Latest Odisha News

BREAKING NEWS

Browsing Category

ଫିଚର

ଦୈନିକ କରୋନା ସଂକ୍ରମଣର ୪୦% କେବଳ ଭୁବନେଶ୍ୱରରୁ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ପ୍ରତିଦିନ ଯେତିକି ସଂକ୍ରମିତ ବାହାରୁଛନ୍ତି ତାର ୪୦ ପ୍ରତିଶତ କେବଳ ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି । ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ…

ମିନି ଷ୍ଟାଡ଼ିୟମରେ ସ୍ମାର୍ଟ ପାର୍କ ନିର୍ମାଣ ନେଇ ଟିଟିଲାଗଡ଼ ନାଗରିକ ମଞ୍ଚର ଅସନ୍ତୋଷ

ଟିଟିଲାଗଡ଼: ମିନି ଷ୍ଟାଡ଼ିୟମରେ ସ୍ମାର୍ଟ ପାର୍କ ନିର୍ମାଣ ହେଉଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଟିଟିଲାଗଡ଼ ନାଗରିକ ମଞ୍ଚ। ଟିଟିଲାଗଡ଼ ଆଥଲେଟିକ ଆସୋସିଏସନ ତରଫରୁ ୨ଏକର ୮୦ ଡିସିମଲ ସ୍ଥାନ କ୍ରୀଡ଼ାବିତଙ୍କୁ ଏକ ଖେଳକୁଦ କରିବାର ବାତାବରଣ ସହ ଫିଲ୍ଡ ଯୋଗାଇ ଦେବା ଏବଂ…

ସେରେନା ହୋଟେଲରେ ହେବ ଆତଙ୍କବାଦୀ ଆକ୍ରମଣ: ନାଗରିକଙ୍କୁ ସତର୍କ କରାଇଲେ ଆମେରିକା, ବ୍ରିଟେନ

କାବୁଲ: ଆଫଗାନିସ୍ତାନରେ ରହୁଥିବା ନାଗରିକଙ୍କୁ ଆମେରିକା ଓ ବ୍ରିଟେନ ପକ୍ଷରୁ ସତର୍କତା ସୂଚନା ଜାରୀ କରାଯାଇଛି । କାବୁଲର ପ୍ରସିଦ୍ଧ ସେରେନା ହୋଟେଲରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କର ରହିଛି ବୋଲି ଗୋଇନ୍ଦା ସଂସ୍ଥାଠାରୁ ରିପୋର୍ଟ ପାଇବା ପରେ ଏହି ସୂଚନା ଜାରୀ କରାଯାଇଛି । ତୁରନ୍ତ ସେ ସ୍ଥାନ…

ରାଜ୍ୟରେ ଆଜି ୫୦୦ ତଳକୁ ଖସିଲା ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପର ତଳ ହେଉଛି । କେବେ ୫୦୦ ଶହ ପାର କରୁଛି ତ କେବେ ଖସୁଛି । ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୪୪୮ କରୋନା ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୫୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୮୯ଟି । ୧୮ ବର୍ଷ ଭିତରେ ଆଉ ୫୯ ଜଣ ସଂକ୍ରମିତ…

ଭଦ୍ରକରେ ଟୋକା ଗଣେଶଙ୍କ ଭସାଣ ଉତ୍ସବ

ଭଦ୍ରକ: ଧରାପୃଷ୍ଠରୁ ବିଦାୟ ନେଲେ ଟୋକା ଗଣେଶ । ଭଦ୍ରକ ସହରର ପୂରୁଣାବଜାରଠାରେ ଗଣେଶ ଚତୁର୍ଥୀଠାରୁ ମାସେ ଧରି ପୂଜା ପାଇ ଆସୁଥିବା ବାବା ଟୋକା ଗଣେଶଙ୍କର ଭସାଣି ଉତ୍ସବ ଶାନ୍ତା ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି । ସ୍ଥାଇ ମଣ୍ଡପରୁ ବାବା ଟୋକା ଗଣେଶଙ୍କ ନିରାଡମ୍ବର ଶୋଭାଯାତ୍ରା ବାହାରିଥିଲା…

ଲଦାଖରେ ଶାନ୍ତି ଚାହୁଁନି ଚୀନ୍: ୮ଘଣ୍ଟା ଆଲୋଚନାରେ ଭାରତ ପ୍ରସ୍ତାବରେ ରାଜି ହେଲାନି

ନୂଆଦିଲ୍ଲୀ: ଲଦାଖଲରେ କଣ ଚାହୁଁଛି ଚୀନ୍ ? ସୀମା ବିବାଦକୁ ନେଇ ଭାରତ ସହ ଚାଲିଥିବା ସମସ୍ୟାର ସମାଧାନ ବୋଧେ ଚାହୁଁନି ଚୀନ୍ । ଗତକାଲି ବସିଥିଲା ୧୩ତମ କମାଣ୍ଡର ସ୍ତରୀୟ ଆଲୋଚନା ପରେ ଏମିତି କିଛି ବୁଝା ପଡୁଛି । କାରଣ ଗତକାଲିର ବୈଠକରୁ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ । ବିବାଦର…

ଆଜି ମଣ୍ଡପରେ ଆବାର୍ଭାବ ହେବେ ଦେବୀ ଦୁର୍ଗା, ଶକ୍ତିପୀଠରେ ମହାସପ୍ତମୀ

ଭୁବନେଶ୍ୱର: ଜଗତଜନନୀଙ୍କ ଆଗମନ ପାଇଁ ଧରାପୃଷ୍ଠ ଚଳଚଞ୍ଚଳ । ଆଜି ମଣ୍ଡପରେ ଷଷ୍ଠୀ ପୂଜା ଅନୁଷ୍ଠିତ ହେବ । ତେବେ କରୋନା କଟକଣାରେ ହେବ ପୂଜାର୍ଚ୍ଚନା । କରୋନା ଯୋଗୁ ଏବର୍ଷ ଉତ୍ସାହ ଫିକା ପଡ଼ିଛି । କୋଭିଡ୍ ଗାଇଡଲାଇନରେ କେବଳ ରୀତିନୀତିରେ ଶକ୍ତୀମୟୀଙ୍କ ଆରାଧନା କରାଯିବ । ମଣ୍ଡପରେ…

ମହୁମାଛି ଆକ୍ରମଣରେ ବାପା-ଝିଅ ମୃତ

ସୁନ୍ଦରଗଡ଼: ମହୁମାଛି ମାରି ଦେଲେ । ମହୁମାଛି ଆକ୍ରମଣରେ ଗଲା ବାପା-ଝିଅଙ୍କ ଜୀବନ । ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ରାଜଗାଙ୍ଗପୁର ବ୍ଲକ ପାନପୋଷ ପଞ୍ଚାୟତର ଗୌନ୍ତିଆ ପଡ଼ାରେ ମହୁମାଛି ଆକ୍ରମଣରେ ବାପା-ଝିଅଙ୍କର ଅକାଳ ବିୟୋଗ ହୋଇଛି । ମୃତକମାନେ ହେଲେ ଗୁରୁ ବନଛୋର ଓ…

ଭିଜିଲାନ୍ସ ଜାଲରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ କନିଷ୍ଠ ଯନ୍ତ୍ରୀ

ଦେବଗଡ଼: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ କନିଷ୍ଠ ଯନ୍ତ୍ରୀ ବିକାଶ ବେହେରାଙ୍କ ଘରେ ରେଡ୍ । ଏକକାଳୀନ ଭିଜିଲାନ୍ସ ଟିମ୍ ତାଙ୍କ ଘର, ସମ୍ପର୍କୀୟଙ୍କ ଘର ଓ ଅଫିସରେ ରେଡ୍ ଚଳାଇଛନ୍ତି । ୩ଟି ସ୍ଥାନରେ ରେଡ୍…

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିବ ମୋହର

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ସକାଳ ସାଢ଼େ ୧୧ଟାରେ ଏହି ବୈଠକ ବସିବ । ଏଥିରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ୍ ମୋଡରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପରେ ବାଜିବ…