Latest Odisha News

BREAKING NEWS

Browsing Category

ଫିଚର

ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ ହେଉଛନ୍ତି ଜମ୍ମୁ-କଶ୍ମୀରର କୁଖ୍ୟାତ ଆତଙ୍କୀ

ଲେହ: ଜମ୍ମୁ-କଶ୍ମୀରରେ ଏବେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଟାର୍ଗେଟ କିଲିଂରେ ଅନ୍ୟ ରାଜ୍ୟର ନିରୀହ ଲୋକଙ୍କୁ ଆତଙ୍କବାଦୀମାନେ ହତ୍ୟା କରୁଛନ୍ତି । ଏହାକୁ ରୋକିବା ପାଇଁ ଆଜି ଏହି କେନ୍ଦ୍ର ଶାସିତ ପ୍ରଦେଶର କୁଖ୍ୟାତ ଆତଙ୍କୀଙ୍କୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ କରାଯାଉଛି ।…

ଚାଳକ ବିହୀନ ଦ୍ରୁତଗାମୀ ଟାର୍ଗେଟ ଏୟାରକ୍ରାଫ୍ଟ ‘ଅଭ୍ୟାସ’ର ସଫଳ ପରୀକ୍ଷଣ

ଚାନ୍ଦିପୁର: ହାଇସ୍ପିଡ଼ ଏକ୍ସପେଣ୍ଡେବଲ୍ ଏରିୟଲ ଟାର୍ଗେଟ(ହିଟ୍) ବା ଅଭ୍ୟାସର ପରୀକ୍ଷଣ ସଫଳତାର ସହ ହୋଇଛି। ଚାନ୍ଦିପୁରର ଇଣ୍ଟିଗ୍ରେଟେଡ଼ ଟେଷ୍ଟ ରେଞ୍ଜରୁ ଏହି ଉତକ୍ଷେପଣ କରିଛି ଡ଼ିଆରଡ଼ିଓ। ବିଭିନ୍ନ କ୍ଷେପଣାସ୍ତ୍ର ଓ ବିମାନର ପରୀକ୍ଷଣବେଳେ ଏହାକୁ ଆକାଶରେ ଦ୍ରୁତ ଗତି କରୁଥିବା ଏକ ଟାର୍ଗେଟ…

ପୁରୀରେ ”ମୋ ସରକାର” ବୈଠକ ଅନୁଷ୍ଠିତ

ପୁରୀ : ''ମୋ ସରକାର'' ବୈଠକ । ପୁରୀରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ମୋ ସରକାର ବୈଠକ ଅନୁଷ୍ଠିତ ହୋଇଯାଇଛି। ''ମୋ ସରକାର'' ଅନ୍ତର୍ଗତ ଉପଲବ୍ଧ ସେବା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି।କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ…

ଗଞ୍ଜେଇ, ଅଫିମ ସହ ୮କେଜି ୫୯୬ଗ୍ରାମ ସୁନା ଜବତ

ବ୍ରହ୍ମପୁର: ଖଲ୍ଲିକୋଟ ପୋଲିସକୁ ବଡ଼ ସଫଳତା। ଗଞ୍ଜାମ ଖଲ୍ଲିକୋଟ ଖଜାପଲ୍ଲୀରେ ଜଣେ ଗଞ୍ଜେଇ ଚାଲାଣକାରୀଙ୍କ ଘରେ ପୋଲିସ ଓ ଅବକାରୀ ବିଭାଗର ଚଢ଼ାଉ। ତାଙ୍କ ଘରୁ ୩୪କେଜି ୯୪ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏହାସହ ୧୦କେଜିରୁ ଅଧିକ ଅଫିମ, ୭୫ଲକ୍ଷ ଟଙ୍କା ଏବଂ ୮କେଜି ୫୯୬ଗ୍ରାମ ସୁନା ଜବତ ହୋଇଛି।…

ମୁମ୍ବାଇରେ ଆପାର୍ଟମେଣ୍ଟରେ ଲାଗିଲା ନିଆଁ , ଜଣେ ମୃତ ଅନେକ ଗୁରୁତର

ମୁମ୍ବାଇ : ଭୟଙ୍କର ଅଗ୍ନିକାଣ୍ଡ । ସମସ୍ତଙ୍କ ଆଖି ସାମ୍ନାରେ ମୁମ୍ବାଇ ଲାଲବାଗ ଅଞ୍ଚଳରେ ୬୦ ମହଲା ବିଶିଷ୍ଟ ଏକ ଆପାର୍ଟମେଣ୍ଟରେ ରେ ନିଆଁ ଲାଗି ଯାଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନେକଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ସ୍ଥାନୀୟ କେଇଏମ୍ ହସ୍ପିଟାଲରେ…

ହଜ୍ ଯାତ୍ରା ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

ଦିଲ୍ଲୀ : ହଜ୍ ଯାତ୍ରା ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର ।୨୦୨୨ ହଜା ଯାତ୍ରା ପାଇଁ ତୀର୍ଥ ଯାତ୍ରୀ ଚୟନ ପରୀକ୍ଷା ଆରମ୍ଭ ହୋଇଛି। ଯେଉଁ ବ୍ୟକ୍ତି ମାନେ କରୋନାର ଦୁଇଟି ଡୋଜ୍ ଟିକା ନେଇଥିବେ ସେମାନେ ହଜ୍ ଯାତ୍ରା ପାଇଁ ଆବେଦନ କରିପାରିବେ। ଏହା ସହ ଯାତ୍ରୀ ଚୟନ ଉଭୟ ଭାରତ ଓ ସାଉଦୀ…

ମର୍ମନ୍ତୁଦ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

କାମାକ୍ଷାନଗର : ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳରେ ଚାଲିଗଲା ଶିକ୍ଷକଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ତରାଜଙ୍ଗ ଗାଁ କାଜୁ ଜଙ୍ଗଲ ନିକଟରେ କାର ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଶିକ୍ଷକଙ୍କ ମୃତ୍ୟୁ ହୋଇଯାଇଛି ।ମୃତ ଶିକ୍ଷକ ଜଣକ ହେଉଛନ୍ତି ତରାଜଙ୍ଗ ଗାଁ ର ପ୍ରକାଶ କୁମାର…

୧୮୫ପେଟି ମଦ ଜବତ, ପିକଅପ ଭ୍ୟାନ୍ ଡ୍ରାଇଭର ଗିରଫ

ଯାଜପୁର: ଯାଜପୁର ଅମ୍ବିକାଇ ଛକ ନିକଟରୁ ୧୮୫ପେଟି ମଦ ଜବତ କରାଯାଇଛି। ଘଟଣାରେ ପିକ ଅପ ଭ୍ୟାନର ଡ୍ରାଇଭରକୁ ଗିରଫ କରିଛି ଯାଜପୁର ପୋଲିସ୍। ସୂଚନା ଅନୁସାରେ, ପୁରୁଣା ମଦ ଦୋକାନରୁ ଏହି ମଦ ପେଟି ଗୁଡ଼ିକ ଏକ ପିକ ଅପ୍ ଭ୍ୟାନରେ ଚାଲାଣ ହେଉଥିବା ପୋଲିସକୁ ସୂଚନା ମିଳିଥିଲା। ପରେ ଯାଜପୁର…

୧୩୦ପେଟି ବିଦେଶୀ ନକଲି ମଦ ଜବତ

ରାୟଗଡ଼ା: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରି ୧୩୦ ପେଟି ବିଦେଶୀ ନକଲି ମଦ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ ୬୦ ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି। ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଅନ୍ତରଝୋଲି ନିକଟରେ…

ମମିତା ହତ୍ୟା ଘଟଣା ,ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ସିପିଆଇଏମ

ପୁରୀ : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା କାଣ୍ଡରେ ରାଜରାସ୍ତାକୁ ଓହ୍ଲାଇଲା ସିପିଆଇଏମ । ଏହି ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିିଛି । ରାଜସ୍ୱ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଗିରଫ କରିବା ସହ ଘଟଣାର ଏସଆଇଟି ତଦନ୍ତ କରିବା ପାଇଁ ସିପିଆଇଏମ ପକ୍ଷରୁ ଦାବି କରାଯାଇଛି ।ଆଜି…