Latest Odisha News

BREAKING NEWS

Browsing Category

ଫିଚର

ଭଦ୍ରକ ସନ୍ଥିଆ ଦୁର୍ଗାମଣ୍ଡପରେ ମାଆ ଦୁର୍ଗାଙ୍କ ଆଜି ମହାନବମୀ ପୂଜା

ଭଦ୍ରକ: ଆଜି ଜଗତଜନନୀ ମାଆ ଦୁର୍ଗାଙ୍କ ମହାନବମୀ ପୂଜା। ଭଦ୍ରକ ସହରର ସନ୍ଥିଆ ନୀଳକଣ୍ଠପୁରରେ ଥିବା ଦୁର୍ଗାମଣ୍ଡପରେ ମହାନବମୀ ପୂଜା ପାଳିତ ହୋଇଯାଇଛି। ସକାଳ ୫ଟା ୪୦ରେ ସୂର୍ଯ୍ୟ ପୂଜା, ପରେ ମାଆଙ୍କ ପାଖରେ ଆରମ୍ଭ ହୋଇଥିଲା ମହାନବମୀ ପୂଜା। ସକାଳୁ ମା’ଙ୍କ ପାଖରେ ଚଣ୍ଡିପାଠ ଆରମ୍ଭ ହୋଇ ଦିନ…

ଶ୍ରୀମନ୍ଦିର ପାଇଁ ଆସିଲା ନୂଆ ଏସଓପି , ଦୀପାବଳି କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ ରହିବ

ପୁରୀ : ଶ୍ରୀମନ୍ଦିର ପାଇଁ ଆସିଲା ନୂଆ ଏସଓପି ବା ଗାଇଡଲାଇନ । କେଉଁ କେଉଁ ଦିନ ମନ୍ଦିର ବନ୍ଦ ରହିବ ତା ଉପରେ ରହିଛି କଟକଣା। ପରିବର୍ତ୍ତିତ ଗାଇଡ ଲାଇନ ମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । ଆସନ୍ତାକାଲି ଠାରୁ ଲାଗୁ ହେବ ନୂଆ ମାର୍ଗଦର୍ଶିକା । ଦଶହରା ପାଇଁ ଆସନ୍ତା କାଲି…

ପ୍ରଫେସର କଲ୍ୟାଣ ଘଡ଼େଇଙ୍କୁ ଆଇ.ଏସ୍.ଇ.ଇ ଫେଲୋ ପୁରସ୍କାର

ଭୁବନେଶ୍ୱର: କାଶୀ ହିନ୍ଦୁ ବିଶ୍ୱ ବିଦ୍ୟାଳୟ ବିଏଚୟୁ ବାରଣାସୀରେ କାର୍ଯ୍ୟରତ ଓଡ଼ିଶା ମାଟିର ପୁଅ ପ୍ରଫେସର କଲ୍ୟାଣ ଘଡ଼େଇଙ୍କୁ ଆଇଏସ୍ଇଇ ଫେଲୋ ଦ୍ୱାରା ପୁରସ୍କୃତ କରାଯାଇଛି। ତାଙ୍କର ଏହି ପୁରସ୍କାର ସେ ଓଡ଼ିଶା ମା’ ମାଟିକୁ ସମର୍ପଣ କରିଛନ୍ତି। ବନାରସ ହିନ୍ଦୁ ୟୁନିଭରସିଟିରେ ୬ଅକ୍ଟୋବରରେ…

ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ପୁରୀ : ପୋଖରୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ଥାନା ଗଣେଶ୍ୱରପୁର ପଞ୍ଚାୟତ ଲୁଣଭାର ଗାଁ ପୋଖରରୀରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ପୋଖରରୀରେ ମୃତଦେହ ଭାସୁଥିବାର ଦେଖି ଗ୍ରାମବାସୀ ଗୋପ ପୋଲିସ କୁ ଖବର ଦେଇଥିଲେ ପୋଲିସ ଘଟଣା ସ୍ଥଳରେ ପହଁଚି…

ସୋନପୁରରେ ଐତିହାସିକ ବଳିଯାତ୍ରା ପାଳିତ

ସୋନପୁର: ସୋନପୁରରେ ଐତିହାସିକ ବଳିଯାତ୍ରା ପାଳିତ ହୋଇଯାଇଛି। ଚଳିତବର୍ଷ ବିନା ଭକ୍ତ ଓ ବରୁଆରେ ବଳିଯାତ୍ରା ହୋଇଛି। ହେଲେ ଚଳିତବର୍ଷ ନୀତିକାନ୍ତିରେ ସୀମିତ ରହିଛି ବଳିଯାତ୍ରା। ରାଜା ରାଜୁଡ଼ା ଅମଳରୁ ପାଳିତ ହୋଇଆସୁଛି ବଳିଯାତ୍ରା। ଅଷ୍ଟଚଣ୍ଡୀଙ୍କ ଏହି ପୀଠରେ ଅଶ୍ୱିନୀ ଅମାବାସ୍ୟାରୁ…

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬ କୋରାନା ଆକ୍ରାନ୍ତ ମୃତ

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ସଂକ୍ରମଣ ବୃଦ୍ଧି ସହ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୨୭୪ କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ…

ପୂଜା ବଜାରରେ ରିଲିଜ୍ ହେଲା ଓଲିଉଡ ଫିଲ୍ମ “ମନ ମୋ ନେଇଗଲୁ ରେ”

ଭୁବନେଶ୍ୱର: ପୂଜା ବଜାରରେ ଆରମ୍ଭ ହୋଇଛି ଓଲିଉଡ ବକ୍ସ ଅଫିସ୍ ଫାଇଟ୍ । ଗୋଟିଏ ପରେ ଗୋଟିଏ ଫିଲ୍ମ ରିଲିଜ୍ ହେବାରେ ଲାଗିଛି । ଏହି ଧାରାରେ ବହୁ ପ୍ରତିକ୍ଷୀତ ଫିଲ୍ମ "ମନ ମୋ ନେଗଲୁ ରେ" ଦର୍ଶକଙ୍କ ସାମ୍ନାକୁ ଆସିଛି । ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତା ଜ୍ୟୋତି ଓ ଭୂମିକା ଦାସ…

ଶେଷ ଥର ପାଇଁ କରୋନା ସଂକ୍ରମଣ ସମ୍ପର୍କୀତ ତଥ୍ୟ ସଂଗ୍ରହ କରିବାକୁ ଚୀନକୁ ହୁ ପଠାଇବ ଟିମ

ଜେନିଭା:କରୋନା ମହାମାରୀ କବଳରେ ସାରା ବିଶ୍ୱରେ ପଡିବା ପରେ ସନ୍ଦେହର ପ୍ରଥମ ଓ ଶେଷ ସୂଇ ଚୀନକୁ ଯାଇଥିଲା । ମାତ୍ର ଚୀନର ଅସହଯୋଗ ଯୋଗୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ସାଇଂଟିଫିକ ଟିମ୍ ଏହାର ଉତ୍ପତିସ୍ଥଳୀ ସ୍ଥଳ ସମ୍ପର୍କରେ ଏବେ ବି ଅଜ୍ଞ । ଗୁରୁବାର ହୁ ଶେଷ ଥର ପାଇଁ ଏହାର ଟିମ ଚୀନ…

ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ମହିଳାଙ୍କ ଜୀବନ ,୪ ଗୁରୁତର

ପୁରୀ : ଦୁର୍ଘଟଣାରେ ଅକାଳରେ ଚାଲିଗଲା ମହିଳାଙ୍କ ଜୀବନ । କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାର ଖାଲକଟାପାଟଣା ଠାରେ ଟ୍ରାଭେରା ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମହେଶ୍ୱର ମହାନ୍ତି ଓ…

ହତ୍ୟା ଅଭିଯୁକ୍ତଙ୍କୁ ରାଉରକେଲା ପୋଲିସର ଏନକାଉଣ୍ଟର

ରାଉରକେଲା: ଗୁଳି ଖାଇଲେ ହତ୍ୟା ଅଭିଯୁକ୍ତ । ଦୁଇ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ରାଉରକେଲା ପୋଲିସ । ଆଜି ଭୋର ୪ଟା ୪୦ରେ ଏହି ଏନକାଉଣ୍ଚର ହୋଇଥିବା ସୂଚନା ମିଳିଛି । ପୋଲିସ ଗୁଳିରେ ଆହତ ହୋିଛନ୍ତି ଦୁଇ ଅଭିଯୁକ୍ତ ମୁସ୍ତାକ ଆଲମ୍ ଓ ମହମ୍ମଦ ଗୁଡୁ । ସେମାନଙ୍କ ଗୋଡ଼ରେ ଗୁଳି ବାଜିଛି…