Latest Odisha News

BREAKING NEWS

Browsing Category

ଫିଚର

ରାୟଗଡ଼ାରେ BSKY ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ଼ ଯୋଜନାରେ ସାମିଲ ହେଲା ରାୟଗଡ଼ା ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସ୍ମାର୍ଟ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ରାୟଗଡ଼ାର ୮ଲକ୍ଷ ୩୦ହଜାର ଲୋକ ପାଇବେ ସ୍ମାର୍ଟ କାର୍ଡ଼ର ସୁବିଧା । ଏହାସହ…

ଆସନ୍ତାକାଲି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ; ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କରିବେ ଶିଳାନ୍ୟାସ

ପୁରୀ : ଆସନ୍ତାକାଲି ପୁରୀ ଯିବେ ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନାର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଲି ସକାଳ ୭ ଟାରୁ ୯ ଟା ମଧ୍ୟରେ ସୂର୍ଯ୍ୟପୂଜା,ଅଗ୍ନିପୂଜା ଓ ଯଜ୍ଞ ବିଧି ସମ୍ପନ୍ନ ହେବ। ସକାଳ ୯.୩୦ ରେ ପୁରୀ ରେ ପହଞ୍ଚିବେ…

ବୁର୍ଲା ଭୀମସାରରେ ବୃଦ୍ଧି ପାଇଲା କରୋନା ସଂକ୍ରମଣ, ଅଫଲାଇନ୍ ପରୀକ୍ଷା ବାତିଲ୍

ସମ୍ବଲପୁର: ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ବୁର୍ଲା ଭୀମସାରରେ ପୁଣି ବୃଦ୍ଧି ପାଇଲା କରୋନା ସଂକ୍ରମଣ । ୨୨ଜଣ ଏମବିବିଏସ୍ ଛାତ୍ରୀ କୋଭିଡ଼୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଅନ୍ୟ ଛାତ୍ରଛାତ୍ରୀଙ୍କ କରୋନା ପରୀକ୍ଷା କରାଯାଇଥିଲା । ଆଜି ପୁଣି ୭ଜଣ କୋଭିଡ଼୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।…

ଜୁନିଅର ପୁରୁଷ ହକି ବିଶ୍ୱକପ୍ ଲଢେଇ ପାଇଁ ୧୬ ଟିମ୍ ପ୍ରସ୍ତୁତ

ଭୁବନେଶ୍ୱର : ସଜେଇ ହେଲାଣି କଳିଙ୍ଗ ଷ୍ଟାଡିୟମ୍‌ । ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ବିନା ଦର୍ଶକରେ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି । ଗୁରୁବାର ଠାରୁ ଆରମ୍ଭ ହେବ ଏଫ୍ଆଇଏଚ୍ ଜୁନିୟର ପୁରୁଷ ହକି ବିଶ୍ୱ କପ୍। କଳିଙ୍ଗ ଷ୍ଟାଡିୟମ୍‌ରେ ୧୬ ଟି ଦେଶର ପତାକା…

ସୁନ୍ଦରଗଡ଼ ସେଣ୍ଟ ମେରି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ୫୩ଜଣ ଛାତ୍ରୀ କରୋନା ପଜିଟିଭ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ୫୩ ଛାତ୍ରୀ କରୋନା ପଜିଟିଭ୍ । ସେଣ୍ଟ ମେରି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ୫୩ ଜଣ ଛାତ୍ରୀ କରୋନା ପଜିଟିଭ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ୭ଦିନ ପାଇଁ ସ୍କୁଲକୁ ବନ୍ଦ ରଖାଯାଇଛି । ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ସ୍କୁଲ ଖୋଲାଯାଇଥିଲା । ୩ଦିନ…

ଓକାକ୍ ସିଇଓଙ୍କ ହ୍ୱାଟସଆପ୍ ହ୍ୟାକ୍ ମାମଲା, ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଓକାକ୍ ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସ ଆପ୍ ହ୍ୟାକ୍ କରି ଟଙ୍କା ଲୁଟିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ସାଇବର ଠକେଇର ମୁଖ୍ୟ ଅଭିଯୁକ୍ତକୁ ଦିଲ୍ଲୀ ପୋଲିସ ବେଙ୍ଗାଲୁରୁରୁ ଗିରଫ କରିଛି । ଅଭିଯୁକ୍ତର ନାମ ଅକ୍ୟୁଦୁରୀ ପାସ୍କେଲ । ସେ ଜଣେ ନାଇଜେରିଆନ୍ । ସୂଚନା…

ମୃତ୍ୟୁ ପରେ ବି ମାରାଡୋନାଙ୍କ ପିଛା ଛାଡୁନି ବିବାଦ, ଏବେ ଆଉ ଏକ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ: ଫୁଟବଲ ଇତିହାସର ମହାନ ଖେଳାଳି ଭାବେ ବିବେଚିତ ଆର୍ଜେଂଟିନାର ଡିଏଗୋ ମାରାଡୋନାଙ୍କ ବର୍ଷେ ହେବ ପରଲୋକ ଘଟିବା ସତ୍ୱେ ବିବାଦ ତାଙ୍କ ପିଛା ଛାଡୁନି । କ୍ୟୁବାର ୩୭ ବର୍ଷୀୟା ମାଭିସ ଆଲଭେରାଜ ମାରାଡୋନାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ମୋତେ ଯେତେବେଳେ ୧୬ ବର୍ଷ ବୟସ…

[ଭିଡ଼ିଓ]ଭିଜିଲାନ୍ସ ଜାଲରେ ବରଗଡ଼ ଅତିରିକ୍ତ ଡ଼ିଏସଡ଼ବ୍ଲୁଓ

ବରଗଡ଼: ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ଅତିରିକ୍ତ ଡ଼ିଏସଡ଼ବ୍ଲୁଓ ଚନ୍ଦ୍ରା ସାହୁ । ସକାଳୁ ଚନ୍ଦ୍ରା ସାହୁଙ୍କ ବରପାଲିସ୍ଥିତ ନିଜ ବାସଭବନରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଏହାସହ ବରଗଡ଼ ଜିଲ୍ଲା ଅତିରିକ୍ତ ଡ଼ିଏସଡ଼ବ୍ଲୁଓ ଚନ୍ଦ୍ରା ସାହୁଙ୍କ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରାଯାଉଛି । ଆୟ…

ଆଜି ରାୟଗଡ଼ାରେ BSKY ସ୍ମାର୍ଟ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରାୟଗଡ଼ା ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା କାର୍ଡ଼ର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ସ୍ଥାନୀୟ ଜିସିଡ଼ି ପଡ଼ିଆରେ ଏହି କାର୍ଯ୍ୟକ୍ରମ ହେବ । ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବା ପରେ ଅନ୍ୟ…

ଆଜି ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ଏହି ବୈଠକରେ ଆଗାମୀ ବିଧାନସଭାରେ ଆସିବାକୁ ଥିବା ଅତିରିକ୍ତ ବଜେଟ୍ ଉପରେ ମୋହର ଲାଗିବ । ଆଜି ଅପରାହ୍ନ ସାଢ଼େ ୫ଟାରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ…