Latest Odisha News

BREAKING NEWS

Browsing Category

ଫିଚର

ବାଲେଶ୍ବର ତାଳକୁରୁଣିଆରେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍, ଦୁଇ ରାଉଣ୍ଡ ଗୁଳି ଫୁଟାଇ ଖସିଗଲେ ଦୁର୍ବୃତ୍ତ

ବାଲେଶ୍ବର : ବାଲେଶ୍ବରରେ ମାତିଛନ୍ତି ଲୁଟେରା । ବାହାନଗା ବ୍ଲକ ତଳକୁରୁଣିଆ ଛକରୁ ମହିଳାଙ୍କ ବେକରୁ ସୁନାଚେନ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମହିଳା ଜଣକ ସ୍କୁଟିରେ ଯାଉଥିବା ବେଳେ ଦୁଇ ଜଣ ତାଙ୍କୁ ଅଟକାଇଥିଲେ । ପରେ ଛୁରୀ ଦେଖାଇ ଭୟଭୀତ କରି ମହିଳାଙ୍କ ବେକରୁ ସୁନା ଚେନ ଛିଡ଼ାଇ ନେଇ ପଳାଇ…

ପୋଖରୀରେ ବୁଡି ଚାଲିଗଲା ୨ ଭଉଣୀଙ୍କ ଜୀବନ

ମାଲକାନଗିରି : ପୋଖରୀରେ ଗାଧୋଇବା ହେଲା କାଳ। ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡିଯାଇ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଯାଇଛି । ମାଲକାନଗିରି ଜିଲ୍ଲା ପେଡ଼ାକୋଣ୍ଡା ପଞ୍ଚାୟତର ମଙ୍ଗ ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାପା ମାଆ ଜମିକୁ ଚାଷ କାର୍ଯ୍ୟ ପାଇଁ ଯାଇଥିବା ବେଳେ ବଡ…

ପାର୍ବଣ ପାଇଁ କଡ଼ା ହେଲା କଟକଣା : ସୋମବାରରୁ ଟ୍ବିନ୍ ସିଟିରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର : ପାର୍ବଣ ପାଇଁ କଡା ହେଲା କଟକଣା । ଦୁର୍ଗାପୂଜାରେ ଭିଡ ହେବାର ସମ୍ଭାବନା ଥିବାରୁ ଆସନ୍ତା ସୋମବାରରୁ ଟୁଇନ୍ ସିଟି ଭୁବନେଶ୍ବର ଓ କଟକରେ ଆରମ୍ଭ ହେବ ନାଇଟ କର୍ଫ୍ୟୁ । ରାତି ୮ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ଲାଗୁ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା…

ନନ୍ଦନକାନନକୁ ଆସିଲେ ୮ ରାଜସ୍ଥାନୀ ଜନ୍ତୁ

ଭୁବନେଶ୍ବର : ନନ୍ଦନକାନନକୁ ଆସିଲେ ରାଜସ୍ଥାନ ଜନ୍ତୁ । ରାଜସ୍ଥାନ ନହରଘର ବାୟୋଲୋଜିକାଲ ପାର୍କରୁ ନନ୍ଦନକାନନକୁ ଆସିଛନ୍ତି ୮ଟି ନୂଆ ଅତିଥି । ଏମାନଙ୍କ ମଧ୍ୟରେ ଦୁଇଟି ଗଧିଆ, ଦୁଇଟି ଘଡିଆଳ କୁମ୍ଭୀର, ଦୁଇଟି କଲରା ପତରିଆ ବାଘ ଏବଂ ୨ଟି ଚିଙ୍କାରା ହରିଣ ରହିଛନ୍ତି । ଏମାନେ ଗତକାଲି…

ଆଫଗାନିସ୍ତାନ କୁଣ୍ଡୁଜ ମସଜିଦ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କଲା ଆଇଏସ-କେ

ଆଫଗାନିସ୍ତାନ : ଆଫଗାନିସ୍ତାନର କୁଣ୍ଡୁଜ ମସଜିଦ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କରିଛି ଆଇଏସ-କେ । ଆଫଗାନିସ୍ତାନରୁ ଆମେରିକା ବିଦାୟ ନେବା ପରଠାରୁ ଏହି ବିସ୍ଫୋରଣ ସବୁଠାରୁ ବଡ଼ ବିସ୍ଫୋରଣ । ସ୍ଥାନୀୟ ସୟଦ ଆବାଦ ମସଜିଦରେ ଏହି ବିସ୍ଫୋରଣ ଘଟିଥିଲା । ଉକ୍ତ ମସଜିଦ ସଂଖ୍ୟାଲଘୁ ସିହା…

କଶ୍ମୀରରେ ହିନ୍ଦୁଙ୍କ ହତ୍ୟା ଘଟଣାକୁ ନେଇ ବରଗଡ଼ ବଜରଙ୍ଗୀ ଦଳର ବିକ୍ଷୋଭ

ବରଗଡ଼ : ବରଗଡ଼ରେ ବଜରଙ୍ଗୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । କଶ୍ମୀରରେ ନିରୀହ ହିନ୍ଦୁ ମାନଙ୍କୁ ହତ୍ୟା କରାଯାଇଥିବା ନେଇ ବରଗଡ଼ ଗାନ୍ଧୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବଜରଙ୍ଗୀ ଦଳର କର୍ମୀମାନେ । ଆତଙ୍କବାଦୀମାନଙ୍କ ପୋଷ୍ଟର ଓ ପାକିସ୍ତାନୀ ପତାକାରେ କୁଶପୁତ୍ତଳିକା ଦାହ କରିଥିଲେ…

ଚର୍ଚ୍ଚାରେ ଆକାଂକ୍ଷା, ୯ ଫୁଟରୁ ଅଧିକ ଲମ୍ବ କେଶର ଅଧିକାରିଣୀ

ମୁୁମ୍ବାଇ: କାଳ୍ପନିକ ଦୁନିଆରେ ଅନେକ କାର୍ଟୁନ ଚରିତ୍ରଙ୍କର ଅତ୍ୟଧିକ ଲମ୍ବା କେଶ ଥିବା ଆମେ ଦେଖିଆସିଛୁ । ହେଲେ ଏବେ ଏମିତି ଜଣେ ଯୁବତୀ ସାମ୍ନାକୁ ଆସିଛନ୍ତି, ଯାହାଙ୍କୁ କେଶର ଲମ୍ବା ୩.୦୧ ମିଟର ତଥା ୯ ଫୁଟ୍ ୧୦.୫ ଇଂଚ ରହିଛି । ସବୁଠୁ ଲମ୍ବା କେଶ ରଖିବା ନେଇ ଆକାଂକ୍ଷା…

ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ

ଯାଜପୁର: ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ। କେଉଁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁଙ୍କ ନିକଟରୁ ୧୦ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ସେ ଟଙ୍କା ନେଇ ଯାଉଥିବା ଖବର ପାଇଥିଲା ଭିଜିଲାନ୍ସ।…

ମାତିଛନ୍ତି ସାଇବର ଠକ

ଭୁବନେଶ୍ୱର : ମାତିଛନ୍ତି ସାଇବର ଠକ । ରାଜଧାନୀର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଭୁଆଁ ବୁଲାଇ ଲୁଟିବାରେ ଲାଗିଛନ୍ତି ଠକମାନେ । ଦିନ ଦ୍ୱିପ୍ରହରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି । ଏନେଇ ବାରମ୍ବାର ସଚେତନତା କରାଯାଇଥିଲେ ମଧ୍ୟ ଲୋକମାନେ ଚେତୁନାହାନ୍ତି । ଫଳରେ ବେଳକୁ ବେଳ ସାଇବର ଠକେଇ…

ଏନସିବିକୁ ଟାର୍ଗେଟ କଲେ ନବାବ ମଲିକ: ୧୧ଜଣଙ୍କ ମଧ୍ୟରୁ କାହିଁକି ୩ଜଣଙ୍କୁ ଛାଡି ଦିଆଗଲା

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଆଜି ଏନସିପି ନେତା ନୱାବ ମଲିକ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)କୁ ଟାର୍ଗେଟ କରିଛନ୍ତି । ୧୧ଜଣଙ୍କୁ ଏନସିବି ଅଧିକାରୀ ସମୀର ୱାଙ୍ଖେଡ ଅଟକ ରଖିଥିଲେ ମଧ୍ୟ ୩ଜଣଙ୍କୁ କାହିଁକି ଛାଡି ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି…