Latest Odisha News

BREAKING NEWS

Browsing Category

ଫିଚର

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା, ଶେଷରେ ଆର୍ଯ୍ୟନ୍ ଖାନଙ୍କୁ ମିଳିଲା ଜାମିନ

ମୁମ୍ବାଇ : ବହୁଚର୍ଚ୍ଚିତ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଶେଷରେ ଆର୍ଯ୍ୟନ ଖାନଙ୍କୁ ମିଳିଲା ଜାମିନ । ତର୍କ ବିତର୍କ ପରେ ଶେଷରେ ଆର୍ଯ୍ୟନଙ୍କ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ । ୨୬ ଦିନ ଧରି ପୋଲିସ ହେପାଜତରେ ରହିବା ପରେ ଆଶ୍ବସ୍ଥ ହୋଇଛନ୍ତି ଆର୍ଯ୍ୟନ । ଆର୍ଯ୍ୟନଙ୍କ ସହ…

ଜାପାନ ସମୁଦ୍ରରେ ଫାଟିଲା ଜ୍ୱାଳାମୁଖୀ ,ଦେଖାଗଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର୨୪ଟି ଜାହାଜ

ଓଡ଼ିଶା ସମ୍ବାଦ ବ୍ୟୁରୋ : ଜାପାନର ରାଜଧାନୀ ଟୋକିଓ ସମୁଦ୍ରରେ ଜ୍ୱଳାମୁଖୀ ବିସ୍ପୋରଣ ହୋଇଛି।ଏହି ଆଗ୍ନେୟଗିରି ବିସ୍ପୋରଣରେ ଏତେ ଭୟଙ୍କର ଥିଲା ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବୁଡି ଯାଇଥିବା ୨୪ଟି ଜାହାଜ ଦେଖିବାକୁ ମିଳିଛି । ଏହି ଜାହାଜ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ସବୁଠାରୁ ଚର୍ଚ୍ଚିତ…

ନାଗା ଚୈତନ୍ୟଙ୍କ ସହ ଫଟୋକୁ ଡିଲିଟ କରୁଛନ୍ତି ସମନ୍ଥା

ମୁମ୍ବାଇ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡି ନାଗା ଚୈତନ୍ୟ ଓ ସମନ୍ଥାଙ୍କ ବୈବାହିକ ଜୀବନ ବିଧିବଦ୍ଧ ଭାବେ ଭାଙ୍ଗିଛି । ଉଭୟ ପରସ୍ପରର ସହମତରେ ଅଲଗା ହୋଇଛନ୍ତି । ସମନ୍ଥା ଧିରେ ଧିରେ ନାଗାଙ୍କ ସମସ୍ତ ସ୍ମୃତିକୁ ହଟାଇବାରେ ଲାଗିଛନ୍ତି । ୫ ବର୍ଷ ମଧ୍ୟରେ ସୋସିଆଲ ସାଇଟରେ…

ସରକାରୀ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ଏଯାଏଁ ମିଳିଲାନି ୟୁନିଫର୍ମ

କଟକ : ସରକାରୀ ଆଇଟିଆଇରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଡ୍ରେସ୍ କୋଡ୍ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ସରକାର । ଅକ୍ଟୋବର ୨୫ ତାରିଖ ସୁଦ୍ଧା କଟକ ଖପୁରିଆ ସ୍ଥିତ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଗଚ୍ଛିତ ରଖିବା ପାଇଁ ବିଭାଗ ପକ୍ଷରୁ ଆଇଟିଆଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ…

ମହାନଦୀକୁ ଡ଼େଇଁଲେ ଯୁବକ

କଟକ: ମହାନଦୀକୁ ଡ଼େଇଁଲେ ଯୁବକ। କଟକ ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ଓ ମୋବାଇଲ ରଖି ମହାନଦୀକୁ ଡ଼େଇଁଲେ ଯୁବକ। ମହାନଦୀକୁ ଡ଼େଇଁଥିବା ଯୁବକଙ୍କ ଘର ଭୁବନେଶ୍ୱର ବୋଲି ଜଣାପଡ଼ିଛି। ଏଯାଏଁ ତାଙ୍କ ପତ୍ତା ମିଳିନି। ଆଜି ଅପରାହ୍ନ ୩ଟା ସମୟରେ ହଠାତ୍ ଜଣେ ଯୁବକ ବ୍ରିଜ୍ ଉପରେ ସ୍କୁଟି, ହେଲମେଟ ଓ…

ସ୍ୱାମୀଙ୍କୁ ନ୍ୟାୟ ଦାବିରେ ଉଦ୍ଧବ ଠାକ୍‌ରେଙ୍କୁ ଚିଠି ଲେଖିଲେ ସମୀର ୱାଙ୍ଖେଡେଙ୍କ ପତ୍ନୀ

ମହାରାଷ୍ଟ୍ର : ସ୍ୱାମୀଙ୍କୁ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି। ମହାରାଷ୍ଟ୍ର କ୍ରୁଜ୍ ଡ୍ରଗ୍ସ ମାମଲାକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି।ଏନସିବି ଅଧିକାରୀ ସମୀର ୱାଙ୍ଖେଡେ ଏହି ମମାଲାରେ ଅନେକ ଅଭିଯୋଗର ଶିକାର ହୋଇଛନ୍ତି।ଏନେଇ ସ୍ୱାମୀଙ୍କୁ ନ୍ୟାୟ ଦେବା ପାଇଁ ନାକ୍ରୋଟିକ୍ସ…

ସମ୍ପଦ କେନ୍ଦ୍ର ଓ ଜୈବିକ ଖତ କେନ୍ଦ୍ର ସରଞ୍ଜାମର ରକ୍ଷଣାବେକ୍ଷଣା ଓ ମରାମତି ପାଇଁ ଏମଓୟୁ

ଭୁବନେଶ୍ବର : ସମ୍ପଦ କେନ୍ଦ୍ର ଓ ଜୈବିକ ଖତ କେନ୍ଦ୍ର ସରଞ୍ଜାମର ରକ୍ଷଣାବେକ୍ଷଣା ଓ ମରାମତି ପାଇଁ ହୋଇଛି ଏମଓୟୁ । ସମସ୍ତ ପୌରସଂସ୍ଥା ସହ ୩୩ ଆଇଟିଆଇ ମଧ୍ୟରେ ହୋଇଛି ଚୁକ୍ତିପତ୍ର ସ୍ବାକ୍ଷର । ରାଜ୍ୟର ୧୧୪ ପୌରାଞ୍ଚଳରେ ପ୍ରତିଷ୍ଠା କରାଯାଇଛି ଏହି ସମ୍ପଦ କେନ୍ଦ୍ର ଏବଂ ଜୈବିକ ଖତ କେନ୍ଦ୍ର…

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି, ଭୋଟର ତାଲିକା ସଂଶୋଧନ ନେଇ ସର୍ବଦଳୀୟ ବୈଠକରେ ହେବ ଆଲୋଚନା

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତି । ଆସନ୍ତା ୨୦୨୨ରେ ହେବ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ୨୦୨୧ ଜାନୁଆରୀ ପହିଲାରୁ ଭୋଟର ତାଲିକା ପ୍ରଦାନ କରିସାରିଛନ୍ତି କେନ୍ଦ୍ର ନିର୍ବାଚନ କମିଶନ । ତେବେ ଏହି…

କୋଲକାତାରେ ବଢୁଛି ସଂକ୍ରମଣ, ସୋନାରପୁର ପୌରାଞ୍ଚଳରେ ଲାଗୁ ହେଲା ୩ ଦିନିଆ ଲକଡାଉନ୍

ପଶ୍ଚିମବଙ୍ଗ : ଦୁର୍ଗାପୂଜା ପରେ କୋଲକାତାରେ ବଢୁଛି ସଂକ୍ରମଣ । ପ୍ରତିଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ବଢୁଥିବା ବେଳେ, ଏବେ ପଦକ୍ଷେପ ନେଇଛି ସ୍ଥାନୀୟ ପ୍ରଶାସନ । କରୋନା ସଂକ୍ରମଣ ବୃଦ୍ଧି ପରେ ସୋନାରପୁର ପୌରାଞ୍ଚଳକୁ ୩ ଦିନ ପାଇଁ ଲକଡାଉନ୍ ଘୋଷଣା…

କାମ କରି ମିଳୁନି ପାରିଶ୍ରମିକ, ଡିଏଫଓ ଅଫିସ ଘେରାଉ କଲେ ମହିଳା ଶ୍ରମିକ

କେନ୍ଦୁଝର: ବନଖଣ୍ଡ ଅଧିକାରୀକୁ ଘେରିଲେ ମହିଳା ଶ୍ରମିକ। ୭ମାସ ଧରି କାମ କରିଥିଲେ ମଧ୍ୟ ପାରିଶ୍ରମିକ ମିଳିନି। ଫଳରେ ବାଧ୍ୟ ହୋଇ ମହିଳା ଶ୍ରମିକମାନେ ଡିଏଫଓ ଅଫିସ୍ ଘେରାଓ କରିଛନ୍ତି। ଧ୍ୱଂସ ପାଉଥିବା ଜଙ୍ଗଲ ପୁନଃ ସ୍ଥାପନା ନିମନ୍ତେ ଆରମ୍ଭ ହୋଇଛି ବନୀକରଣ। ଏହି ବନୀକରଣ ଚାରାର ଅଭାବ…