Latest Odisha News

BREAKING NEWS

Browsing Category

ଫିଚର

ସମ୍ ହସପିଟାଲରେ ଅତ୍ୟାଧୁନିକ ଇୟୁଏସ-ସ୍ପାଏଗ୍ଲାସ୍ ଟେକ୍ନୋଲୋଜି ସମ୍ପର୍କିତ କର୍ମଶାଳା

ଭୁବନେଶ୍ବର : ବିଭିନ୍ନ ରାଜ୍ୟର ଗ୍ୟାଷ୍ଟ୍ରୋଏନଟେରୋଲୋଜିଷ୍ଟଙ୍କ ପାଇଁ ଅତ୍ୟାଧୁନିକ ସ୍ପାଏଗ୍ଲାସ-ଡିଏସ୍ ଟେକ୍ନୋଲୋଜି ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ କର୍ମଶାଳା । ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସପିଟାଲରେ ଆଜି ଉଦଯାପିତ ହୋଇଛି ଏହି କର୍ମଶାଳା ।…

ଶବ ବ୍ୟବଚ୍ଛେଦ ଗାଇଡଲାଇନ ସଂଶୋଧନ କଲା କେନ୍ଦ୍ର ,ଟ୍ୱଟ କରି ଜଣାଇଲେ ମନସୁଖ ମାଣ୍ଡଭୀୟ

ଦିଲ୍ଲୀ : ଶବ ବ୍ୟବଚ୍ଛେଦ ଗାଇଡଲାଇନ ସଂଶୋଧନ କଲା କେନ୍ଦ୍ର । ଏଣିକି ରାତିରେ ବି ହୋଇପାରିବ ଶବ ବ୍ୟବଚ୍ଛଦେ। ରାତି ଦିନ ଯେ କୌଣସି ସମୟରେ ପୋଷ୍ଟ ମର୍ଟମ ମଧ୍ୟ ହୋଇପାରିବ।ଏନେଇ ଦୁଇଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ। ଆଗରୁ ଶବ ପୋଷ୍ଟ ମୋର୍ଟମ…

ତ୍ରିପୁରାରେ ଗିରଫ ଦୁଇ ସାମ୍ବାଦିକଙ୍କୁ ମିଳିଲା ଜାମିନ

ତ୍ରିପୁରା : ତ୍ରିପୁରା ପୋଲିସ ଗିରଫ କରିଥିବା ଦୁଇ ମହିଳା ସାମ୍ବାଦିକଙ୍କୁ ମିଳିଛି ଜାମିନ । ଉଭୟଙ୍କୁ ଜାମିନ ବଳରେ ଛାଡ଼ିବାକୁ ତ୍ରିପୁରାରେ ଗୋମତି ଜିଲ୍ଲାର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୭୫ ହଜାର ଟଙ୍କା ଲେଖାଏ ବ୍ୟକ୍ତିଗତ ବଣ୍ଡ ବଳରେ ସେମାନଙ୍କୁ…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି କରୋନା ଆକୃତିର କାକୁଡ଼ି

ନବରଙ୍ଗପୁର: କରୋନା ଭାଇରସ୍ ଆକୃତିର କାକୁଡ଼ି। ଏହିପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ସାରା ବିଶ୍ୱରେ କରୋନା ମହାମାରୀକୁ ନେଇ ଆତଙ୍କ ଦେଖିବାକୁ ମିଳିଛି। ଏହି ଭାଇରସର ସମ୍ଭାବ୍ୟ ସ୍ୱରୂପର ଆକୃତିକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଏହି ଭାଇରସର ସମ୍ଭାବ୍ୟ ସ୍ୱରୂପକୁ…

୯୯ ଦେଶର ଲୋକଙ୍କୁ କ୍ୱାରୋଂଟାଇନ ଫ୍ରି ଏଂଟ୍ରି ଘୋଷଣା କଲା ଭାରତ

ନୂଆଦିଲ୍ଲୀ: ଭାରତ ସରକାର ସୋମବାର ଏକ ବଡ ଘୋଷଣା କରିଛି । ଏହା ଅନୁସାରେ ଏବେ ୯୯ ଦେଶର ଲୋକେ ଭାରତକୁ କ୍ୱାରେଂଟାଇନ ଫ୍ରି ଏଂଟ୍ରି କରିପାରିବେ । ଗତବର୍ଷ ମାର୍ଚ୍ଚରେ ଟୁରିଷ୍ଟ ଭିଜା ବାତିଲ କରି ଦିଆ ଯାଇଥିଲା । ତେବେ ୭୨ ଘଂଟା ମଧ୍ୟରେ ପର୍ଯ୍ୟଟକଙ୍କୁ ଏୟାର ସୁବିଧା ପୋର୍ଟାଲରେ କରୋନା…

ଟି୨୦ ବିଶ୍ୱକପ : ସର୍ବଶ୍ରେଷ୍ଠ ଟିମରେ ସ୍ଥାନ ପାଇଲେନି କୌଣସି ଭାରତୀୟ, ବାବର ଅଧିନାୟକ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ପ୍ରଦର୍ଶନ ବିଚାରକୁ ନେଇ ଆଇସିସି ଶ୍ରେଷ୍ଠ ଏକାଦଶ ଘୋଷଣା କରିଛି । ଏଥିରେ ଭାରତର କୌଣସି ଖେଳାଳି ସ୍ଥାନ ପାଇ ନ ଥିବା ବେଳେ ପାକିସ୍ତାନର ବାବର ଆଜମଙ୍କୁ ଅଧିନାୟକ କରାଯାଇଛି । ବାବର ୬ ମ୍ୟାଚରେ ୬୦.୬୦ ଆଭରେଜରେ ୩୦୩ ରନ କରିଥିଲେ । ଭାରତ ସୁପର ୧୨ ଆଗକୁ…

ମହିଳା ଜୁନିୟର ହକି ବିଶ୍ୱକପ: ଭାରତୀୟ ଦଳରେ ୨ ଓଡିଆ

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବାକୁ ଥିବା ଏଫଆଇଏଚ ମହିଳା ଜୁନିୟର ହକି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଲାଲରେମସିଆମି ନେତୃତ୍ୱରେ ଘୋଷିତ ଏହି ଦଳରେ ୨ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଆଜମିନା କୁଜୁର ଓ ଜୀବନ କିଶୋରୀ ଟପ୍ପୋ । ଦକ୍ଷିଣ ଆଫ୍ରିକାର…

ପୁରୀରେ ୟୁଜର୍ସ ଫି ଆଦାୟ ପ୍ରତିବାଦରେ ବିଜେପିର ବିକ୍ଷୋଭ

ପୁରୀ : ପୁରୀରେ ଜନସାଧାରଣଙ୍କ ଠାରୁ ଯୁଜର୍ସ ଫି ଆଦାୟ ଓ ଟାଟା ପାୱାର ପକ୍ଷରୁ ଅଧିକ ବିଦ୍ୟୁତ ବିଲ୍ ଆଦାୟକୁ ବିରୋଧ । ପୌର ପ୍ରଶାସନ ପକ୍ଷରୁ ୟୁଜର୍ସ ଫି ଆଦାୟ ପ୍ରତିବାଦରେ ବିକ୍ଷୋଭ ଓ ଧାରଣା ଦେଇଛି ବିଜେପି । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ବରେ ବିଜେପି କର୍ମୀ…

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ବିଜେପି ପକ୍ଷରୁ କଳା ପତାକା ପ୍ରଦର୍ଶନ

ପୁରୀ : ଗଣଶିକ୍ଷା ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ। ପୁରୀ ଗୋପ ମେଡିକାଲ କଲେଜ ଯିବା ସମୟରେ ବିଜେପି  ତରଫରୁ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଛି। ଆଜି ମନ୍ତ୍ରୀ ଗୋପ ମେଡିକାଲ ଚକ୍ଷୁ ବିଭାଗ କେନ୍ଦ୍ର ଉଦଘାଟନ…

କାଇରୋରେ ବିଷାକ୍ତ ବିଛାଙ୍କ ଆକ୍ରମଣ: ୩ ମୃତ, ୫୦୦ରୁ ଅଧିକ ଅସୁସ୍ଥ

କାଇରୋ: ମିଶରରେ ପ୍ରବଳ ଝଡ ତୋଫାନ ଲାଗି ରହିଛି । ଏଥିରୁ ବର୍ତିବା ପାଇଁ ଲୋକେ ସଂଘର୍ଷ କରୁଥିବା ବେଳେ ସମଗ୍ର ସହରରେ ବିଛା ଆକ୍ରମଣ ବୃଦ୍ଧି ପାଇଛି । ଏହି ବିଷାକ୍ତ ବିଛା କାମୁଡିବା ଯୋଗୁ ୩ଜଣ ମୃତ୍ୟୁବରଣ କରିଥିବା ବେଳେ ୫୦୦ରୁର୍ଦ୍ଧ୍ୱ ଅସୁସ୍ଥ ହୋଇ ପଡିଛନ୍ତି । ଲୋକମାନଙ୍କ ଘରେ ଏହା ପସି…