Latest Odisha News

BREAKING NEWS

Browsing Category

ଫିଚର

୫ ଜିଲ୍ଲାର ୧୩୦ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । 5T ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ ଚାଲିଛି । ଚତୁର୍ଥ ପର୍ଯ୍ୟାୟରେ ଆଜି ନୂଆପଡା, ଗଞ୍ଜାମ, ସମ୍ଵଲପୁର, ରାୟଗଡ଼ା ଓ ନୟାଗଡ଼ ଜିଲ୍ଲାର ୧୩୦ଟି…

ରେଡ୍ ବେଳେ CBI ଅଧିକାରୀଙ୍କୁ ମାଡ ମାରିଲେ ଗାଁ ଲୋକ

ଢେଙ୍କାନାଳ : ରେଡ ବେଳେ ମାଡ ଖାଇଲେ ସିବିଆଇ ଅଧିକାରୀ । ଢେଙ୍କାନାଳର ଜଣେ ଯୁବକଙ୍କ ଘରେ ସକାଳୁ ସିବିଆଇ ଛାନଭିନ କରୁିଥିଲା । ଜୁବଲି ଟାଉନ କଲୋନୀ ସାହିର ସୁରେନ୍ଦ୍ର ନାୟକ ଓରଫ ମିଥୁନଙ୍କ ଘରେ ସକାଳୁ ସିବିଆଇର ୪ ଜଣିଆ ଟିମ୍ ରେଡ୍ କରୁଥିଲା ।  ହେଲେ ଯାଞ୍ଚ କରୁଥିବା ଅଧିକାରୀ ସିବିଆଇର…

ମିସାଇଲ ମାଡ କରି ନିଜ ସାଟେଲାଇଟ ଧ୍ୱଂସ କଲା ରୁଷିଆ: ଆମେରିକା, ନାସା କ୍ଷୁବ୍ଧ

ୱାଶିଂଟନ: ରୁଷିଆର ଆଜି ଏକ ଦାୟିତ୍ୱହୀନତା କାର୍ଯ୍ୟ ଯୋଗୁ ଆମେରିକା ଏବଂ ନାସା ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରୁଷିଆ ତାର ଏକ ଅଚଳ ସାଟେଲାଇଟ ମିସାଇଲ ମାଡ କରି ଧ୍ୱଂସ କରିଥିଲା । ଏହା ଫାଟିବା ଫଳରେ ଏହାର ୧୫୦୦ ଖଣ୍ଡ ସ୍ପେସ ଏରିଆରେ ଖେଳାଇ ହୋଇଯାଇଥିଲା । ଯାହା ଫଳରେ…

ଆଇସିସି ଘୋଷଣା କଲା ମେଗା ଇଂଭେଟର କାର୍ଯ୍ୟସୂଚୀ: ୨୦୨୬, ୨୦୩୧ ବିଶ୍ୱକପ ଆୟୋଜନ କରିବ ଭାରତ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୨୦୨୬ରୁ ୨୦୩୧ ପର୍ଯ୍ୟନ୍ତ ମେଗା ଇଭେଂଟର କାର୍ଯ୍ୟସୂଚୀ ଘୋଷଣା କରିଛି । ଭାରତକୁ ୩ଟି ବଡ ଆଇସିସି ଇଭେଂଟ ଆୟୋଜନ କରିବା ଅଧିକାର ମିଳିଛି । ଏହା ମଧ୍ୟରେ ୨୦୨୬ରେ ଶ୍ରୀଲଙ୍କା ସହିତ ଭାରତ ମିଳିତ ଭାବେ ଟି୨୦ ବିଶ୍ୱକପ ଏବଂ ୨୦୩୧ରେ…

ସୁନ୍ଦରଗଡ଼ ବଣାଇରେ ହାତୀ ଆତଙ୍କ, ଭାଙ୍ଗିଲେ ଘର, ଖାଇଲେ ଚାଉଳ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବଣାଇରେ ପୁଣି ମାତିଲେ ହାତୀପଲ । ଘର ଭାଙ୍ଗିବା ସହ ଖାଇଗଲେ ଚାଉଳ । ଆକ୍ରମଣରେ ଜଣେ ଶିଶୁର ଗୋଡ ଭାଙ୍ଗି ଯାଇଥିବା ବେଳେ, ଅନ୍ୟ ଜଣେ ଆହତ ହୋଇଛି । ଦୁଇ ଶିଶୁଙ୍କୁ ବନ ବିଭାଗ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛି । ସୁନ୍ଦରଗଡ଼…

ଟିକାକରଣରେ ସାରା ଦେଶରେ ଆଗରେ ଓଡ଼ିଶା

ଭୁବନେଶ୍ବର : କୋଭିଡ ମହାମାରୀ ବିରୋଧରେ ଚାଲିଥିବା ଟିକାକରଣରେ ସାରା ଦେଶରେ ଆଗରେ ଓଡ଼ିଶା । ଏବେ ଯାଏଁ ଟିକା ନେଇ ସାରିଲେଣି ୪.୦୩ କୋଟି ଲୋକ ସେମାନଙ୍କ ମଧ୍ୟରୁ ୨ କୋଟି ୬୮ ଲକ୍ଷ ୪ ହଜାର ଲୋକଙ୍କ ଦିଆଯାଇଛି ପ୍ରଥମ ଡୋଜ୍ । ସେହିପରି ୧ କୋଟି ୩୪ ଲକ୍ଷ ୯୬ ହଜାର ଲୋକଙ୍କୁ…

JSW ପ୍ରକଳ୍ପ ପାଇଁ ନିଆଯାଉଛି ଲୋକଙ୍କ ମତ, ଗଡ଼କୁଜଙ୍ଗରେ ପ୍ରଶାସନର ବୈଠକ

ପାରାଦୀପ : ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ନିଆଯାଉଛି ଲୋକଙ୍କ ମତାମତ । ଜିଲ୍ଲା ପ୍ରଶାସନ ପକ୍ଷରୁ ସିଧାସଳଖ ଲୋକଙ୍କ ମତ ନେବା ପାଇଁ ଗଡ଼କୁଜଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ବୈଠକ । ବୈଠକରେ ଗଡ଼କୁଜଙ୍ଗ ପଞ୍ଚାୟତର ବହୁ ମହିଳା ଓ ମୁରବୀ ସାମିଲ ହୋଇଛନ୍ତି । କମ୍ପାନୀ…

ପୋଲିସ ଚାକିରି ନାଁରେ ଦେଢ଼ କୋଟି ଠକେଇ ମାମଲା, ପୁଣି ୨ ଦିନିଆ ରିମାଣ୍ଡରେ ଗଲା ବୈକୁଣ୍ଠ

ଭୁବନେଶ୍ବର : ପୋଲିସ ଚାକିରି କରାଇବା ନାଁରେ ଦେଢ଼ କୋଟି ଠକେଇ ମାମଲାରେ ତନାଘନା । ପୁଣି ୨ ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ ବୈକୁଣ୍ଠ ନାୟକ । ଠକ ବୈକୁଣ୍ଠନାଥର ମିଛ ନିଯୁକ୍ତି ଠକେଇର ଗୁମର ଖୋଲିବ ଇଓଡବ୍ଲ୍ୟୁ । ବୈକୁଣ୍ଠକୁ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଓଡବ୍ଲ୍ୟୁ ।…

ତାଇଓ୍ବାନ ପ୍ରସଙ୍ଗରେ ଆମେରିକାକୁ ଚୀନର ଧମକ, କହିଲା ନିଆଁ ସହ ଖେଳ ନାହିଁ

ବେଜିଂ : ସକାଳେ ପ୍ରଶଂସାରେ ପୋତି ପକାଇଲେ, ଆଉ ଅପରାହ୍ନରେ ଧମକ । ବିଶ୍ବର ଦୁଇ ସୁପରପାଓ୍ବାର ଆମେରିକା ଓ ଚୀନ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଏକ ଭିନ୍ନଗତି ଦେଖିବାକୁ ମିଳିଛି । ତାଇଓ୍ବାନ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କୁ ଧମକ ଦେଇଛନ୍ତି ଚୀନ…

ହକି ଜ୍ୱରରେ ଆକ୍ରାନ୍ତ ହେଲାଣି ଭୁବନେଶ୍ୱର, ଆଜି ପଂହଚିଲା ବେଲଜିୟମ ଟିମ

ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପ ଭୁବନେଶ୍ୱରରେ ୨୪ ନଭେମ୍ବରରୁ ଆରମ୍ଭ ହେବା । ଏହା ପୂର୍ବରୁ ହକି ଜ୍ୱରରେ ଆକ୍ରାନ୍ତ ହୋଇଗଲାଣି ରାଜଧାନୀ । ଟାଇଟଲ ଦାବୀଦାର ଭାବେ ବିବେଚନା କରାଯାଉଥିବା ବେଲଜିୟମ ଟିମ ଆଜି ଭୁବନେଶ୍ୱରରେ ପଂହଚିଛନ୍ତି । ଗ୍ରୁପ ଏ’ରେ ବେଲଜିୟମ ସହ ଚିଲି, ମାଲେସିଆ ଓ…