Latest Odisha News

BREAKING NEWS

Browsing Category

ଫିଚର

ପଶ୍ଚିମବଙ୍ଗରେ ଆଉ ଜଣେ ଯୁବ ବିଜେପି ନେତାଙ୍କୁ ହତ୍ୟା, ଟିଏମସିକୁ ଦାୟୀ କଲେ ଶୁଭେନ୍ଦୁ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପରେ ବି ହିଂସା କମିବାରେ ନାମ ଧରୁନି । ଆଜି ଉତର ଦିନାଜପୁରରେ ବିଜେପିର ଜଣେ ଯୁବ ନେତା ମିଥୁନ ଘୋଷଙ୍କୁ ହତ୍ୟା କରାଯାଇଛି । ଏହା ପଛରେ ଶାସକ ଟିଏମସିର ହାତ ଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି । ରକ୍ତ ପୀପାସୁ ଅସାମାଜିକ ଶିକାରୀ ତାର…

ସବୁ ରାଜ୍ୟ ପୋଲିସ ମୁଖ୍ୟଙ୍କ ବୈଠକ ଡାକିଲେ ଅମିତ ଶାହ

ନୂଆଦିଲ୍ଲୀ: ସବୁ ରାଜ୍ୟର ପୋଲିସ ମୁଖ୍ୟଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୈଠକ । ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିବେ ଗୃହମନ୍ତ୍ରୀ ଅମିତ ଶାହ । ବୈଠକରେ ସବୁ ରାଜ୍ୟର ପୋଲିସ ଡିଜି ଉପସ୍ଥିତ ରହିବେ । ସୁରକ୍ଷା ଓ ସମନ୍ୱୟ ଦିଗରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ଏହି ବୈଠକ ଅପରାହ୍ଣ…

ଜିଲ୍ଲାସ୍ତରୀୟ ସୂଚନା ଅଧିକାର ପକ୍ଷରୁ କର୍ମଶାଳା

ଭଦ୍ରକ: ଓଡ଼ିଶା ସୂଚନା ଅଧିକାର ଅଭିଯାନ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାର ସମସ୍ତ ସୂଚନା କର୍ମୀଙ୍କୁ ନେଇ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ରାଜ୍ୟ ସଂଯୋଜକ ସୁଧିର ମହାନ୍ତି ଯୋଗଦେଇ ରାଜ୍ୟରେ ସୂଚନା କର୍ମୀଙ୍କ ଉପରେ ହେଉଥିବା ମକଦ୍ଦମା ଓ ଆକ୍ରମଣ…

ପୂଜା ବେଦୀଙ୍କୁ କରୋନା, ଜିଦରେ ନେଇ ନ ଥିଲେ କୋଭିଡ ଟୀକା

ମୁମ୍ବାଇ: ବଲିଉଡର ପୂର୍ବତନ ଅଭିନେତ୍ରୀ ପୂଜା ବେଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ପୂଜାଙ୍କ ଘରେ କାମ କରୁଥିବା ମେଡ ଏବଂ ପ୍ରେମିକ ମଧ୍ୟ ସଂକ୍ରମିତ ହୋଇଛନ୍ତି । ସୋସିଆଲ ସାଇଟରେ ପୂଜା ଏ ନେଇ ସୂଚନା ଦେଇଛନ୍ତି । ନିଜକୁ ସୁସ୍ଥ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି ବୋଲି…

ପ୍ରବଳ ବର୍ଷାରେ ଉବୁଟୁବୁ ଦିଲ୍ଲୀ ,୨୪ ଘଣ୍ଟାରେ ସର୍ବାଧିକ ବୃଷ୍ଟିପାତ ରେକର୍ଡ

ଦିଲ୍ଲୀ : ପ୍ରବଳ ବର୍ଷାରେ ଉବୁଟୁବୁ ଦିଲ୍ଲୀ । ବର୍ଷା ଜାରି ରହିବା ଯୋଗୁଁ ଦିଲ୍ଲୀରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆଜି ବି ସହରରେ ବର୍ଷା ଜାରି ରହିଛି। ଘରୋଇ ପାଣିପାଗି ବିଭାଗ ଏଜେନ୍ସି ସ୍କାଏମେୟ ସୂଚନା ଅନୁସାରେ ଗତ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ସର୍ବାର୍ଧିକ ବୃଷ୍ଟିପାତ ରେକର୍ଡ…

ପ୍ୟାକେଜିଂ ୟୁନିଟରେ ଅଗ୍ନିକାଣ୍ଡ: ୨ମୃତ, ଜୀବନ ବଞ୍ଚାଇବାକୁ ୫ମହଲା ତଳକୁ ଡ଼େଇଁଲେ ଶ୍ରମିକ

ସୁରଟ: ଗୁଜୁରାଟର ସୁରଟ ସହରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୋମବାର ସକାଳେ କାଦୋଡ଼ାରର ଭାରେଲିରେ ଏକ ପ୍ୟାକେଜିଂ ୟୁନିଟରେ ଅଗ୍ନିକାଣ୍ଡ ଘଟି ୨ଜଣଙ୍କ ମୃତ୍ୟୁ ହୋଇଛି। ଭିଭା ପ୍ୟାକେଜିଂ କମ୍ପାନୀର ପଞ୍ଚମ ମହଲାରେ କାମ ଚାଲିଥିଲା। କର୍ମଚାରୀମାନେ କାମ କରୁଥିବା ସମୟରେ ସକାଳ ୪ଟା ୩୦ରେ…

ଦୀପାବଳୀ ସମ୍ପର୍କରେ ଜ୍ଞାନ ଦେଇ ଟ୍ରୋଲ ହେଲେ କୋହଲି

ଦୁବାଇ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ବେଳ ଭଲ ନାହିଁ । ଯାହା ବି କିଛି କରୁଛନ୍ତି ତାହା ତାଙ୍କ ସପକ୍ଷରେ ଯାଉନି । ନିକଟରେ ସେ ଦୀପାବଳୀ ନେଇ ପ୍ରଶଂସକଙ୍କୁ ଜ୍ଞାନ ବାଂଟିଥିଲେ । ମାତ୍ର ଏ ନେଇ ପ୍ରଶଂସକମାନେ ବିଗିଡି ଯିବା ସହ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଏପରିକି…

ଦିଦି ନିଖୋଜ ମାମଲା: ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ, ୩ ଜଣ ନିଲମ୍ବିତ

ବଲାଙ୍ଗିର: କଳାହାଣ୍ଡି ଜିଲ୍ଲା ସନସାଇନ୍ ପବ୍ଲିକ୍ ସ୍କୁଲ ଓ କଲେଜର ଶିକ୍ଷୟିତ୍ରୀ ନିଖୋଜ ମାମଲାରେ ପୋଲିସ ହେପାଜତରୁ ଚମ୍ପଟ ମାରିଛନ୍ତି ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଗୋବିନ୍ଦ ସାବୁ । ଗତକାଲି ପୋଲିସ ବ୍ୟାରେକରୁ ସେ ଛୁ ମାରିଛନ୍ତି । ଏହି ଘଟଣାରେ ୩ ପୋଲିସ କର୍ମଚାରୀଙ୍କୁ…

ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧୪୪୦ ଗ୍ରାମ୍ ସୁନା, ୨୪ ଲକ୍ଷ ଟଙ୍କାର ହାର ଜବତ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆୟ ବର୍ହିଭୂତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ । ଗତକାଲି ୨୩ ଘଣ୍ଟା ଧରି ବିଧାୟକ, ତାଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରେ ରେଡ୍ ହୋଇଥିଲା । ଖୋଳତାଡ ବେଳେ ତାଙ୍କ ଘରୁ ୧୪୪୦ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି । ଏଥିସହ ୨୪…

T20 ବିଶ୍ୱକପ: ଓ୍ୱାର୍ମଅପ୍ ମୁକାବିଲାରେ ଟିମ୍ ଇଣ୍ଡିଆର ୩ ଖେଳାଳିଙ୍କ ଉପରେ ନଜର

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆସନ୍ତା ୨୪ ତାରିଖରେ ଟି-ଟ୍ୱେଣ୍ଟି ବିଶ୍ୱକପରେ ଅଭିଯାନ ଆରମ୍ଭ କରିବ ଭାରତ । ପାକିସ୍ତାନ ବିପକ୍ଷରେ ଖେଳିବ ପ୍ରଥମ ମ୍ୟାଚ୍ । ତାପୂର୍ବରୁ ଆଜି ଇଂଲଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବ । ୨୦ ତାରିଖରେ ଦ୍ୱିତୀୟ ଓ୍ୱାର୍ମଅପରେ ଅଷ୍ଟ୍ରେଲିଆକୁ…