Latest Odisha News

BREAKING NEWS

Browsing Category

ଫିଚର

ଆଜି ବି ରାଜ୍ୟରେ କୋହଲା ପାଗ

ଭୁବନେଶ୍ୱର: ରାଜ୍ୟରେ କୋହଲା ପାଗ ଜାରି ରହିଛି । କିଛି ସ୍ଥାନରେ ବର୍ଷା ବି ହେଉଛି । ଆଜି ବି ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ କୋହଲା ପାଗ ଲାଗି ରହିବ । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବାୟୁମଣ୍ଡଳରେ ଅହେତୁକ ଜଳୀୟବାଷ୍ପର ପରିଣାମ…

ନନ୍ଦନକାନନରେ ଆଜିଠୁ ପୁଣି ଗଡ଼ିବ ଟୟ ଟ୍ରେନ୍

ଭୁବନେଶ୍ୱର: ଆଜିଠୁ ନନ୍ଦନକାନନରେ ପୁଣି ଗଡ଼ିବ ଟୟ ଟ୍ରେନ୍ । ସକାଳ ୧୦ଟାରୁ ଆରମ୍ଭ ହେବ ଟୟ ଟ୍ରେନ୍ ଚଳାଚଳ । ପ୍ରତି ଘଣ୍ଟାଏ ବ୍ୟବଧାନରେ ଟ୍ରେନ୍ ଚାଲିବ । ଏଣିକି ୧୩ ରାଉଣ୍ଡ ପରିବର୍ତ୍ତେ ଦିନରେ ୬ ରାଉଣ୍ଡ ବୁଲିବ ଟୟ ଟ୍ରେନ୍ । ସକାଳ ୧୦ଟା, ୧୧ଟା, ମଧ୍ୟାହ୍ନ ୧୨ଟା, ଦିନ ୧ଟା, ୨ଟା, ୩ଟା…

ଶ୍ରୀମନ୍ଦିର ଐତିହ୍ୟ କରିଡରର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡରର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ…

ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଲା ଖର୍ଚ୍ଚ ସୀମା

ଭୁବନେଶ୍ବର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଛି ପ୍ରସ୍ତୁତି । ନିର୍ବାଚନ ତାରିଖ ଘୋଷଣା ହୋଇନଥିବା ବେଳେ, ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଜିଲ୍ଲା ପରିଷଦ, ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମାକୁ…

ଅଟୋ ସହ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

କଳାହାଣ୍ଡି : ଗଞ୍ଜେଇ ଚାଲାଣକୁ ବିଫଳ କଲା ପୋଲିସ । ଅଟୋରେ ଗଞ୍ଜେଇ ଆଣି ଟ୍ରେନ ଯୋଗେ ଝାନସି ଚାଲାଣ କରିବା ପୂର୍ବରୁ ମାଡି ବସିଲା ପୋଲିସ । ଏପରି ଘଟଣା ଘଟିଛି ରାୟଗଡା ଜିଲ୍ଲା ମୁନିଗୁଡାରେ । କଳାହାଣ୍ଡି ଜିଲ୍ଲା ଏମ. ରାମପୁର ଥାନା ପାଙ୍ଗାବାଜୁ ଗାଁରୁ ଡ୍ରାଇଭର ସମେତ ୩ଜଣ ୩ଟି ବ୍ୟାଗରେ…

ହାର୍ଦ୍ଦିକଙ୍କ ୫ କୋଟି ଟଙ୍କାର ଘଂଟା ଜବତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫ କୋଟି ଟଙ୍କା ମୂଲ୍ୟର ୨ଟି ଘଂଟା କଷ୍ଟମ ବିଭାଗ ଜବତ କରିଛି । ଏହି ଘଂଟା ପାଇଁ ତାଙ୍କ ପାଖରେ ଇନଭଏସ ନ ଥିଲା । ଆଇସିସି ଟି୨୦ ବିଶ୍ୱକପ କ୍ରିକେଟରୁ ବିଦା ହେବା ପରେ ଭାରତୀୟ ଦଳ ସ୍ୱଦେଶ ଫେରିଥିଲା । ବିଳମ୍ବିତ ରାତିରେ କଷ୍ଟମ…

ପୁରୀ ଓ ଗଞ୍ଜାମ ଜିଲ୍ଲାର ୪ଟି ବୃହତ ପାନୀୟ ଜଳ ପ୍ରକଳ୍ପ ନେଇ ବୈଠକ, ଶୀଘ୍ର କାମ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ପୁରୀ ଓ ଗଞ୍ଜାମ ଜିଲ୍ଲାର ବୃହତ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକାରୀ ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ବ୍ରହ୍ମଗିର ବ୍ଲକର ରାୟବିଧାର ପଞ୍ଚାୟତ ଭଣ୍ଡାରିକୁଦରେ ଥିବା ୫୯ଟି ଗାଁକୁ ଯୋଗାଇବାକୁ ଥିବା ବିଶୁଦ୍ଧ ପାନୀୟ…

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଜନ ଜାଗରଣ ଯାତ୍ରା

ଭୁବନେଶ୍ବର : ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଜନ ଜାଗରଣ ଯାତ୍ରା । ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ସହ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ଆକାଶ ଛୁଆଁ ହେଲାଣି । ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜନ ଜାଗରଣ…

ଶ୍ରୀଲଙ୍କା ବଦଳରେ ଦମନରେ ଶୁଟିଂ ହେବ ରାମସେତୁ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ରାମସେତୁ ଫିଲ୍ମର ଅଧିକାଂଶ ଦୃଶ୍ୟ ଶ୍ରୀଲଙ୍କାରେ ଶୁଟିଂ ହେବାକୁ ଥିଲା । ମାତ୍ର ସେଠାରେ କଡା କରୋନା ପ୍ରୋଟୋକଲ ଯୋଗୁ ରାମସେତୁ ଟିମ ଏହାର ଶୁଟିଂ ଦମନରେ କରିବା ପାଇଁ ଚୂଡାନ୍ତ କରିଛନ୍ତି । ରାମାୟଣରେ ମହାପ୍ରଭୁ ଶ୍ରୀରାମ ଦେବୀ ସୀତାଙ୍କ ରାବଣ କବଳରୁ…

ଭୋପାଳରେ ଦେଶର ପ୍ରଥମ ମର୍ଡନ ଷ୍ଟେସନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ମଧ୍ୟପ୍ରଦେଶ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ଅତ୍ୟାଧୁନିକ ରେଲୱେ ଷ୍ଟେସନର ଉଦଘାଟନ କରିଛନ୍ତି। ମଧ୍ୟପ୍ରଦେଶ ଭୋପାଳରେ ଥିବା ହିବିବଗଞ୍ଜ ରେଳ ଷ୍ଟେସନକୁ ନବୀକରଣ କରି ଏୟାରପୋର୍ଟ ଭଳି ପ୍ରସ୍ତୁତ କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦି ଭୋପାଳ ଗସ୍ତ କରି ଏହି ଅତ୍ୟାଧୁନିକ ରେଳ…