୈ'' ବୋଲି ନିକ କହିଛନ୍ତି ।ଏହି ସମୟରେ ନିକି ବଲିଉଡ ଫିଲ୍ମର ଗୀତ ଗୁଡିକୁ ଖୁବ୍ ପସନ୍ଦ କରନ୍ତି…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ କେନ୍ଦ୍ର ରୋକିବା ନେଇ ବିଜେଡିର ପ୍ରତିବାଦ

ଭୁବନେଶ୍ୱର : କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ବିଜେଡି ବିଧାୟକଙ୍କ ପ୍ରତିବାଦ ପଦଯାତ୍ରା । ଓଡିଶା ପ୍ରତି କେନ୍ଦ୍ରର ଅବହେଳା ବିରୋଧରେ ଆଜି ରାଜରାସ୍ତାକୁ ପୁଣି ଓହ୍ଲାଇଛି ବିଜୁ ଜନତା ଦଳ । ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିଜେଡି କର୍ମୀମାନେ । ବିଜେପି ସାଂସଦଙ୍କ…

ଦିଲ୍ଲୀରେ ଶସ୍ତା ହେଲା ପେଟ୍ରୋଲ , ଲିଟର ପିଛା ୮ ଟଙ୍କା ହ୍ରାସ କଲେ ସରକାର

ଦିଲ୍ଲୀ : ରାଜଧାନୀରେ ଶସ୍ତା ହେଲା ପେଟ୍ରୋଲ । ପେଟ୍ରୋଲ ଭାଟ୍ କମାଇଲେ ଦିଲ୍ଲୀ ସରକାର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮ ଟଙ୍କା ସସ୍ତା ହୋଇଛି ବୋଲି ଜଣାପଡିଛି । ବୁଧବାର ହୋଇଥିବା କ୍ୟାବିନେଟ ବୈଠକରେ ଦିଲ୍ଲୀ ସରକାର ପେଟ୍ରୋଲର ଭାଟ୍ ୩୦ ପ୍ରତିଶତରୁ୧୯.୪୦ ପ୍ରତିଶତକୁ ହ୍ରାସ କରିଛନ୍ତି…

ଆଗକୁ ଆସୁଛି ଏହି ସବୁ କ୍ରୀଡା, କ୍ରୀଡାବିତଙ୍କ ଉପରେ ଆଧାରିତ ଫିଲ୍ମ

ମୁମ୍ବାଇ: ବଲିଉଡରେ ଧିରେ ଧିରେ କ୍ରୀଡା ଭିତିକ ଫିଲ୍ମର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଲଗାନ, ଦଙ୍ଗଲ, ମେରୀକମ ଓ ଏମଏସ ଧୋନୀ ଫିଲ୍ମ ସୁପରହିଟ ହେବା ପରେ ଏବେ ରିଲିଜ ହେବାକୁ ଯାଉଛି ବହୁ ପ୍ରତୀକ୍ଷୀତ ୮୩ । ଏହା ବ୍ୟତୀତ ଆହୁରି ଅନେକ ଫିଲ୍ମର ଶୁଟିଂ ଜାରୀ ରହିଛି । ସେଗୁଡିକ ହେଲା-…

ବିଧାନସଭାରେ ମମିତା ତାତି: ଗେଟ୍ ଆଗରେ କଂଗ୍ରେସର ଧାରଣା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଚଳିତ ଅଧିବେଶନରେ ଗୃହ ହୁଲସ୍ତୁଲ ହେବ ପ୍ରଥମ ଦିନରୁ ଏହାର ଝଲକ ଦେଖିବାକୁ ମିଳିଛି । ଆଜି ପ୍ରଥମ ଦିନରେ ଉଠିଲାଣି ମମିତା ମେହେର ହତ୍ୟା ମାମଲା । ଅଧିବେଶନ ଆରମ୍ଭରୁ ବିଧାନସଭା ଗେଟ୍ ଆଗରେ କଂଗ୍ରେସ ଧାରଣା ଦେଇଛି ।…