Latest Odisha News

BREAKING NEWS

Browsing Category

ଫିଚର

ଆତଙ୍କବାଦୀ କସାବଙ୍କୁ ଧରିଥିବା ଆଇପିଏସ୍ ଅଧିକାରୀଙ୍କୁ ମିଳିଲା ଏନଆଇଏର ଡିଜି ଦାଇତ୍ୱ

ମୁମ୍ବାଇ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ l ୧୯୯୦ ବ୍ୟାଚ ମହାରାଷ୍ଟ୍ର କ୍ୟାଡର ଆଇପିଏସ୍ ଅଧିକାରୀ ସଦାନନ୍ଦ ବସନ୍ତ ଦାତେ ଙ୍କୁ ମିଳିଲା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)ର ଡିଜି ପଦବୀ । ଦାତେ ଙ୍କ ସହ ଅନ୍ୟ ଦୁଇଜଣ ଆଇପିଏସ୍ ଅଧିକାରୀଙ୍କ ନିଯୁକ୍ତି…

ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ ବିପକ୍ଷରେ ଲଢ଼ିବେ କଂଗ୍ରେସର ୟାମି ଗୌତମ!

ସିମଲା: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଯେତିକି ଫିଲ୍ମରେ ଚର୍ଚ୍ଚିତ ସେତିକି ରାଜନୀତିରେ ମଧ୍ୟ l କଙ୍ଗନାଙ୍କୁ ଭାରତୀୟ ଜନତା ପାର୍ଟି ତାଙ୍କୁ ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ନିର୍ବାଚନମଣ୍ଡଳୀରୁ ଟିକେଟ ଦେଇଛି । ତେବେ କଙ୍ଗନାଙ୍କ ବିପକ୍ଷରେ କିଏ ପ୍ରାର୍ଥୀ ହେବ ତାହା କଳ୍ପନା ଜଳ୍ପନା…

ପଶ୍ଚିମବଙ୍ଗରେ ବିଜେପିର ମାଷ୍ଟର ଷ୍ଟ୍ରୋକ୍, ମହୁଆ ମୋଇତ୍ରଙ୍କ ବିରୋଧରେ ରାଜ ପରିବାରରୁ ଅମୃତା ରାୟଙ୍କୁ ଟିକେଟ

କୋଲକାତା: ରବିବାର (୨୪ ମାର୍ଚ୍ଚ) ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି ବିଜେପି । ଏଥିରେ ୧୧୧ ପ୍ରାର୍ଥୀଙ୍କ ନାମ ରହିଥିବାବେଳେ ଦଳ ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ ରାଜମାତା ଅମୃତା ରାୟଙ୍କୁ ଟିକେଟ୍ ଦେଇଛି। ସେ ଟିଏମସି ନେତା ମହୁଆ ମୋଇତ୍ରଙ୍କ ସହ…

ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ କୁଖ୍ୟାତ ଚନ୍ଦନ ତସ୍କର ବୀରପନ୍ନଙ୍କ ଝିଅ

ଚେନ୍ନାଇ : ପାଖେଇ ଆସୁଛି ଲୋକସଭା ନିର୍ଵାଚନ l ସରଗରମ ରାଜ୍ୟ ଠାରୁ ଦେଶ ରାଜନୀତି l ବିଭିନ୍ନ ସ୍ଥାନରେ ପ୍ରାର୍ଥୀକୁ ନେଇ ଲାଗିରହିଛି ଚର୍ଚ୍ଚା l ଏଥର ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କୁଖ୍ୟାତ ଚନ୍ଦନ ତସ୍କର ବୀରପନ୍ନଙ୍କ ଝିଅ ବିଦ୍ୟା ରାଣୀ l ଆସନ୍ତା ଏପ୍ରିଲ ୧୯ ରେ…

ଭଲ ପାଠକଟିଏ ହିଁ ଲେଖକ ହେଇପାରେ : ପୁଷ୍ପାଞ୍ଜଳି ପଣ୍ଡା

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ପୁଷ୍ପାଞ୍ଜଳି ପଣ୍ଡା ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

ରେଳ ଗନ୍ତବ୍ୟସ୍ଥଳ ଆଲର୍ଟ: ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ଖାସ ସୁବିଧା

ନୂଆଦିଲ୍ଲୀ: ଆଧୁନିକ ହେଉଛି ଭାରତୀୟ ରେଳ l ନିକଟ ଅତୀତରେ ଭାରତୀୟ ରେଳ ପରିବର୍ତ୍ତନର ଏକ ପର୍ଯ୍ୟାୟ ଦେଇ ଗତି କରୁଛି। ବନ୍ଦେ ଭାରତ ଏବଂ ଅମୃତ ଭାରତ ଭଳି ଟ୍ରେନ୍ ଲୋକମାନଙ୍କର ଯାତ୍ରାକୁ ନୂଆ ଅନୁଭୂତି ଦେଇଛି | ଅମୃତ ଭାରତ ଷ୍ଟେସନ ଯୋଜନା ରେଳ ଷ୍ଟେସନକୁ ଏକ ଆଧୁନିକ ରୂପ ଦେଇଛି। ଏହା…

ହ୍ବାଟ୍ସଆପ୍ ରେ ଆସୁଛି ନୂଆ ଫିଚର୍ସ୍, ବାର୍ତ୍ତା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ

ନୂଆଦିଲ୍ଲୀ: ମେଟା ମାଲିକାନାରେ ଥିବା ମେସେଜିଂ ଆପ୍ ହ୍ବାଟ୍ସଆପ୍ ନୂତନ ଫିଚର୍ସ୍ ଉପରେ କ୍ରମାଗତ ଭାବରେ କାର୍ଯ୍ୟ କରୁଛି | ଗତ କିଛି ଦିନ ମଧ୍ୟରେ ହ୍ବାଟ୍ସଆପ୍ ଅନେକ ନୂତନ ଫିଚର୍ସ୍ ପରୀକ୍ଷା କରିଛି। ବର୍ତ୍ତମାନ ହ୍ବାଟ୍ସଆପ୍ ଅନ୍ୟ ଏକ ନୂତନ ଫିଚର୍ସ୍ ଗୁଡିକ ପରୀକ୍ଷା କରୁଛି, ଯେଉଁଥିରେ…

କିମ୍ସ ଗ୍ରାମୀଣ ଡାକ୍ତରଖାନା ଓ କଲରାବାଙ୍କ ସ୍ମାର୍ଟ ଭିଲେଜର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଲୋକାର୍ପଣ ହେଲା କିମ୍ସ ଗ୍ରାମୀଣ ଡାକ୍ତରଖାନା । କଟକ ଜିଲ୍ଲା କଲରାବାଙ୍କଠାରେ କିମ୍ସ ଗ୍ରାମୀଣ ଡାକ୍ତରଖାନା ଏବଂ କଲରାବାଙ୍କ ସ୍ମାର୍ଟ ଭିଲେଜକୁ ଆଭାଷୀ ମାଧ୍ୟମରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୯ଟି କିମ୍ସ ଗ୍ରାମୀଣ…

ବଢିଲା ସରପଞ୍ଚଙ୍କ ଦରମା, ମାସିକ ପାଇବେ ୧୦ହଜାର ଟଙ୍କା

ଭୁବନେଶ୍ବର: ରାଜ୍ୟର ସମସ୍ତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବାବଦରେ ୭୯.୮୮ କୋଟି ଟଙ୍କା ଖର୍ଚ୍ଚ ହୋଉଥିଲା। ବର୍ଦ୍ଧିତ ରାଶି ଅନୁଯାୟୀ…

ଦୁଇ ଦିନ ଧରି ହୁ ହୁ ହୋଇ ଜଳୁଛି ଅର୍ଜୁନପାଣି ଜଙ୍ଗଲ

ନବରଙ୍ଗପୁର: ଦୁଇ ଦିନ ଧରି ହୁ ହୁ ହୋଇ ଜଳୁଛି ଜଙ୍ଗଲ। ବିପଦରେ ବନ୍ୟଜନ୍ତୁ, ଜଳୁଛି ବଡ଼ ବଡ଼ ଗଛ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତହୋରା ଅର୍ଜୁନପାଣି ଜଙ୍ଗଲରେ ଦୁଇ ଦିନ ହେବ ନିଆଁ ଲାଗିରହିଛି। ଉକ୍ତ ଜଙ୍ଗଲଟି ଅର୍ଜୁନ ପାଣି ଯିବା ରାସ୍ତା କଡ଼ରେ ରହିଛି। ପ୍ରତିବର୍ଷ ଏହି ସମୟରେ…