Latest Odisha News

BREAKING NEWS

Browsing Category

ଫିଚର

[ଭିଡିଓ] ବାର୍ଦ୍ଧକ୍ୟ ଭତ୍ତା ପାଇଁ ଭାରରେ ବୁହାହେଲେ ୭୬ ବର୍ଷୀୟା ବୃଦ୍ଧା

ରାୟଗଡା: ରାଜ୍ୟର ସମସ୍ତ ଜିଲ୍ଲା ତଥା ଗ୍ରାମାଂଚଳରେ ବିକାଶ ହୋଇଛି ବୋଲି ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକରୁ ସାମ୍ନାକୁ ଆସିଛି ଭିନ୍ନ ଚିତ୍ର । ରାସ୍ତାଘାଟର ଅବ୍ୟବସ୍ଥା ଯୋଗୁଁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦୀର୍ଘ ୨ କି.ମି ଭାରରେ ବୁହା ହେଲେ ୭୬…

ରବି ଶାସ୍ତ୍ରୀ ହେବେ ନୂତନ ଆଇପିଏଲ ଟିମ ଅହମ୍ମଦାବାଦର କୋଚ !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ରବି ଶାସ୍ତ୍ରୀଙ୍କ ଭାରତୀୟ ଟିମର କୋଚ ଦାୟିତ୍ୱ ସମ୍ପୂର୍ଣ୍ଣ ହେବ । ତାଙ୍କ ସ୍ଥାନରେ ମଙ୍ଗ ଧରିବେ ଦି ୱାଲ ଭାବେ ପରିଚିତ ରାହୁଲ ଦ୍ରାବିଡ । ତେବେ ଏହା ପରେ ଶାସ୍ତ୍ରୀ କଣ କରିବେ ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ୨୦୨୨ରେ ଆଇପିଏଲରେ ୮…

ଆଫଗାନିସ୍ତାନ ପ୍ରସଙ୍ଗରେ ଆସନ୍ତା ୧୦ ତାରିଖରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ : ଆସନ୍ତା ୧୦ ତାରିଖରେ ବସିବ ଆଫଗାନିସ୍ତାନ ବ୍ୟାପାର ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ବୈଠକ । ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଋଷ, ଇରାନ ଓ ବିଭିନ୍ନ କେନ୍ଦ୍ର ଏସୀୟ ରାଷ୍ଟ୍ର ଯୋଗ ଦେବେ । ହେଲେ ବୈଠକରେ ଯୋଗ ଦେବନି ପାକିସ୍ତାନ । ସେହିପରି ଚୀନ ଏଯାଏଁ ନିଜ…

ଆଶାରାମ ବାପୁ ଅସୁସ୍ଥ, ଏମ୍ସରେ ଭର୍ତି

ନୂଆଦିଲ୍ଲୀ: ପରିସ୍ରା ସଂକ୍ରମଣ ଏବଂ ଲିଭର ସମସ୍ୟା ଯୋଗୁ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ଏମ୍ସରେ ଭର୍ତି କରାଯାଇଛି । ୮୦ ବର୍ଷୀୟ ଆଶାରାମଙ୍କୁ ୪୮ ଘଂଟା ଯୋଧପୁର ଏମ୍ସରେ ସମ୍ପୂର୍ଣ୍ଣ ଭାବେ ଅବଜରଭେସନରେ ରଖାଯିବ । ୨୦୧୩ରେ ଏକ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ସେ…

କଂଗ୍ରେସରୁ ଇସ୍ତଫା ଦେଲେ ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝୀ

କଳାହାଣ୍ଡି : ରାଜ୍ୟରେ ଭାଙ୍ଗୁଛି କଂଗ୍ରେସ । ଇସ୍ତଫା ଦେଉଛନ୍ତି ଗୋଟିଏ ପରେ ଗୋଟିଏ ନେତା । ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଦୀପ ମାଝୀ ଆଜି ବିଜେଡିରେ ଯୋଗ ଦଇଛନ୍ତି । ଠିକ୍ ଏତିକି ବେଳେ, ହାତ ଛାଡ଼ିଛନ୍ତି ଲାଞ୍ଜିଗଡ଼ ପୂର୍ବତନ ବିଧାୟକ ଶିବାଜୀ ମାଝୀ । ଗତ ୨୦୦୭ ମସିହାରେ…

ଚୀନକୁ କଡା ଜବାବ ଦେଲା ତାଇୱାନ, ବିବାଦ ବଢ଼ିବା ଆଶଙ୍କା !

ତାଇପେ: ବିଶ୍ୱ ସମୁଦାୟର ଚାପ ସତ୍ୱେ ଚୀନ ବାରମ୍ବାର ତାଇୱାନକୁ ଧମକ ଦେବାରେ ଲାଗିଛି । ନିକଟରେ ତାଇୱାନକୁ ଚୀନ ଶାନ୍ତିପୂର୍ଣ୍ଣ ଭାବେ ଦେଶରେ ମିଶିବାକୁ ପ୍ରସ୍ତାବ ଦେଇଥିଲା । ଏହାର ଜବାବରେ ତାଇୱାନର ରାଷ୍ଟ୍ରପତି ସାଇ ଇଙ୍ଗ ୱେନ କହିଥିଲେ, ଆମର ଭାଗ୍ୟ ଚୀନ ନିର୍ଦ୍ଧାରଣ କରିବ ନାହିଁ ।…

ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗାଡି ଆଗରେ କଳା ପତକା ଦେଖାଇ ୩ ଯୁବକ ଅଟକ

ଢେଙ୍କାନାଳ : ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ କଳା ପତାକା ପ୍ରଦର୍ଶନ। ଓଡ଼ିଶା ରାଜ୍ୟ ରାଜସ୍ୱ ଓ ପ୍ରାକୃତିକ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ଆଜି ଅପରାହ୍ନରେ ଢେଙ୍କାନାଳ ଗସ୍ତରେ ଆସିଥିବା ବେଳେ କିଛି ଯୁବକ ତାଙ୍କୁ କଳା ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ ପୋଲିସ ୩ ଜଣ…

କେନ୍ଦୁଝରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, କାଲିଠୁ ଜିଲ୍ଲାର ପ୍ରତି ଥାନା ଘେରାଉ ସହ କୋକେଇ ଶୋଭାଯାତ୍ରା କରିବ ବିଜେପି

କେନ୍ଦୁଝର : ରାଜ୍ୟରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ଆଇନଶୃଙ୍ଖଳା । ଏନେଇ ବିରୋଧୀ ଅଭିଯୋଗ ଆଣିବା ସହ ମମିତା ମେହେର ହତ୍ୟାକାଣ୍ଡ ନେଇ ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ବିଜେପି । ମନ୍ତ୍ରୀ ଯେପର୍ଯ୍ୟନ୍ତ ଇସ୍ତଫା ନଦେଇଛନ୍ତି,…

ଅଜୟଙ୍କୁ ନେଇ ଖୁବ ଶୀଘ୍ର ରୋହିତ ଆରମ୍ଭ କରିବେ ସିଂଘମ ୩

ମୁମ୍ବାଇ: ବଲିଉଡର ହିଟ ମେଶିନ ଭାବେ ପରିଗଣିତ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ସୂର୍ଯ୍ୟବଂଶର ଫିଲ୍ମ ହଲରେ ଧମାଲ ମଚାଇବା ଆରମ୍ଭ କରିଛି । ସିଂଘମ ଓ ସିମ୍ବା ପରି ଅକ୍ଷୟ କୁମାରଙ୍କ ଏହି ଫିଲ୍ମକୁ ଦର୍ଶକମାନେ ବେଶ ପସନ୍ଦ କରିଛନ୍ତି । ରୋହିତ ଇତି ମଧ୍ୟରେ ଅଜୟ ଦେବଗାନଙ୍କୁ ନେଇ ତାଙ୍କର ଆଗାମୀ…

ଜୋତା ଭିତରେ ଲୁଚିଥିଲା ନାଗ

ଭୁବନେଶ୍ୱର : ଜୋତା ଭତରେ ଲୁଚିଥିଲା ନାଗ ସାପ । ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀରେ ଜୋତା ଭିତରୁ ୨ ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରାଯାଇଛି । ରବୀନ୍ଦ୍ର ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ଜୋତା ଷ୍ଟାଣ୍ଡ ତଳେ ଏକ ସାପ ପଶିଥିଲା । ପରେ ସାପଟି ଯାଇ ଯୋତା ଭିତରେ ରହିଯାଇଥିଲା ।…