Latest Odisha News

BREAKING NEWS

Browsing Category

ଫିଚର

ଘନଉଛି କୋଇଲା ସଙ୍କଟ, ଅନ୍ଧାର ହୋଇଯିବ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବିୁଜଳି ସଙ୍କଟ । କୋଇଲା ସଙ୍କଟ ଦେଖା ଦେଇଥିବା ବେଳେ ଯଦି ଶୀଘ୍ର ଆବଶ୍ୟକତା ଅନୁସାରେ କୋଇଲା ଯୋଗାଣ ନହୁଏ, ତା’ହେଲେ ଦୁଇ ଦିନ ପରେ ପୂରା ଅନ୍ଧାର ହୋଇଯିବ ରାଜଧାନୀ ଦିଲ୍ଲୀ । ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ ସମେତ ଦେଶର ଅନେକ ରାଜ୍ୟ ଏବେ…

ଆତଙ୍କୀ ଲିଙ୍କ ଅଭିଯୋଗରେ ଜାମ୍ମୁ-କାଶ୍ମୀରର ୧୬ଟି ସ୍ଥାନରେ ଏନଆଇଏର ରେଡ୍

ଜାମ୍ମୁ : ଆତଙ୍କୀ କାର୍ଯ୍ୟକଳାପ ସନ୍ଦେହରେ ଏନଆଇଏ କରିଛି ଚଢ଼ାଉ । ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ, ଜାମ୍ମୁ-କାଶ୍ମୀରର ୧୬ଟି ସ୍ଥାନରେ ଚଢ଼ାଉ କରିଛି ଏନଆଇଏ । ଶ୍ରୀନଗର, ବାରମୂଳା, ଅନନ୍ତନାଗ, କୁଲଗାମର ବିଭିନ୍ନ ଅଞ୍ଚଳରେ ଚଢ଼ାଉକୁ ବ୍ୟାପକ କରାଯାଇଛି । ଦୁଇଟି ଆତଙ୍କୀ…

ବାତିଲ ହେଲା ୟୁଜିସି ଏନଇଟି, ଘୋଷଣା ହେବ ସାନି ତାରିଖ

ନୂଆଦିଲ୍ଲୀ : ବିଶ୍ବବିଦ୍ୟାଳୟ ମଞ୍ଜୁରୀ ଆୟୋଗ ଜାତୀୟ ଯୋଗ୍ୟତା ପରୀକ୍ଷା ବା ୟୁଜିସି ଏନଇଟିକୁ ପୁଣି ବାତିଲ କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ । ଆସନ୍ତା ଅକ୍ଟୋବର ୧୭ରୁ ୨୫ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବାର ଥିଲା । ତେବେ ପୁନର୍ବାର ପରୀକ୍ଷା ନେଇ ତାରିଖ ୟୁଜିସିର…

ତେଲେଙ୍ଗାନା ଇଟାଭାଟିରୁ ଉଦ୍ଧାର ହେଲେ ୮ ଓଡ଼ିଆ ଶ୍ରମିକ

ନବରଙ୍ଗପୁର : ତେଲେଙ୍ଗାନା ଇଟାଭାଟିରୁ ଉଦ୍ଧାର ହେଲେ ୮ ଓଡ଼ିଆ ଶ୍ରମିକ । ରୋଜଗାର ଆଶାରେ ତେଲେଙ୍ଗାନାକୁ ଯାଇଥିବା ଏହି ଶ୍ରମିକଙ୍କୁ ଉଦ୍ଧାର କରିଛି ନବରଙ୍ଗପୁର ଲିଲ୍ଲା ପ୍ରଶାସନ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଓ ଉମରକୋଟ ବ୍ଲକର ବିଭିନ୍ନ ଅଞ୍ଚଳରୁ ଯାଇଥିବା ଶ୍ରମିକଙ୍କୁ ଉଦ୍ଧାର…

ଆସନ୍ତାକାଲିଠୁ ଟ୍ବିନ୍ ସିଟିରେ ରାତି ୮ରୁ ଲାଗୁ ହେବ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର : ଆସନ୍ତାକାଲି ପୂଜା ମଣ୍ଡପରେ ଅନୁଷ୍ଠିତ ହେବ ମା’ ଦୁର୍ଗାଙ୍କ ଷଷ୍ଠୀ ପୂଜା । ସଂଧ୍ୟାରେ ବିଲ୍ବ ବରଣୀ କରାଯାଇ ମା’ଙ୍କ ଆବାହନ କରାଯିବ । ମା’ଙ୍କ ପୂଜାକୁ ଦୃଷ୍ଟିରେ ରଖି କଟକର ପୂଜା ମଣ୍ଡପ ଗୁଡିକରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ମୂର୍ତ୍ତିର ରଙ୍ଗ କାମ ସିରିଥିବା…

ଟି୨୦ ବିଶ୍ୱକପରେ ହେବ ଧନବର୍ଷା

ଦୁବାଇ: ଏଥର ଟି୨୦ ବିଶ୍ୱକପରେ ହେବ ଧନବର୍ଷା । ରବିବାର ଆଇସିସି ଏହି ମେଗା ଇଭେଟ ପାଇଁ ପୁରସ୍କାର ରାଶିର ଘୋଷଣା କରିଛି । ଚାମ୍ପିୟନ ଦଳକୁ ୧.୬ ମିଲିୟନ (୧୨କୋଟି ଟଙ୍କା) ଏବଂ ରନର୍ସଅପ ଟିମକୁ ୮ ଲକ୍ଷ ଡଲାର ମିଳିବ । ସେହିପରି ସେମିଫାଇନାଲରେ ପ୍ରବେଶ କରିଥିବା ଦଳକୁ ୩ କୋଟି ଲେଖାଁଏ ମିଳିବ…

ଥମାସ-ଉବେର କପ ବ୍ୟାଡମିଂଟନ: ସ୍ପେନ ବିପକ୍ଷରେ ଭାରତ ଅଗ୍ରଣୀ

ନୂଆଦିଲ୍ଲୀ: ଡେନମାର୍କରେ ଖେଳା ଯାଉଥିବା ଥମାସ-ଉବେର କପ ବ୍ୟାଡମିଂଟନର ପ୍ରଥମ ଦିବସରେ ସ୍ପେନ ବିପକ୍ଷରେ ଭାରତ ୩-୨ର ଅଗ୍ରଣୀ ହାସଲ କରିଛି । ଭାରତର ଷ୍ଟାର ମହିଳା ଖେଳାଳି ସାଇନା ନେହ୍ୱାଲ ପ୍ରଥମ ସେଟରେ ବିପକ୍ଷ ଦଳର କ୍ଲାରା ଅର୍ଜୁରମେଂଣ୍ଡୀଙ୍କ ବିପକ୍ଷରେ ହାରିବା ପରେ ଆଘାତ ସମସ୍ୟା ଯୋଗୁ…

ପୁରୀ ଶ୍ରୀମନ୍ଦିର ଓ ବାହାର ଅଞ୍ଚଳକୁ ସାନିଟାଇଜ୍

ପୁରୀ: ଆଜି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଛି ଦର୍ଶନ। ଶ୍ରୀମନ୍ଦିର ପ୍ରଶାସନର ନୂଆ ଗାଇଡ଼ଲାଇନ୍ ଅନୁଯାଇ ପ୍ରତି ରବିବାର ଓ ବିଶେଷ ପର୍ବପର୍ବାଣୀ ଦିନମାନଙ୍କରେ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତି ହୋଇଛି। ଆସନ୍ତାକାଲି ପୁନର୍ବାର ଦର୍ଶନ ଆରମ୍ଭ ହେବା ପୂର୍ବରୁ ଆଜି ଶ୍ରୀମନ୍ଦିର ଭିତର ଓ…

ଡିଜିଟାଲ ଶାଖାର ବିରାଟ କର୍ମଶାଳା ଆୟୋଜିତ

ବରଗଡ଼: ବରଗଡ଼ ଭି.ଡ଼ି ପେଲେସଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଡିଜିଟାଲ ଶାଖାର ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ କରାଯାଇଥିଲା। ସରକାରଙ୍କ ସମସ୍ତ ଜନହିତକର ତଥା ଲୋକାଭିମୁଖୀ କାର୍ଯ୍ୟର ସଠିକ୍ ପ୍ରସାର, ପ୍ରଚାର…

ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘର ଆଲୋଚନା ଚକ୍ର

ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରରେ ଜିଲ୍ଲା ସାମ୍ବାଦିକ ସଂଘର ସାଂଗଠନିକ ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସ୍ୱାଧୀନତା ସଂଗ୍ରାମ ସମିତିର ସଭାପତି ନୀଳମଣି ସାମଲ ଉଦଘାଟନ କରିଥିଲେ। ରାଜ୍ୟ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ନାୟକ, ବିଶିଷ୍ଟ…