Latest Odisha News

BREAKING NEWS

Browsing Category

ଫିଚର

ସ୍ତ୍ରୀର ତଣ୍ଟି କାଟି ଦେଲା ସ୍ୱାମୀ

ଖୋର୍ଦ୍ଧା: ସ୍ୱାମୀ ସାଜିଲା ସୈତାନ୍ । ସ୍ତ୍ରୀର ତଣ୍ଟି କାଟିଦେଲା । ଶ୍ୱଶୂର ଘରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଛି ସ୍ୱାମୀ । ଏହାପରେ ଚମ୍ପଟ ମାରିଛି । ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଗୁରୁଜଙ୍ଗରେ ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକଙ୍କ ନାଁ ଇନ୍ଦିରା ପ୍ରିୟଦର୍ଶୀ…

ସୁନାବେଡାରେ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା

କୋରାପୁଟ : ସୁନାବେଡା ମହିଳା ମହାବିଦ୍ୟାଳୟ ନିକଟରେ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା । ମିଲନ ମାର୍କେଟରୁ ସ୍କୁଟି ଯୋଗେ ରାତିରେ ଘରକୁ ଫେରୁଥିବା ବେଳେ ଧାରୁଆ ଅସ୍ତ୍ରରେ ବ୍ୟବସାୟୀଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ହେଲେ ସୁନାବେଡା ପୌରାଞ୍ଚଳ ରାଜୀବ କଲୋନୀର ଦୟା ବାଘ । ସୂଚନା…

ବ୍ରଜରାଜନଗରରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୨ ଗିରଫ

ଝାରସୁଗୁଡ଼ା : ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ । ମାମଲାରେ ସଂପୃକ୍ତ ଥିବା ଅନ୍ୟ ଜଣେ ଫେରାର ଥିବା ସୂଚନା ଦେଇଛି ସ୍ବତନ୍ତ୍ର ସ୍କ୍ବାଡ । ବ୍ରଜରାଜନଗର ତେଲେନପାଲି ନିକଟସ୍ଥ ଗଣେଶନଗର ଅଞ୍ଚଳରେ ନକଲି ମଦ କାରଖାନା…

ଓଡ଼ିଶାରୁ ଫେରିଯିବ ମୌସୁମୀ, ୨ରୁ ୩ ଦିନ ମଧ୍ୟରେ ଆରମ୍ଭ ହେବ ପ୍ରକ୍ରିୟା

ଭୁବନେଶ୍ବର : ଓଡ଼ିଶାରୁ ଫେରିଯିବ ମୌସୁମୀ । ୨ରୁ ୩ ଦିନ ମଧ୍ୟରେ ଆରମ୍ଭ ହେବ ପ୍ରକ୍ରିୟା । ପ୍ରଥମେ କିଛି ଅଞ୍ଚଳରୁ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି । ଗୁଜରାଟ ଏବଂ ଛତିଶଗଡ଼ର ଅଧିକାଂଶ ଅଞ୍ଚଳରୁ ଫେରିଲାଣି ମୌସୁମୀ । ତେବେ ଆସନ୍ତା ୩…

୨୦୩୬ରେ ଭାରତ ଅଲିମ୍ପିକ୍ସ ଆୟୋଜନ କରିପାରେ !

ଅହମ୍ମଦାବାଦ: ଭାରତର ଅଲିମ୍ପିକ୍ସ ଆୟୋଜନ ଉଜ୍ଜୀବୀତ ହୋଇଛି । ୨୦୩୬ ସମର ଅଲିମ୍ପିକ୍ସ ଆୟୋଜନ ଅଧିକାର ପାଇଁ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ସହ ଆଲୋଚନା କରାଯାଉଛି ବୋଲି ଆଇଓଏ ସଭାପତି ନରିନ୍ଦର ବାତ୍ରା କହିଛନ୍ତି । ମୋଟେରା ଗ୍ରାଉଣ୍ଡ ଉଦଘାଟନୀ ଉତ୍ସବ ପାଇଁ ସର୍ବଶ୍ରେଷ୍ଠ ବୋଲି ବାତ୍ରା…

ଆସନ୍ତୁ ଜାଣିବା କେଉଁ ଫିଲ୍ମ ପାଇଁ ହ୍ରିତିକ, ରଣବୀର ନେବେ ୭୫କୋଟି ଲେଖାଁଏ ପାରିଶ୍ରମିକ !

ମୁମ୍ବାଇ:ଫିଲ୍ମମେକର ନିତେଶ ତିୱାରୀ ଓ ମଧୁ ମେଂଟନା ରାମାୟଣ ଉପରେ ଏବ ବିଗ ବଜେଟ ଫିଲ୍ମ ନିର୍ମାଣ କରୁଛନ୍ତି । ହ୍ରିତିକ ରୋଶନ ରାବଣ ଏବଂ ରଣବୀର କାପୁର ଶ୍ରୀରାମଙ୍କ ଭୂମିକା କରିବେ । ୭୫୦ କୋଟି ବଜେଟରେ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ନିତେଶ ନେବେ । ହ୍ରିତିକ ଓ ରଣବୀରଙ୍କୁ ଏହି ଫିଲ୍ମ…

ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ତମ ଜୟନ୍ତୀ

ଭୁବନେଶ୍ୱର: ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ତରଫରୁ ପ୍ରାକ୍ତନ ସଭାପତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ତମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ଗୋପବନ୍ଧୁ ଛକରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ନିକଟବର୍ତ୍ତୀ ନୂଆଗାଁରେ…

ଶାହାରୁଖଙ୍କ ଡ୍ରାଇଭରଙ୍କୁ ଜେରା କଲା ଏନସିବି

ମୁମ୍ବାଇ: ଡ୍ରଗ୍ସ ପାର୍ଟି ମାମଲାରେ ଆଜି ଏନସିବି ଶାହାରୁଖ ଖାଁଙ୍କ ଡ୍ରାଇଭରକୁ ପଚରା ଉଚରା କରିଛି । ପୂର୍ବରୁ ଡ୍ରାଇଭରଙ୍କୁ ଏଥିନେଇ ସମନ ଜାରୀ କରାଯାଇଥିଲା । ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଗିରଫ ହେବା ପରେ ଏନସିବି ତଦନ୍ତ ପ୍ରକ୍ରିୟାକୁ ଆହୁରି ବୃଦ୍ଧି କରିଛି । ଘଟଣା ଦିନ ଆର୍ଯ୍ୟନଙ୍କୁ…

ଦୁଇଟି କଲେଜରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର, ସ୍ବାକ୍ଷରିତ ହେଲା ଚୁକ୍ତିପତ୍ର

ଭୁବନେଶ୍ବର : ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ବ୍ରହ୍ମପୁରର ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଓ କେନ୍ଦୁଝରର ଜିସିଇରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ । ଏନେଇ ଓ୍ବାର୍ଲଡ ସ୍କିଲ୍ ସେଣ୍ଟରରେ ୩ଟି ଚୁକ୍ତିନାମା ସ୍ବାକ୍ଷର ହୋଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ…

ସିନେମା ‘ଅର୍ଦ୍ଧସତ୍ୟ’ର ସ୍ପେଶାଲ ସ୍କ୍ରିନିଂ

ଭୁବନେଶ୍ବର : କୌସ୍ତଭ ଡ୍ରିମଓ୍ବାର୍କ ପ୍ରାଇଭେଟ୍ ଲିମିଟେଡ୍ ବ୍ୟାନରରେ ନିର୍ମିତ ଭିନ୍ନ ଧରଣର ସିନେମା ‘ଅର୍ଦ୍ଧସତ୍ୟ’ର ସ୍ପେଶାଲ ସ୍କ୍ରିନିଂ ହୋଇଛି । ଏକ୍ସପ୍ଲାନେଡ୍ ମଲର ସିନେପଲିସରେ ଏହି ସିନେମାର ପ୍ରମିୟର କରାଯାଇଛି । ଆୟୋଜିତ ଏହି ସ୍ପେଶାଲ ସ୍କ୍ରିନିଂରେ ଚଳଚ୍ଚିତ୍ର କଳାକାର ଓ…