Latest Odisha News

BREAKING NEWS

Browsing Category

ଫିଚର

ଖାରଜ ହେଲା ଅରମାନ କୋହଲିଙ୍କ ଜାମିନ ଆବେଦନ

ମୁମ୍ବାଇ: ବଲିଉଡ ଅଭିନେତା ଅରମାନ କୋହଲିଙ୍କୁ ଆଜି ଶକ୍ତ ଧକ୍କା ଲାଗିଛି । ଡ୍ରଗ୍ସ କେସରେ କୋହଲି କରିଥିବା ଜାମିନ ଆବେଦନକୁ ଏନଡିପିଏସ କୋର୍ଟ ଖାରଜ କରି ଦେଇଛନ୍ତି । ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରୁ ଅଗଷ୍ଟ ୨୮ରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଡ୍ରଗ୍ସ ଜବତ କରିଥିଲା । ଅରମାନ ସେ…

ପୂଜା ଛୁଟି ପରେ ଖୋଲିପାରେ ସ୍କୁଲ !

ଭୁବନେଶ୍ୱର : ଦୂର୍ଗାପୂଜା ଛୁଟି ପରେ ଅନ୍ୟ ଶ୍ରେଣୀ ଗୁଡିକ ପାଇଁ ସ୍କୁଲ ଖୋଲିପାରେ । ଏନେଇ ସଙ୍କେତ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ସେ କହିଛନ୍ତି ଯେ ଆଶା କରିବା ପୂଜା ଛୁଟି ପରେ ସ୍ଥିତିରେ ସୁଧାର ଆସିବ ଏବଂ ଅନ୍ୟ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ ।  ସ୍କୁଲ…

ମଧ୍ୟ ଏସିଆରେ ଅସ୍ଥିରତା ସୃଷ୍ଟି ପାଇଁ ଆଫଗାନିସ୍ତାନରେ ପ୍ରବେଶ କରୁଛନ୍ତି ଇରାକ, ସିରିୟାର ଆତଙ୍କବାଦୀ !

ନୂଆଦିଲ୍ଲୀ: ମଧ୍ୟ ଏସିଆରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଇରାକ ଓ ସିରିୟାର କୁଖ୍ୟାତ ଆତଙ୍କବାଦୀମାନେ ଆଫଗାନିସ୍ତାନରେ ପ୍ରବେଶ କରୁଛନ୍ତି । ଏହା ଏକ ଚିନ୍ତାର ବିଷୟ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ କହିଛନ୍ତି । ଆଫଗାନିସ୍ତାନରେ ସ୍ଥିତି ଭଲ ନାହିଁ । ଯୁଦ୍ଧରେ ପାରଙ୍ଗମ…

ତାଲିବାନର ଧମକ ପରେ କାବୁଲକୁ ବିମାନ ଚଳାଚଳ ସ୍ଥଗିତ କଲା ପାକିସ୍ତାନ

ଓଡ଼ିଶା ସମ୍ବାଦ ବ୍ୟୁରୋ : ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ପିଆଇଏ ଗୁରୁବାର ଦିନ କାବୁଲରୁ ବିମାନ ଚଳାଚଳ ରଦ୍ଦ ରଖିବାକୁ ଘୋଷଣା କରିଛି । ଏହା ପୂର୍ବରୁ ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଏସିଏଏ ପକ୍ଷରୁ ପିଆଇଏ ଓ କାମ୍ ଏୟାର ଲାଇନ୍ସକୁ କାବୁଲ-ଇସଲାମାବାଦ ବିମାନର…

ବିଧାୟକ ମୋହନ ମାଝୀ ଆକ୍ରମଣ ମାମଲାରେ ୫ ଅଭିଯୁକ୍ତ ଗିରଫ

କେନ୍ଦୁଝର: ବିଧାୟକ ମୋହନ ମାଝୀଙ୍କ ଉପରେ ହୋଇଥିଲା ବୋମାମାଡ । ଗତ ୧୦ ତାରିଖରେ ହୋଇଥିବା ମରଣାନ୍ତକ ଆକ୍ରମଣ ନେଇ ଦିନରାତି ଏକ କରିଥିଲା ତଦନ୍ତକାରୀ ଦଳ । ଏପରିକି ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜ ଜାରି କରାଯାଇ ପୁରସ୍କାର ଘୋଷଣା ମଧ୍ୟ ହୋଇଥିଲା । ଆଜି ଆକ୍ରମଣ ମାମଲାରେ ୫…

କରୋନା କଟକଣା ପାଇଁ ଫିକା ପଡ଼ିଲା ବାଲେଶ୍ୱରର ପ୍ରସିଦ୍ଧ ବାଡିଖେଳ

ବାଲେଶ୍ୱର : କରୋନା କଟକଣା ପାଇଁ ଫିକା ପଡ଼ିଲା ବାଲେଶ୍ୱର ପସିଦ୍ଧ ବାଡିଖେଳ ପରମ୍ପରା । ଜଗତଜନନୀ ମା ଦୁର୍ଗାଙ୍କ ପୂଜାରେ ବାଲେଶ୍ୱର ଜିଲ୍ଲାର ମୁଖ୍ୟ ଆକର୍ଷଣ ହେଉଛି ବାଡିଖେଳ। ଦୀର୍ଘ ୯୬ ବର୍ଷ ଧରି ବାଲେଶ୍ୱରବାସୀ ଏହି ପ୍ରଥା ବଜାୟ ରଖିଛନ୍ତି । ହେଲେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ…

ଡ୍ରାଭିଡ ହେବେ ଟିମ ଇଣ୍ଡିଆର କୋଚ !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ଭାରତୀୟ କ୍ରିକେଟ ଦଳର କୋଚ ହେବାକୁ ଯାଉଛନ୍ତି ମହାନ ବ୍ୟାଟ୍ସମ୍ୟାନ ରାହୁଲ ଡ୍ରାଭିଡ । ବିସିସିଆଇର ଜନୈକ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି । ପୂର୍ବରୁ ଡ୍ରାଭିଡ ଶ୍ରୀଲଙ୍କା ଗସ୍ତରେ କୋଚ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ । ରବି ଶାସ୍ତ୍ରୀ…

ତାଇୱାନରେ ଭୟଙ୍କର ଅଗ୍ନିକାଣ୍ଡ,୧୩ ମହଲା କୋଠାରେ ଲାଗିଲା ନିଆଁ ୪୬ ମୃତ

ଓଡ଼ିଶା ସମ୍ବାଦ ବ୍ୟୁରୋ : ତାଇୱାନରେ ଭୟଙ୍କକ ଅଗ୍ନିକାଣ୍ଡ। ଦକ୍ଷୀଣ ତାଇୱାନର ଏକ ୧୩ ମହଲା କୋଠାରେ ନିଆଁ ଲାଗି ଯିବା ଫଳରେ ୪୬ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ଅନେକ ଲୋକ ଗୁତୁତର ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ୫୬ ଜଣ ପାଖାପାଖି ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା…

ସନ୍ନି ଦେଓଲଙ୍କ ବଡ ଘୋଷଣା, ଆସୁଛିି ‘ଗଦ୍ଦର୍-୨’

ମୁମ୍ବାଇ : ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଛି । ଆସୁଛି ବହୁ ପ୍ରତିକ୍ଷିତ ବଲିଉଡ୍ ଫିଲ୍ମ ‘ଗଦ୍ଦର୍-୨’ । ପୁଣି ପରଦାକୁ କମବ୍ୟାକ୍ କରୁଛନ୍ତି ବଲିଉଡ୍ ଷ୍ଟାର ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଶା ପଟେଲ । ‘ଗଦ୍ଦର୍-୨’ ଏକ ପ୍ରେମ କଥା’ ସିକ୍ୱିଲେ ପ୍ରସ୍ତୁତ ହେଲାଣି । ଆଜି ସନ୍ନି ଦେଓଲ ନିଜ…

ଜଙ୍ଗଲରେ ବିତୁଛି ଜୀବନ, ୧୭ ବର୍ଷର ସାଥୀ ସାଜିଛି କାର

ଭୁବନେଶ୍ୱର: କୌଣସି ଫିଲ୍ମର କାହାଣୀ ନୁହେଁ । କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାର ଘଂଚ ଜଙ୍ଗଲରେ ଜୀବନ ଅତିବାହିତ କରୁଛନ୍ତି ଜଣେ ୫୬ ବର୍ଷୀୟ ବ୍ୟକ୍ତି । ପରିବାର କହିଲେ ୧୭ ବର୍ଷର ସାଥୀ ସାଜିଛି ଏକ ନିର୍ଜୀବ ଆମ୍ବାସାଡର କାର । ଅଡତଲେ ଓ ନେକ୍କାରେ ନାମକ ଗାଁର ଘଂଚ ଜଙ୍ଗଲର ୩ରୁ ୪…