Latest Odisha News

BREAKING NEWS

Browsing Category

ଫିଚର

ହାଇଡ୍ରୋଜେନ ବୋମା ପକାଇଲେ ନୱାବ, ଜାଲ ନୋଟ କାରୋବାରରେ ଫଡନାଭିସଙ୍କ ହାତ

ମୁମ୍ବାଇ: ଏନସିପି ନେତା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବିପକ୍ଷରେ ବାକ୍ୟର ହାଇଡ୍ରୋଜେନ ବୋମା ପକାଇଛନ୍ତି । ନୱାବ ଚାଂଚଲ୍ୟକର ବୟାନ ଦେଇଛନ୍ତି ଯେ, ଫଡନାଭିସଙ୍କ ସହ ଜାଲ ନୋଟ କାରୋବାର କରୁଥିବା ଦାଉଦ ଇବ୍ରାହିମର ନିକଟତର ରିୟାଜ ଭାଟିଙ୍କ ଭଲ ସମ୍ପର୍କ…

ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଆସାମରେ ଜରୁରୀ ଅବତରଣ କଲା ବିମାନ, ଯାତ୍ରୀ ସୁରକ୍ଷିତ

ଆସାମ : ଆସାମରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଜରୁରୀ ଅବତରଣ କଲା ବିମାନ। ବୁଧବାର ଆସାମର ସିଲଚରସ୍ଥିତ କୁମ୍ଭଗ୍ରାମରେ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା ଏୟାର ଇଣ୍ଡିଆ ବିମାନ । ହେଲେ ପଛ ଚକାରେ କୌଣସି ତ୍ରୁଟି ଦେଖାଦେବାରୁ ବିମାନକୁ ଜରୁରୀ କାଳିନ ଅବତରଣ କରିବାକୁ ପଡ଼ିଛି । ବିମାନ…

ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ରାଇଫଲ, ୪ଅଫୁଟା ଗୁଳି ଓ ବିଭିନ୍ନ ସାମଗ୍ରୀ ଜବତ

କଳାହାଣ୍ଡି: ପୁଣି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ବିଭିନ୍ନ ସାମଗ୍ରୀ ଜବତ ହୋଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଜଙ୍ଗଲରେ ୭ତାରିଖ ଦିନ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସୂଚନା ଅନୁସାରେ,…

ସିଂଘୁ ବର୍ଡରରେ ଆତ୍ମହତ୍ୟା କଲେ ଆଉ ଜଣେ ଚାଷୀ !

ସିଂଘୁ: ହରିୟାଣାର ସିଂଘୁ ବର୍ଡରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଆଜି ଆଉ ଜଣେ କୃଷକଙ୍କ ମୃତ୍ୟୁ ଘଟିଛି । ବର୍ଡର ନିକଟରେ ଥିବା ଏକ ନୀମ ଗଛରେ ଗୁରପ୍ରୀତ ସିଂଙ୍କ ଶବ ଝୁଲି ରହିଥିଲା । କୁଣ୍ଡଳୀ ଥାନା ପୋଲିସ ଅଧିକାରୀ ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଦେଇଛି । ପ୍ରାରମ୍ଭିକ ତଦନ୍ତରେ…

ଓପିଏଚଡ଼ବ୍ଲ୍ୟୁସି ଡ଼େପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଅଟକ, ଫ୍ରିଜ୍ ହେଲା ବ୍ୟାଙ୍କ ଆକାଉଣ୍ଟ

ଭୁବନେଶ୍ୱର: କୁବେର ବାବୁଙ୍କ ଘରେ ଚାଲିଥିବା ଚଢ଼ାଉ ଶେଷ ହୋଇଛି। ଗତକାଲିଠାରୁ ଓପିଏଚଡ଼ବ୍ଲୁସି ଡ଼େପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଥିଲା ଚଢ଼ାଉ। ଚଢ଼ାଉ ପରେ ସମ୍ପତ୍ତିର ମୂଲ୍ୟାୟନ ଚାଲିଥିଲା। ଆଜି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି ଭିଜିଲାନ୍ସ। ଏହାସହ…

ପୋଲିସର ଗୁଇନ୍ଦା ଯବାନଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ପୁଣି ତାତିଲେ ମାଓବାଦୀ। ପୋଲିସର ଗୁଇନ୍ଦା ଯବାନଙ୍କୁ ହତ୍ୟା କଲେ ମାଓବାଦୀ। ମାଲକାନଗିରି ସୀମାନ୍ତ ଦାନ୍ତେୱାଡ଼ା ଜିଲ୍ଲା ଟେଟମ ଗ୍ରାମରେ ଘଟିଛି ଏହି ଅଘଟଣ। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଟେଟମ ଗାଁରେ ୧୦ରୁ ୧୫ଜଣ ଶସସ୍ତ୍ର ମାଓବାଦୀ ଉମେଶ ମାରକାମ ନାମକ ଜଣେ…

ଭାଇସ ଆଡ଼ମିରାଲ ଆର ହରି କୁମାର ହେବେ ନୌସେନା ମୁଖ୍ୟ

ଦିଲ୍ଲୀ: ଭାଇସ ଆଡ଼ମିରାଲ ଆର ହରି କୁମାରଙ୍କୁ ଦେଶର ପରବର୍ତ୍ତୀ ନୌସେନା ମୁଖ୍ୟଭାବେ ନିଯୁକ୍ତି କରାଯାଇଛି। ସେ ବର୍ତ୍ତମାନ ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ ଫ୍ଲାଗ ଅଫିସର କମାଣ୍ଡିଂ ଇନ ଚିଫ୍ ଭାବେ କାର୍ଯ୍ୟ କରୁଛନ୍ତି। ଆସନ୍ତା ୩୦ରେ ନୂଆ କାର୍ଯ୍ୟର ଦାୟିତ୍ୱ ଗ୍ରହଣ କରିବେ। ପ୍ରତିରକ୍ଷା…

ଆଦିବାସୀଙ୍କ ସେବାରେ ସମର୍ପିତା ପଦ୍ମଶ୍ରୀ ଶାନ୍ତି ଦେବୀ

ଗୁଣପୁର: ଆଦିବାସୀଙ୍କ ସେବାରେ ସମର୍ପିତା ଶାନ୍ତି ଦେବୀଙ୍କୁ ପଦ୍ମଶ୍ରୀ ସମ୍ମାନ । ବିଶିଷ୍ଟ ସମାଜସେବୀ, ଗାନ୍ଧୀବାଦୀ ନେତ୍ରୀ, ସେବା ସମାଜର ପ୍ରତିଷ୍ଠାତା ଶାନ୍ତି ଦେବୀ । ଦୀର୍ଘ ୭ ଦଶନ୍ଧି ଧରି ଅବିଭକ୍ତ କୋରାପୁଟରେ ସମାଜସେବା, ଭୂଦାନ ଓ ସତ୍ୟାଗ୍ରହ ଆନ୍ଦୋଳନ କ୍ଷେତ୍ରରେ ଶାନ୍ତି…

ଟି୨୦ରେ ୪ ଓଭର ଯାକ ମେଡେନ ପକାଇ ରେକର୍ଡ କଲେ ଅକ୍ଷୟ

ନୂଆଦିଲ୍ଲୀ: ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟ ଟୁର୍ଣ୍ଣାମେଂଟରେ ବିଦର୍ଭ ସ୍ପିନର ଅକ୍ଷୟ କର୍ଣ୍ଣେୱାର ଇତିହାସ ରଚିଛନ୍ତି । ସେ ପ୍ରଥମ ଟି୨୦ ବୋଲର ଭାବେ ୪ଟି ଯାକ ଓଭର ମେଡେନ ପକାଇ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ମଣିପୁର ବିପକ୍ଷରେ ସେ ୪ ଓଭରରେ କୌଣସି ରନ ନ ଦେଇ ୨ଟି ଉଇକେଟ…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ରୋହିତ ଅଧିନାୟକ, କୋହଲିଙ୍କୁ ବିଶ୍ରାମ

ନୂଆଦିଲ୍ଲୀ: ୧୭ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ କ୍ରିକେଟ ସିରିଜ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମାଙ୍କୁ ଅଧିନାୟକ ଏବଂ କେଏଲ ରାହୁଲଙ୍କୁ ଉପ ଅଧିନାୟକ ଭାବେ ଚୟନ କରାଯାଇଛି । ବିରାଟ କୋହଲିଙ୍କ ସମେତ ଯଶପ୍ରୀତ ବୁମରାହ, ରବୀନ୍ଦ୍ର…