Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତାକାଲି ମହାଳୟା ଅମାବାସ୍ୟାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ମହାଳୟା ଅମାବାସ୍ୟାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଆସନ୍ତାକାଲି ଭକ୍ତଙ୍କ ଅତ୍ୟଧିକ ଗହଳି ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତି ନେଇଛନ୍ତି। କେବଳ ଆସନ୍ତାକାଲି ନୁହେଁ, ଚଳିତମାସ ୮ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ପୂର୍ବରୁ…

ବରଗଡ଼ ବହୁ ଚର୍ଚ୍ଚିତ ହାଜତ ମୃତ୍ୟୁ ଘଟଣାକୁ ନେଇ BSP ର ବିକ୍ଷୋଭ

ବରଗଡ଼ : ବହୁ ଚର୍ଚ୍ଚିତ ବରଗଡ଼ ହାଜତ ମୃତ୍ୟୁ ଘଟଣାକୁ ନେଇ ବି ଏସ ପି ପକ୍ଷରୁ ବିକ୍ଷୋଭ । ବରଗଡ଼ ଜିଲ୍ଲା ତୋରା ଗାଁ ର ଗୋବିନ୍ଦ କୁମ୍ଭାରଙ୍କ ଟାଉନ ଥାନା ହାଜତରେ ମୃତ୍ୟୁ ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଆଜି ବହୁଜନ ସମାଜ ବରଗଡ଼ ଶାଖା ପକ୍ଷରୁ ଏସ୍ ପି ଅଫିସ ସମ୍ମୁଖରେ ବିକ୍ଷୋଭ…

ନ୍ୟାୟ ଦାବିରେ ଆଦିବାସୀ ସେଙ୍ଗେଲ ଅଭିଯାନର କାର୍ଯ୍ୟକର୍ତ୍ତା

ମୟୁରଭଞ୍ଜ: ସାମାଜିକ ବାସନ୍ଦ କରାଯାଇଥିବା ପରିବାରକୁ ନ୍ୟାୟ ଦାବିରେ ଆଦିବାସୀ ସେଙ୍ଗେଲ ଅଭିଯାନ। ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲାର ରୁଗୁଡ଼ିଡିହି ଗ୍ରାମର ଗ୍ରାମବାସୀ ସେହି ଗ୍ରାମର ମୁଚିରାମ ଟୁଡ଼ୁଙ୍କ ପରିବାରକୁ ସାମାଜିକ ବାସନ୍ଦ କରିଛନ୍ତି। ମୁଚିରାମଙ୍କ ପରିବାର ଲୋକେ ପିଇବା ପାଣି ବନ୍ଦ…

ଉତ୍ତରପ୍ରଦେଶକୁ ମୋଦୀଙ୍କ ବଡ଼ ଭେଟି : ୭୫ ହଜାର ଲୋକଙ୍କୁ ବାଣ୍ଟିଲେ ଘର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ଭେଟି । ଲକ୍ଷ୍ନୌରେ ନ୍ୟୁ ଅର୍ବାନ ଇଣ୍ଡିଆନ୍ ଥିମ ଉପରେ ଆୟୋଜିତ  ତିନିଦିନିଆ କନକ୍ଲେଭରେ ୭୫ ହଜାର ଲୋକଙ୍କୁ ଆବାସ ଘର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଇନ୍ଦିରା ଗାନ୍ଧୀ…

କରୋନାରେ ହାରିଗଲେ ସାମ୍ବାଦିକ ସତ୍ୟଜିତ

ଭୁବନେଶ୍ୱର : ପରଲୋକରେ ଆଉ ଜଣେ ଯୁବ ସାମ୍ବାଦିକ । କରୋନାରେ ହାରିଗଲେ ଟେଲିଭିଜନ ଦୁନିଆରେ ନାଁ କମାଇଥିବା ସାମ୍ବାଦିକ ସତ୍ୟଜିତ ମହାପାତ୍ର । କରୋନା ସହ ସଂଘର୍ଷ କରି ୪୪ ବର୍ଷ ବୟସରେ ଆର ପାରିକୁ ଚାଲିଯାଇଛନ୍ତି "ଦ କମନ ଟାଇମ୍ସ" ସମ୍ପାଦକ ସତ୍ୟଜିତ ମହାପାତ୍ର । ଏକ ଘରୋଇ ହସ୍ପିଟାଲରେ ସେ…

ଚାଲିଛି ଫେଷ୍ଟିଭ୍ ସିଜିନ୍ ସେଲ୍‌, ଅର୍ଡର୍ କଲେ ମିଳୁଛି ଇଟା ଓ ନଟ୍ ବୋଲ୍ଟ

ଭୁବନେଶ୍ୱର: ବର୍ତ୍ତମାନ ଏକାଧିକ ଅନ୍‌ଲାଇନ୍ ଇ-କମର୍ସ ସାଇଟ୍ ଫେଷ୍ଟିଭ୍ ସିଜିନ୍ ସେଲ୍ ଆରମ୍ଭ କରିଛନ୍ତି । ଲୋକେ ବି ମନଲୋଭା ଦେଖି ଅଫର ଦେଖି ଆକର୍ଷିତ ହୋଇ ସପିଂ କରିବାରେ ଲାଗିପଡିଛନ୍ତି । ହେଲେ ଲୋଭନୀୟ ଅଫର କିଛି ଲୋକଙ୍କ ମନ ଖଟା କରିଦେଇଛି । ନିକଟରେ କିଛି ସୋସିଆଲ୍ ମିଡିଆ ୟୁଜର୍ସ…

ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କ କଷ୍ଟୋଡ଼ି ବଢ଼ାଇବା ପରେ ଶଶି ଥରୁରଙ୍କ ସହାନୁଭୂତି

କଂଗ୍ରେସ ନେତା ଶଶି ଥରୁର କ୍ରୁଜ୍ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ଗିରଫ କରିବା ପରେ ଶାହାରୁଖ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସେ ଏକ ଟ୍ୱିଟର ମାଧ୍ୟମରେ ପ୍ରକାଶ କରିଛନ୍ତି ଯେ, ମୁଁ ଡ୍ରଗ୍ସ ସେବନ କରେନି କିମ୍ବା କୌଣସି ପ୍ରଶଂସକ ନୁହେଁ ଏବଂ କେବେବି ଚେଷ୍ଟା…

ଜାଣନ୍ତୁ କେଉଁ ଅଫିସରମାନେ କରିଥିଲେ କ୍ରୁଜ ଡ୍ରଗ୍ସ ମାମଲାର ପର୍ଦ୍ଦାଫାସ୍‌

ମୁମ୍ବାଇ: ଗତ ଶନିବାର ଦିନ ଗୋଆ ଯାଉଥିବା ଏକ କ୍ରୁଜ (ବିଳାଶମୟ ବୋଟ୍‌) ଉପରେ ଛାପା ମାରି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଡ୍ରଗ୍ସ ମାମଲାର ପର୍ଦ୍ଦାଫାସ୍ କରିଥିଲା । ଏହି ମାମଲାରେ କିଙ୍ଗଖାନ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୯ରୁ ଅଧିକ ଗିରଫଦାରୀ ହୋଇଛି । ଏହି ହାଇପ୍ରୋଫାଇଲ୍…

ୟୁପି ଚାଷୀ ହତ୍ୟା ଘଟଣା : କନ୍ଧମାଳ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

କନ୍ଧମାଳ : କନ୍ଧମାଳ କଂଗ୍ରେସର ବିକ୍ଷୋଭ ଶୋଭାଯାତ୍ରା  । ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଜିଲ୍ଲା ଖିର ଅଞ୍ଚଳରେ ବିଜେପି ମନ୍ତ୍ରୀଙ୍କ ପୁଅ ଚାଷୀ ଆନ୍ଦୋଳନ ଚାଲିଥିବା ସମୟରେ ଗାଡି ଦୁର୍ଘଟଣା କରି ଛଅ ଜଣ ଚାଷୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ, ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦେଶ କ୍ରମେ…

ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ

ଭୁବନେଶ୍ୱର :ପିପିଲି ଡେଲାଙ୍ଗ ବିଧାୟକ ପ୍ରାର୍ଥୀ ଭାବେ ଆଜି ଶପଥ ନେଇଛନ୍ତି ରୁଦ୍ର ପ୍ରତାପ ମହାରଥୀ। ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉପସ୍ଥିତିରେ ସେ ଶପଥ ପାଠ କରିଛନ୍ତି। ପିପିଲିର ନବନିର୍ବାଚିତ ବିଧାୟକ ହେଉଛନ୍ତି ରୁଦ୍ର ମହାରଥୀ। ପିପିଲି ଭୋଟ ଗଣତି ହୋଇଥିବା…