Latest Odisha News

BREAKING NEWS

Browsing Category

ଫିଚର

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରିବା ବେଳେ ମନ୍ତ୍ରୀ ନବ ଦାସଙ୍କୁ କଳା ପତାକା ପ୍ରଦର୍ଶନ

ଝାରସୁଗୁଡା : ଝାରସୁଗୁଡାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସାରି ଫେରବା ବେଳେ ମନ୍ତ୍ରୀ ନବ ଦାସଙ୍କୁ କଳା ପତାକା ପ୍ରଦର୍ଶନ । ମନ୍ତ୍ରୀ ନବ ଦାସ ସର୍କିଟ ହାଉସ ଯିବା ସମୟରେ ଓଏମ୍‌ପି ଛକରେ ବିଜେପି କର୍ମୀମାନେ ତାଙ୍କ ଗାଡିକୁ କଳାପତାକା ପ୍ରଦର୍ଶନ କରିଥିଲେ। ଅନ୍ୟପଟେ ଗ୍ରାମ୍ୟଉନ୍ନୟନ…

ରାଞ୍ଚିରେ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ଓ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରାହାଳୟ ଉଦଘାଟନ କଲେ ମୋଦି

ଦିଲ୍ଲୀ : ବିର୍ସା ମୁଣ୍ଡାଙ୍କ ଜୟନ୍ତ୍ରୀ ଅବସରରେ ରାଞ୍ଚିରେ ଉଦଘାଟିତ ହେଲା ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସି ମାଧ୍ୟମରେ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରାହାଳୟ ଉଦଘାଟନ କରିଛନ୍ତି ।ଏହି ଅବସରରେ…

ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଲା ଶିମିଳିପାଳ

ମୟୁରଭଞ୍ଜ: ଗତ ୧ତାରିଖରୁ ଖୋଲିଥିବା ଶିମିଳିପାଳକୁ ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ଘନ କୁହୁଡ଼ି ହେଉଛି। ବର୍ଷା ସମୟରେ ଶିମିଳିପାଳ ଭିତରକୁ ଯିବା ବିପଦପୂର୍ଣ୍ଣ। ଏନେଇ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହିପରି ଘୋଷଣା…

୧୦୦ କୋଟିର ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କଲା ମାଲକାନଗିରି ପୋଲିସ

ମାଲକାନଗିରି : ମାଲକାନଗିରି ପୋଲିସକୁ ସଫଳତା । ସ୍ୱଭିମାନ ଅଞ୍ଚଳରୁ ଏକ ଲକ୍ଷ ୮୮ ହଜାର ଟଙ୍କାର ବେଆଇନ ଗଞ୍ଚେଇ ଗଛକୁ ନଷ୍ଟ କରିଛି ମାଲକାନଗିରି ପୋଲିସ । ଏହି ଗଞ୍ଜେଇର ବଜାର ମୂଲ୍ୟ ୧୦୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ମାଲକାନଗିରି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସ୍ୱଭିମାନ ଅଞ୍ଚଳରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଝାରସୁଗୁଡ଼ାର ହୀରାକୁଦ ବିସ୍ଥାପିତଙ୍କୁ ଦିଆଯିବ ଘରଡିହ

ଝାରସୁଗୁଡ଼ା: ହୀରାକୁଦ ବିସ୍ଥାପିତଙ୍କ ଦୀର୍ଘ ଦିନର ସମସ୍ୟା ଦୂର ହେବ । ନଦୀ ବନ୍ଧ ପ୍ରକଳ୍ପ ଦ୍ୱାରା ଝାରସୁଗୁଡ଼ାର ବିସ୍ଥାପିତଙ୍କୁ ଘରଡିହ ଯୋଗାଇ ଦେବେ ସରକାର । ଝାରସୁଗୁଡ଼ାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ଅବସରରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଝାରସୁଗୁଡ଼ାବାସୀ ପାଇଲେ ସ୍ମାର୍ଟ ହେଲଥ୍ କାର୍ଡ

ଝାରସୁଗୁଡ଼ା: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ଝାରସୁଗୁଡା ଜିଲ୍ଲା । ଆଜି ଜିଲ୍ଲାବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଉପକୃତ ହେବେ ଜିଲ୍ଲାର ୧ ଲକ୍ଷ ୧୫ ହଜାର ଲୋକ ।…

ଜୋତାରେ ମଦ ଢାଳି ପିଇଲେ ଅଷ୍ଟ୍ରେଲିଆ ଖେଳାଳି, ଦେଖନ୍ତୁ ସେଲିବ୍ରେସନ୍ ଭିଡିଓ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ୧୪ ବର୍ଷ ପରେ ଅଷ୍ଟ୍ରେଲିଆ ହାତରେ ଲାଗିଛି ଟି-ଟ୍ୱେଣ୍ଟି ବିଶ୍ୱକପ୍ । ୨୦୨୧ରେ କଙ୍ଗାରୁ ବାହିନୀର ଚାମ୍ପିଅନ୍ ସ୍ୱପ୍ନ ସାକାର ହୋଇଛି । ନ୍ୟୁଜିଲାଣ୍ଡଠାରୁ ମ୍ୟାଚ୍ ଜିତିବା ପରେ ପାର୍ଟିରେ ମସଗୁଲ୍ ହୋଇଥିଲା ଟିମ୍ । ଡ୍ରେସିଂ ରୁମରେ ଜବରଦସ୍ତ…

ଜାପାନ ରାଜକୁମାରୀ ମାକୋଙ୍କ ପ୍ରେମ ବିବାହ: ଏବେ ଦେଶ, ରାଜମହଲ ଛାଡି ରହିବେ ନ୍ୟୁୟର୍କରେ

ଟୋକିଓ: ପ୍ରେମ ପାଇଁ ଜାପାନ ରାଜକୁମାରୀ ମାକୋ ସବୁ କିଛି ଛାଡିଲେ । ନିଜ ପ୍ରିୟର ମଣିଷଟିକୁ ପାଇବା ପାଇଁ ସେ ରାଜମହଲ, ରାଜକୀୟ ସମ୍ମାନ ଓ ଶେଷର ଦେଶ ବି ଛାଡିଲେ । ଗତ ମାସରେ ମାକୋ ଏବଂ କେଇ କୋମୁରୋ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଗତକାଲି ରାତିରେ ସେମାନେ ନ୍ୟୁୟର୍କରେ ପଂହଚିଛନ୍ତି ।…

ଆମେରିକାରେ ଚାକିରୀ ପ୍ରତି ହେଉଛି ମୋହ ଭଙ୍ଗ, ଛୁଟୁଛି ଇସ୍ତଫାର ସୁଅ

ନୂଆଦିଲ୍ଲୀ:ଉତମ କ୍ୟାରିୟର ଏବଂ ଅଧିକ ଅର୍ଥ ରୋଜଗାର ପାଇଁ ଆମେରିକାକୁ ଚାକିରୀ ନିମନ୍ତେ ବିଭିନ୍ନ ଦେଶରୁ ଲୋକ ଏଠାକୁ ଆସିଥାନ୍ତି । କରୋନା ମହାମାରୀ ପରେ ଏବେ କିନ୍ତୁ ବଡ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଚୀନ ପରେ ଆମେରିକାରେ ଚାକିରୀ ପ୍ରତି ଯୁବପିଢ଼ୀଙ୍କ ମୋହ ଭଙ୍ଗ ହେଉଛି । ଅଗଷ୍ଟରେ…

ରାଜ୍ୟରେ ଦୁଇ ଶହ ତଳକୁ ଖସିଲା ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସିବ କରୋନା କେସ୍ । ଆଜି ଦୈନିକ ସଂକ୍ରମଣ ଦୁଇ ଶହ ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହନଟ ହୋଇଛନ୍ତି ୧୮୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୦୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୬ । ୧୮ ବର୍ଷ ଭିତରେ ଆଉ ୩୫ ଜଣ ପଜିଟିଭ୍…