Latest Odisha News

BREAKING NEWS

Browsing Category

ଫିଚର

ଟି୨୦ ବିଶ୍ୱକପ କ୍ରିକେଟ: ବାୟୋ ବବଲ ନିୟମ ଉଲ୍ଲଂଘନ କରି ଦଣ୍ଡିତ ହେଲେ ଅମ୍ପାୟର

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ବାୟୋ ବବଲ ନିୟମ ଉଲ୍ଲଂଘନ କରି ଦଣ୍ଡିତ ହୋଇଛନ୍ତି ଇଂଲଣ୍ଡ ଅମ୍ପାୟର ମାଇକେଲ ଗାଉ । ଆଇସିସି ତାଙ୍କ ଉପରେ ୬ ମ୍ୟାଚର ପ୍ରତିବନ୍ଧ ଲଗାଇଛନ୍ତି । ଏହା ବ୍ୟତୀତ ତାଙ୍କୁ ୬ ଦିନ ଆଇସୋଲେଶନରେ ରହିବା ପାଇଁ କୁହାଯାଇଛି । ଏହା ପରେ ପରେ ତାଙ୍କ ଟେଷ୍ଟ କରାଯିବ…

ବିଦ୍ୟୁତ ଆଘାତରେ ଚାଷୀ ମୃତ

କେନ୍ଦୁଝର : ବିଦ୍ୟୁତ ଆଘାତରେ ଅକାଳରେ ଚାଲିଗଲା ଚାଷୀଙ୍କ ଜୀବନ। ବଗିଚାରେ ମୋଟରରେ ପାଣି ମଡାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ କେନ୍ଦୁଝର ତୁରୁମଙ୍ଗା ଥାନା ବଲାଣିପଶି ଗାଁର ନୃସିଂହ ମହାନ୍ତ । ନୃସିହ ତାଙ୍କ ପରିବା ବଗିଚାରେ ପାଣି…

ବାଂଲାଦେଶକୁ ହରାଇଲା ଦକ୍ଷିଣ ଆଫ୍ରିକା

ଆବୁଧାବି:ଟି୨୦ ବିଶ୍ୱକପ କ୍ରିକେଟରେ ଆଜି ଏକ ମୁକବିଲାରେ ଦକ୍ଷିଣ ଆଫ୍ରିକା ୬ ଉଇକେଟରେ ବାଂଲାଦେଶକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ ଆଶା ମଜଭୁତ କରିିଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୧୮.୨ ଓଭରରେ ୮୪ ରନ କରି ଅଲଆଉଟ ହୋଇ ଯାଇଥିଲା । କାଗିସୋ ରାବାଡା ଓ ଆର୍ନିଚ ନୋର୍ଟେଜ ୩ଟି…

ଦିଦି ବୁଲୁଛନ୍ତି ଘରକୁ ଘର, କିଏ ନେଇନାହାନ୍ତି ଟିକା କରୁଛନ୍ତି ଚିହ୍ନଟ

ଭୁବନେଶ୍ବର : ଏଣିକି ରାଜ୍ୟରେ ନନଷ୍ଟପ୍ ଚାଲିବ ଟିକାକରଣ । ଆଜିଠୁ ଘର ଘର ବୁଲି ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିଛନ୍ତି ଅଙ୍ଗନବାଡ଼ି ଓ ସ୍ବାସ୍ଥ୍ୟକର୍ମୀ । ପ୍ରଥମ ଡୋଜ୍ ନେବା ପରେ ଦ୍ବିତୀୟ ଡୋଜ୍ ଟିକା ନେବାକୁ ଲୋକ ଭୁଲି ଯାଉଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ଲୋକ…

କୁଚିଣ୍ଡାରେ BSKY ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ୧୫୫୩ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ…

ସମ୍ବଲପୁର : କୁଚିଣ୍ଡାରେ ସମ୍ବଲପୁର ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାର ୭ ଲକ୍ଷ ୭୩ ହଜାର ଲୋକ ଏହି ସୁବିଧା ପାଇବେ । ଏହି ଅବସରରେ କୁଚିଣ୍ଡାର ସରସ୍ବତୀ ଭୋଇ ଜିଲ୍ଲାର ପ୍ରଥମ ହିତାଧିକାରୀ…

କଟକ ବାଦାମବାଡ଼ି କେଏଫସିରେ ଚଢ଼ାଉ, ବାସି ବ୍ରେଡ୍ ଜବତ

କଟକ : କଟକ ବାଦାମବାଡ଼ି କେଏଫସିରେ ଚଢ଼ାଉ । ବାସି ଓ ଏକ୍ସପାଏରୀ ବ୍ରେଡ୍ ରଖିବା ଅଭିଯୋଗରେ ଚଢ଼ାଉ କରିଛି ସିଏମସି ସ୍ବାସ୍ଥ୍ୟ ବିଭାଗ । ଚଢ଼ାଉ ବେଳେ ବିପୁଳ ପରିମାଣର ବ୍ରେଡ୍ ଜବତ କରିଛି ସିଏମ୍‌ସି ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍ । ଚଢ଼ାଉରେ ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର…

ଫେସବୁକର ପୁନଃନାମକରଣକୁ ନେଇ ବଢ଼ିଲା ବିବାଦ

ନୂଆଦିଲ୍ଲୀ : ଫେସବୁକର ପୁନଃନାମକରଣକୁ ନେଇ ବଢ଼ିଲା ବିବାଦ । ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ପୂର୍ବତନ ବସ୍ ଫାନସିସ ହ୍ୟୁଜେନ । ଫେସବୁକର ଆଭ୍ୟନ୍ତରୀଣ କାର୍ଯ୍ୟାବଳୀକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଜୁକରବର୍ଗ କମ୍ପାନୀର…

ଫଡନାଭିସଙ୍କ ବିରୋଧରେ ପୁଣି ଗର୍ଜିଲେ ଏନସିପି ନେତା ନବାବ ମଲିକ

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବିରୋଧରେ ପୁଣି ଗର୍ଜିଲେ ଏନସିପି ନେତା ନବାବ ମଲିକ । କହିଛନ୍ତି ତାଙ୍କ ବିରୋଧରେ ଫଡନାଭିସ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଅଣ୍ଡରଓ୍ବାର୍ଲଡ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ନବାବ…

କାବୁଲରେ ଭୟଙ୍କର ବିସ୍ପୋରଣ : ୧୯ ମୃତ ୫୦ ରୁ ଅଧିକ ଆହତ

ଓଡ଼ିଶା ସମ୍ବାଦ ବ୍ୟୁାରୋ : ଆଫଗାନିସ୍ତାନ ରାଜଧାନୀ କାବୁଲରେ ସର୍ଦ୍ଦାର ମହମ୍ମଦ ଦାଉଦ ଖାନ ମିଲିଟାରୀ ହସ୍ପିଟାଲ ଉପରେ ଭୟଙ୍କର ଆକ୍ରମଣ ହୋଇଛି। ମିଳିଥିବା ସୂଚନା ଅନୁସାରେ ୧୯ ଜଣଙ୍କ ମୃତ୍ୟୁ ହୋଇଯାଇଛି। ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତାଲିବାନର ଡେପୁଟି ମୁଖପାତ୍ର ବିଲାଲ…

ରାଜଧାନୀ ଭୁବନେଶ୍ୱରରେ ଡବଲ ମର୍ଡର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଡବଲ ମର୍ଡର । ତମାଣ୍ଡୋ ଥାନା କଳିଙ୍ଗନଗର ଅଞ୍ଚଳରେ ଡବଲ ମର୍ଡର।୧୦ ବର୍ଷର ପୁଅ ଓ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ। ଘରେ ପଡ଼ିଛି ଉଭୟଙ୍କ ମୃତଦେହ। ଅଭିଯୁକ୍ତ ସ୍ୱାମୀ ଫେରାର। ଘଟଣା ସ୍ଥଳରେ ତମାଣ୍ଡୋ ଥାନା ପୋଲିସର ତଦନ୍ତ ଜାରି।