Latest Odisha News

BREAKING NEWS

Browsing Category

ଫିଚର

ମନିଷ ଅନୁରାଗ ମୃତ୍ୟୁରେ ଟ୍ୱିଷ୍ଟ: ବାରରେ ବିଲକୁ ନେଇ ସାଙ୍ଗଙ୍କ ସହ ବିବାଦ ହୋଇଥିଲା

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ମୃତ୍ୟୁର ଖିଅ ଖୋଜୁଛି ପୋଲିସ । ତଦନ୍ତ ଯେତିକି ଆଗଉଛି ନୂଆ ନୂଆ ତଥ୍ୟ ପ୍ରମାଣ ସାମନାକୁ ଆସୁଛି । ଏବେ ମୃତ୍ୟୁ ମାମଲାରେ ସାମନାକୁ ଆସିଛି ନୂଆ ଟ୍ୱିଷ୍ଟ । ବାରରେ ବିଲକୁ ନେଇ ସେଦିନ ମନିଷ ଓ ସାଙ୍ଗମାନଙ୍କ ମଧ୍ୟରେ…

ଟି୨୦ ବିଶ୍ୱକପ : ବୋଲିଂ କରିବେନି ହାର୍ଦ୍ଦିକ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପୂର୍ବରୁ ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଟୁର୍ଣ୍ଣାମେଂଟରେ ବୋଲିଂ କରିବେ ନାହିଁ । ସେ ଜଣେ ବ୍ୟାଟ୍ସମ୍ୟାନ ଭାବେ ଦଳରେ ସାମିଲ ହେବେ । ତେବେ ଏହି ମନ୍ତବ୍ୟରୁ ଏକ ପ୍ରକାର ସ୍ପଷ୍ଟ ହୋଇଛି ଯେ, ହାର୍ଦ୍ଦିକ ସମ୍ପୂର୍ଣ୍ଣ ଫିଟ ନାହାନ୍ତି…

ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ପାଇଁ ପୂଜା ମଣ୍ଡପରେ ପହଞ୍ଚିଲେ କାଜୋଲ

ମୁମ୍ବାଇ : ଜଗତଜନନୀ ମା’ ଦୁର୍ଗାଙ୍କ ନବରାତ୍ରୀ ପାଇଁ ମାୟାନଗରୀ ମୁମ୍ବାଇ ମଧ୍ୟ ଚଳଚଞ୍ଚଳ ହୋଇପଡ଼ିଛି । ଆଜି ପବିତ୍ର ମହାନବମୀରେ ବଲିଉଡ୍ ବିୟୁଟି କାଜୋଲ ମଧ୍ୟ ନିଜ ପରିବାର ସହ ଆଜି ନବରାତ୍ରୀ ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିଛି । କାଜୋଲ ମୁମ୍ବାଇର ଏକ ପୂଜା ମଣ୍ଡପକୁ ମା ଦୁର୍ଗାଙ୍କ…

ଧୋକାବାଜ ସ୍ୱାମୀଙ୍କୁ ଉତ୍ତର ପ୍ରଦେଶରୁ ଓଡ଼ିଶାରେ ଆସି ଠାବ କଲା ପ୍ରତାରିତ ପତ୍ନୀ

ଯାଜପୁର: ନ୍ୟାୟ ପାଇଁ ଉତ୍ତର ପ୍ରଦେଶରୁ ଓଡ଼ିଶା ଆସି ପହଞ୍ଚିଲେ ମହିଳା। ତାଙ୍କ ସହ ପ୍ରେମ ବିବାହ ପରେ ପ୍ରତାରଣା କରାଯାଇଥିବା ଅଭିଯୋଗ କରିଛନ୍ତି ମହିଳା। ଏଭଳି ଘଟଣା ସାମ୍ନାକୁ ଆସିଜି ଯାଜପୁରରୁ। ବିଂଝାରପୁର ଥାନାରେ ମହିଳାଜଣକ ନିଜ ସ୍ୱାମୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି।…

ବଲିଉଡ ସୁନ୍ଦରୀ ନୋରା ଫତେହୀ ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଇଡିର ସମନ୍

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ନୋରା ଫତେହୀ ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ୍ । ୨୦୦ କୋଟିର ଆର୍ଥିକ ଅନିୟମିତତା ମାମଲାରେ ସମନ୍ ଜାରି ହୋଇଛି । ଆଜି ହାଜର ହେବାକୁ ନୋରାଙ୍କୁ ନିର୍ଦ୍ଦେଶ ରହିଛି । ତାଙ୍କୁ ମନି ଲଣ୍ଡିଂରେ କେସରେ ପଚରାଉଚରା ସହ ବୟାନ…

ମନମୋହନ ସିଂହଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ଉତ୍ତମ ସ୍ୱାସ୍ଥ୍ୟ ଓ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ଜ୍ୱର ଓ ଦୁର୍ବଳ ଅନୁଭବ କରିବା ପରେ ଗତକାଲି ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ମନମୋହନ…

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା: NCB ସାକ୍ଷୀ ନାଁରେ ପୁଣେ ପୋଲିସର ଲୁକଆଉଟ୍ ନୋଟିସ୍

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଏନସିବିର ସାକ୍ଷୀ ନାଁରେ ଲୁକଆଉଟ୍ ନୋଟିସ୍ । ପୁଣେ ସିଟି ପୋଲିସ ସାକ୍ଷୀ କେ.ପି. ଗୋସାବୀଙ୍କ ନାଁରେ ନୋଟିସ୍ ଜାରି କରିଛି । ତାଙ୍କୁ ଡ୍ରଗ୍ସ କେସ୍ ମାମଲାରେ ସାକ୍ଷୀ କରିଛି ଏନସିବି । ଶାହାରୁଖ ଖାନଙ୍କ ପୁଅ ଗିରଫ ହେବା ଦିନ ଆର୍ୟନଙ୍କ ସହ ସେଲଫି ନେଇ…

IPL ଫାଇନାଲରେ କେବେ ହାରିନି କେକେଆର୍, ଚେନ୍ନାଇ ପାଇଁ ଚ୍ୟାଲେଞ୍ଜ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆଇପିଏଲ୍ ଫାଇନାଲ୍ ଚୂଡ଼ାନ୍ତ ହୋଇଛି । ଆସନ୍ତାକାଲି ଟ୍ରଫି ପାଇଁ ଲଢ଼ିବେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ୍ ରାଇଡର୍ସ । ୩ ଥର ଚାମ୍ପିଅନ୍ ବନାମ ୨ ଥର ଚାମ୍ପିଅନ୍ ମଧ୍ୟରେ କଡ଼ା ମୁକାବିଲା ହେବ । କୋଲକାତା ବିପକ୍ଷରେ ଫାଇନାଲ୍ ମୁକାବିଲା…

ଉପର ତଳ କରୋନା ଗ୍ରାଫ୍: ଆଜି ରାଜ୍ୟରୁ ୫୨୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପର ତଳ ହେଉଛି । କେବେ ୫୦୦ ତ କେବେ ୬୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି . ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୫୨୧ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୬୫ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଆଜି ସାମାନ୍ୟ କମିଛି ସଂକ୍ରମଣ…

ଆର୍ୟନଙ୍କୁ ବେଲ୍ ମିଳିବ କି ନାହିଁ, ଆଜି ପୁଣି ଶୁଣାଣି

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ କେସରେ ଜୁନିଅନର କିଙ୍ଗ ଖାନଙ୍କ ଜାମିନ ମିଳିବ କି ନାହିଁ ? ଆଉ କେତେ ଦିନ ଶାହାରୁଖଙ୍କ ପୁଅକୁ ଅପେକ୍ଷା କରିବାକୁ ପଡ଼ିବ ? ଗତକାଲିର ଅସମାପ୍ତ ଶୁଣାଣି ଆଜି ପୁଣି ଥରେ ମୁମ୍ବାଇର ସ୍ୱତନ୍ତ୍ର ଏନସିପିଏସ୍ କୋର୍ଟରେ ହେବ । ଗତକାଲିର ଶୁଣାଣିକୁ ଆଜି ଯାଏ ଘୁଞ୍ଚାଇ…