Latest Odisha News

BREAKING NEWS

Browsing Category

ଫିଚର

ବନ ବିଭାଗ ପଞ୍ଝାରେ ଅଭିଯୁକ୍ତ, ୨ ଲକ୍ଷ ଟଙ୍କାର ଶାଳ କାଠ ଜବତ

କେନ୍ଦୁଝର : ବନ ବିଭାଗ ହାବୁଡରେ ଧରା ପଡ଼ିଲା ଅଭିଯୁକ୍ତ । ହଳଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଆଜି ବନ ବିଭାଗ ଚଢଉ କରିଛି । କେନ୍ଦୁଝର ହରଚନ୍ଦପୁର ବ୍ଲକ ପିଠାଗୋଳା ଗ୍ରାମର ଏସିଏଫ୍ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ବନ ବିଭାଗ ସ୍କ୍ୱାର୍ଡ ଚଢଉ କରିଥିଲେ। ଅଭିଯୁକ୍ତ ହଳଧର ଘରୁ ବହୁ…

ପିଲାଙ୍କୁ ନିମ୍ନମାନର ଚାଉଳ ଦିଆଯାଉଥିବା ଅଭିଯୋଗ

ଯାଜପୁର: ଚାଉଳରୁ ବାହାରୁଛି ପୋକ। ଏହିପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ। ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବରୁଣେଶ୍ୱର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ଦିଆଯାଉଥିବା ଚାଉଳରେ ପୋକ ବାହାରୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ…

[ଭିଡ଼ିଓ] ଇଲେକ୍ଟ୍ରିକ୍ ମିଟର ବାକ୍ସରୁ ନାଗ ସାପ ଉଦ୍ଧାର

ଭୁବନେଶ୍ୱର : ଇଲେକ୍ଟ୍ରିକ୍ ମିଟର ବାକ୍ସରେ ନାଗ ସାପ । ଭୁବନେଶ୍ୱର ବ୍ରହ୍ମେଶ୍ୱର ପାଟଣାର ବଟକୃଷ୍ଣ ଡାଳୁଆଙ୍କ ଘରେ ଲାଗିଥିବା ଇଲେକ୍ଟ୍ରିକ ମିଟର ବାକ୍ସ ଭିତରୁ ୩ ଫୁଟ ଲମ୍ବର ନାଗ ସାପ ଉଦ୍ଧାର କରାଯାଇଛି । ଆଜି ଦିନ ପ୍ରାୟ ସାଢେ ୧୨ ଟା ପାଖାପାଖି ହେବ ସାପଟି ଘରର ସିଡି ତଳେ ଶୋଇଥିବା ଘର…

ଜାମ୍ମୁ କାଶ୍ମୀରରେ ଗଠନ ହେଲା ସୁରକ୍ଷା ଏଜେନ୍ସି ଏସଆଇଏ, ଘାଟିରୁ ହେବ ଆଙ୍କବାଦୀଙ୍କ ନିପାତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ସରକାର ଆତଙ୍କବାଦ ସହିତ ସମ୍ବନ୍ଧିତ ମାମଲାକୁ ଶୀଘ୍ର ଏବଂ ପ୍ରଭାବଶାଳୀ ତଦନ୍ତ ପାଇଁ ଗୋଟିଏ ନୂଆ ଅନୁସନ୍ଧାନକାରୀ ସଂସ୍ଥା ଏଜେନ୍ସି ଏସଆଇଏ ଗଠନ କରିଛନ୍ତି। ଏହି ଅନୁସନ୍ଧାନ ଏଜେନ୍ସିକୁ ନେଇ ସରକାର କହିଛନ୍ତି କି ଏସଆଇଏ ଦେଶର ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ)…

ନାଇଜେରିଆ ଲାଗୋସରେ ନିର୍ମାଣଧୀନ କୋଠା ଭୁଷୁଡିଲା ,୬ ମୃତ ୧୦୦ ନିଖୋଜ

ଓଡ଼ିଶା ସମ୍ବାଦ ବ୍ୟୁରୋ: ନାଇଜେରିଆର କମରସିଆଲ କ୍ୟାପିଟାଲ ଲାଗୋସ ଠାରେ ଏକ ନିର୍ମାଣଧିନ କୋଠା ଭୁଷୁଡିଯିବା ଫଳରେ ୧୦୦ ରୁ ଅଧିକ ଶ୍ରମିକ ଚାପି ହୋଇଯାଇଥିବା ସୂଚନା ମିଳିଛି । ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ଏକ ଗଣ ମାଧ୍ୟମର…

ସ୍ୱଦେଶୀ ସାମଗ୍ରୀ କିଣି ଦେଶକୁ ଆତ୍ମନିର୍ଭର କରାନ୍ତୁ: କେନ୍ଦ୍ର ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଦିପାବଳୀ ପୂର୍ବରୁ ପର୍ବ ଧନତେରାସକୁ ଆଜି ବହୁ ଜୋରସୋରରେ ପାଳନ କରାଯାଉଛି। ବାସ୍ତବରେ ଧନତେରାସରେ ଦିପାବଳୀର ମହାପର୍ବର ଆରମ୍ଭ ହୋଇଥାଏ। ଆଜି ଯେଉଁ ଶୁଭ ମୂହୂର୍ତ୍ତ ବାହାରିଥାଏ, ସେହି ମଧ୍ୟରେ କିଣାକିଣି କରାଯାଇଥାଏ। ଏହି ଅବସରରେ ବହୁ ନେତାମାନେ ନିଜ ନିଜ ଶୁଭକାମନା…

ଲଜ୍ଜ୍ୟା ! ବିରୁଷ୍କାଙ୍କ ୧୦ ମାସର ଝିଅକୁ ଦୁଷ୍କର୍ମ ଧମକ

ମୁମ୍ବାଇ: ଟି୨୦ ବିଶ୍ୱକପରେ ଭାରତୀୟ ଦଳର ଶୋଚନୀୟ ପ୍ରଦର୍ଶନକୁ ନେଇ ଦର୍ଶକଙ୍କ ମନରେ କୁହୁଳୁଛି ଅସନ୍ତୁଷ୍ଟତାର ନିଆଁ । ଏ ନେଇ ଅନେକ କ୍ରିକେଟ ପ୍ରେମୀ ସୋସିଆଲ୍ ମିଡିଆରେ ଦଳରେ ପରିବର୍ତ୍ତନ ତଥା ଖେଳାଳି ଚୟନ ନେଇ କଟୁ ମନ୍ତବ୍ୟ ଦେଇଥିଲେ । ହେଲେ ନିକଟରେ ଅଧିନାୟକ ବିରାଟ ଓ ଅନୁଷ୍କାଙ୍କ ୧୦…

ପୁଣି ମଇଦାନକୁ ଫେରିବେ ସିକ୍ସର୍ କିଙ୍ଗ୍ ଯୁବରାଜ ସିଂ

ଚଣ୍ଡିଗଡ଼: ବେଶ କିଛି ଦିନ ପୂର୍ବରୁ କ୍ରିକେଟର ଚହଲଙ୍କ ବିରୋଧରେ ଜାତିଆଣ ଆକ୍ଷେପ ମାମଲାରେ ଗିରଫ ହେବା ପରେ ଜାମିନରେ ବାହାରିଥିଲେ କ୍ରିକେଟର୍ ଯୁବରାଜ ସିଂ । ଏ ନେଇ ଯୁବରାଜ ଖୁବ ଚର୍ଚ୍ଚାରେ ରହିଥିଲେ । ହେଲେ ନିକଟରେ ତାଙ୍କର ଏକ ଘୋଷଣା ଅନେକ କ୍ରିକେଟ ପ୍ରେମୀଙ୍କୁ ଖୁସୀ କରିଥିଲାବେଳେ…

ପୁଣି ଚିତାବାଘ ଛାଲ ଜବତ, ୨ଗିରଫ

ମୟୁରଭଞ୍ଜ: ପୁଣି ଏସଟିଏଫ୍ ପଞ୍ଝାରେ ଚିତାବାଘ ଛାଲ ବ୍ୟବସାୟୀ। କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ମନଦା ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ଏଥିରେ ୨ଜଣଙ୍କୁ ଗିରଫ କରାଯାଇଛି। ରାଇରଙ୍ଗପୁର ଫରେଷ୍ଟ ରେଞ୍ଜ ଚାଟଣି ବସ୍ ଷ୍ଟାଣ୍ଡ ନିକଟରୁ ଡ଼ିଲ ଚାଲିଥିବାବେଳେ ଗିରଫ ହୋଇଥିବା ସୂଚନା ମିଳିଛି।…

ଆଜି ପବିତ୍ର ଧନତେରାସ : ସୁନା କିଣିବାକୁ ଦୋକାନରେ ଗ୍ରାହକଙ୍କ ଭିଡ

ଭୁବନେଶ୍ୱର : ଆଜି ପବିତ୍ର ଧନତେରାସ ଓ କାର୍ତ୍ତିକ ତ୍ରୟୋଦଶୀ । ଏହି ପବିତ୍ର ଦିନରେ ସୁନା ବା ରୂପା କିଣିଲେ ପରିବାରର ସୁଃଖ ସମୃଦ୍ଧି ବୃଦ୍ଧିର ବିଶ୍ୱାସ ରହିଥିବାରୁ ଲୋକ ଗହଣା ଦୋକାନରେ ଭିଡ ଜମାଇଛନ୍ତି । ଆଉ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଆକର୍ଷଣୀୟ ଅଫର ଦେଉଛନ୍ତି ଗହଣା…