Latest Odisha News

BREAKING NEWS

Browsing Category

ଫିଚର

ଆପ ପରେ ସୋନୁ ସୁଦ କଂଗ୍ରେସରେ ମିଶିବା ନେଇ ଜୋର ଧରିଲା ଚର୍ଚ୍ଚା !

ଚଣ୍ଡୀଗଡ: ପଞ୍ଜାବ ନିର୍ବାଚନ ପୂର୍ବରୁ ବଲିଉଡ ଅଭିନେତା ସୋନୁ ସୁଦଙ୍କ ଲୋକପ୍ରିୟତା ହାତେଇବା ପାଇଁ ବିଭିନ୍ନ ଦଳ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ଶୁକ୍ରବାର ସୋନୁ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ ଚନ୍ନୀଙ୍କୁ ଭେଟିଥିଲେ । ଏହା ପରେ ସେ କଂଗ୍ରେସରେ ମିଶିବାକୁ ଯାଉଛନ୍ତି ବୋଲି…

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ସହଯୋଗୀଙ୍କର ହେଉ କଲ୍ ରେକର୍ଡ ଯାଞ୍ଚ : ଭକ୍ତ ଦାସ

ଭୁବନେଶ୍ବର : ଥମୁନି ମମିତା ମେହେର ହତ୍ୟା ତାତି । ମମିତା ମେହେରଙ୍କୁ ନ୍ୟାୟ ପାଇଁ ଜନ ଦାବି କରୁଛନ୍ତି ବିରୋଧୀ । ମାମଲାକୁ ନେଇ ସରକାରଙ୍କୁ ଏକଦମ ନାକେଦମ କରିସାରିଲେଣି ବିରୋଧୀ ବିଜେପି ଓ କଂଗ୍ରେସ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର…

ଭଦ୍ରକରେ ଏନକାଉଣ୍ଟର : ପୋଲିସ ଗୁଳିରେ ଆହତ କୁଖ୍ୟାତ ଡକାୟତ ବାପି ପାଣି

ଭଦ୍ରକ : ଭଦ୍ରକରେ ଏନକାଉଣ୍ଟର । ଡକାୟତି ଉଦ୍ୟମ କରୁଥିବା ବେଳେ ପୋଲିସ ଓ ଡକାୟତ ମଧ୍ୟରେ ଗୁଳିବିନିମୟ ହୋଇଛି । ପୋଲସି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ଗୁରୁତର ହୋଇଛି । ତାର ସହେଯାଗୀ ଓମପ୍ରକାଶ ମହାଳିକ ଥାନାରେ ଅଟକ ରଖିଛି ପୋଲିସ । ଅପରାଧୀଙ୍କ ଆକ୍ରମଣରେ ୫ ଜଣ ପୋଲିସ…

ଇଂଲଣ୍ଡ ପରି ଏଥର ରୋଟେଶନ ପଲିସି ଲାଗୁ କରିବ ବିସିସିଆଇ !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପରେ ଏଥର ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଦଳର ଅନେକ ଗୁମର ପଦାରେ ପକାଇଛି । ରବି ଶାସ୍ତ୍ରୀ ଏବଂ ବିରାଟ କୋହଲି ଏଥିନେଇ ସମାଲୋଚିତ ହେବା ସହ ପରୋକ୍ଷରେ ପଦ ହରାଇଛନ୍ତି । କୋଚ ପଦ ଛାଡିବା ପରେ ଖେଳାଳିଙ୍କୁ ବିଶ୍ରାମ ଦିଆଯିବା ଏବଂ ରୋଟେଶନ ପଲିସି ଉପରେ ଶାସ୍ତ୍ରୀ…

ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା, କୋଟିଏରୁ ଅଧିକ ଟଙ୍କାର ୭ କାର ଜବତ

ପଶ୍ଚିମବଙ୍ଗ : ବହୁଚର୍ଚ୍ଚିତ ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ତନାଘନା । କୋଟିଏ ଟଙ୍କାରୁ ଅଧିକ ଟଙ୍କାର ୭ଟି କାର ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଘଟଣାରେ ଇଡି ସାନି ରେଡ୍ କରିବା ସହ କାର ଗୁଡିକୁ ଜବତ କରିଛି । ରୋଜଭ୍ୟାଲି ଦୁର୍ନୀତି ନେଇ ଗତ ୧୦ ତାରିଖରେ ଇଡି…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର : ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ । ଏହା ଏବେ ଆଣ୍ଡାମାନ ସାଗର ଏବଂ ଥାଇଲାଣ୍ଡ ଉପକୂଳରେ ସକ୍ରିୟ ରହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୁତ ହୋଇ ଅବପାତରେ ପରିଣତ ହେବ । ପରେ ଏହା ପଶ୍ଚିମ –ଉତ୍ତର-ପଶ୍ଚିମ ଦିଗରେ ଗତିକରି ଉତ୍ତର ଆଣ୍ଡାମାନ ସାଗର ଏବଂ ଦକ୍ଷିଣ ପୂର୍ବ…

ଆସନ୍ତା ୨୭ ତାରିଖରେ ଭୁବନେଶ୍ବରରେ ବଣ୍ଟାଯିବ BSKY ସ୍ମାର୍ଟକାର୍ଡ

ଭୁବନେଶ୍ବର : ଆସନ୍ତା ୨୭ ତାରିଖରେ ଭୁବନେଶ୍ବରରେ ବଣ୍ଟାଯିବ BSKY ସ୍ମାର୍ଟକାର୍ଡ । ଭୁବନେଶ୍ବରରେ ପ୍ରାୟ ୧ ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଓକାକ୍‌ ସହଯୋଗରେ ୯୯ଟି ରିଟେଲର ସେଣ୍ଟର ଜରିଆରେ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି । ସବୁ ରାସନ କାର୍ଡଧାରୀ ଏହି BSKY ସ୍ମାର୍ଟକାର୍ଡ…

ସୋନୀପତରେ ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ମହିଳା ବକ୍ସରଙ୍କ ଶବ

ସୋନୀପତ: ସୋନୀପତର ଖରଖୌଦା ଅଂଚଳରେ ଜଣେ ଉଦୀୟମାନ ମହିଳା ବକ୍ସରଙ୍କ ଶବ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି । ଉତରପ୍ରଦେଶର ବାଗପତ ଗ୍ରାମର ୨୧ ବର୍ଷୀୟ ଭାବନା ଖରଖୌଦା ବକ୍ସିଂ ଏକାଡେମୀରେ ପ୍ରଶିକ୍ଷଣ ନେଉଥିଲେ । କର୍ମବୀର ନାମକ ଜଣଙ୍କ ଘରେ ସାଙ୍ଗମାନଙ୍କ ସହ ସେ ଭଡା ରହୁଥିଲେ । ସେ…

ପ୍ରମୋଦ ଭଗତଙ୍କୁ ଖେଳରତ୍ନ ସମ୍ମାନ ଦଲେ ରାଷ୍ଟ୍ରପତି

ଦିଲ୍ଲୀ : ଓଡିଆ ପାରା ଅଲିମ୍ପିଆନ ପ୍ରମୋଦ ଭଗତଙ୍କୁ ମିଳିଲା ଖେଳରତ୍ନ ସମ୍ମାନ । ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଖେଳରତ୍ନ ସମ୍ମାନ ଗ୍ରହଣ କରିଛନ୍ତି ପ୍ରମୋଦ ଭଗତ। ଶନିବାର ରାଷ୍ଟ୍ରପତି  ନୂଆଦିଲ୍ଲୀ ଭବନରେ ଖେଳାଳୀ ମାନଙ୍କୁ ପୁରଷ୍କାର ପ୍ରଦାନ କରିଛନ୍ତି । ଟୋକିଓ…

୧୦୦ କୋଟିରେ ସୂର୍ଯ୍ୟବଂଶୀର ଡିଜିଟାଲ ରାଇଟ୍ସ କିଣିଲା ନେଟଫ୍ଲିକ୍ସ

ମୁମ୍ବାଇ: ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ ଅଭିନୀତ ସୁପରହିଟ ଫିଲ୍ମ ସୂର୍ଯ୍ୟବଂଶୀର ଡିଜିଟାଲ ରାଇଟ୍ସ ନେଟଫ୍ଲିକ୍ସ ୧୦୦ କୋଟିରେ କ୍ରୟ କରିଛି । ଡିସେମ୍ବର ପ୍ରଥମ ସପ୍ତାହରେ ଏହା ଓଟିଟି ଫ୍ଲାଟଫର୍ମରେ ରିଲିଜ ହେବ । ଥିଏଟରରେ ଏହା ରିଲିଜ ହେବା ପରଠାରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ବ୍ୟବସାୟ…