Latest Odisha News

BREAKING NEWS

Browsing Category

ଫିଚର

ଆଫଗାନିସ୍ତାନ ସୀମାରେ ସ୍ୱତନ୍ତ୍ର ଆତ୍ମଘାତୀ ସେନା ନିୟୋଜିତ କରିବ ତାଲିବାନ

ଭୁବନେଶ୍ୱର: ସୁଇସାଇଡ୍ ବମ୍ବର୍‌ଙ୍କୁ ନେଇ ଏକ ସ୍ୱତନ୍ତ୍ର ସେନା ଗଠନ କରିଛି ତାଲିବାନ ଶାସନ । ସେହି ଆତ୍ମଘାତୀ ସେନାକୁ ଆଫଗାନିସ୍ତାନ ସୀମା ତଥା ଖାସ କରି ବଦଖାସନ୍ ଇଲାକାରେ ନିୟୋଜିତ କରିବାକୁ ତାଲିବାନ ଯୋଜନା କରିଥିବା ଜଣାପଡିଛି । ଆଫଗାନିସ୍ତାନର ଦ ଖାମା ପ୍ରେସ୍ ନ୍ୟୁଜ ଏଜେନ୍ସି…

ଅନୁଗୁଳ ଜଏରାଟରେ ଗାନ୍ଧି ଜୟନ୍ତୀ ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ : ଗାନ୍ଧି ଜୟନ୍ତୀରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳର ବୁଣାକାର, ହସ୍ତଶିଳ୍ପୀ, କାରିଗରମାନଙ୍କ ଦ୍ବାରା ତିଆରି ଉତ୍ପାଦିତ ଜିନଷ କିଣିବାକୁ ଆହ୍ବାନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗାନ୍ଧି ଜୟନ୍ତୀ ଅବସରରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ…

ମୁମ୍ବାଇକୁ ହରାଇଲା ଦିଲ୍ଲୀ

ଶାରଜା: ଆଇପିଏଲର ଆଜି ଅନୁଷ୍ଠିତ ପ୍ରଥମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦ ଓଭରରେ ୮ ଉଇକେଟ ହରାଇ ୧୨୯ ରନ କରିଥିଲା । ରିଷଭ ପନ୍ତ ନେତୃତ୍ୱାଧୀନ ଦିଲ୍ଲୀ ୧୯.୧ ଓଭରରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ…

ଭୋଗ ପତ୍ରିକା କଭରରେ ସ୍ଥାନ ପାଇଲେ ୩ ଭାରତୀୟ ମହିଳା ଅଲିମ୍ପିଆନ

ନୂଆଦିଲ୍ଲୀ: ଲୋକପ୍ରିୟ ଭୋଗ ଇଣ୍ଡିଆ ପତ୍ରିକାର କଭରରେ ସ୍ଥାନ ପାଇଛନ୍ତି ଭାରତର ୩ ସଫଳ ମହିଳା ଅଲିମ୍ପିଆନ । ଏମାନେ ହେଲେ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଥିବା ବକ୍ସର ଲଭଲିନ ବୋରଗାହନ, ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଓ ଭାରୋତୋଳିକା ମୀରାବାଇ ଚାନୁ । ଟୋକିଓରେ ଭାରତ ସର୍ବଶ୍ରେଷ୍ଠ…

ପୂଜା ବଜାରରେ ଆଡ୍ଡା ଜମାଇବେ ପପୁ ପମ୍‌ପମ୍‌, ରିଲିଜ୍ ହେବ “ଗାଁର ନାଁ ଗାଲୁଆପୁର”

ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦୁର୍ଗାପୂଜା ମାହୋଲକୁ ସରଗରମ କରିବାକୁ ସଜବାଜ ହେଉଛନ୍ତି ପପୁ ପମ୍‌ପମ୍ ଓ ଅଭିନେତ୍ରୀ ମନୀଷା । ଆଉ ଦିନ କେଇଟା ପରେ ରିଲିଜ୍ ହେବ ବହୁ ପ୍ରତିକ୍ଷୀତ ଓଲିଉଡ ଫିଲ୍ମ “ଗାଁର ନାଁ ଗାଲୁଆପୁର” । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଫିଲ୍ମର ରିଲିଜ୍…

ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ବ

ଭୁବନେଶ୍ବର : ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ କୁମାର ପଟ୍ଟନାୟକଙ୍କୁ ମିଳିଛି ବଡ଼ ଦାୟିତ୍ବ । ତାଙ୍କୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଥମ ଓଡ଼ିଆ ଭାବେ ଏୟାର ମାର୍ଶାଲ ଦିଲ୍ଲୀପ ପଟ୍ଟନାୟକଙ୍କୁ ଏହି ଦାୟିତ୍ବ ଦିଆଯାଇଛି ।…

ଜାତୀୟ ସିନିୟର ପୁରୁଷ ହକି: ପ୍ରଶିକ୍ଷଣ ପାଇଁ ମନୋନୀତ ୩୦ ଜଣିଆ ଦଳରେ ୬ ଓଡିଆ

ଭୁବନେଶ୍ୱର: ହକି ଇଣ୍ଡିଆ ଶନିବାର ଜାତୀୟ ସିନିୟର ପୁରୁଷ ସମ୍ଭାବ୍ୟ ଦଳ ଘୋଷଣା କରିଛି । ଏହି ୩୦ ଜଣିଆ ଦଳରେ ଓଡିଶାର ୬ଜଣ ଖେଳାଳୀ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଅମିତ ରୋହିଦାସ୍, ଦୀପସାନ ତିର୍କୀ, ଶିଲାନ୍ଦା ଲାକ୍ରା, ନିଲମ ସଂଜୀପ ସେସ୍, ସୁମନ ବେକ୍ ଓ ଆଶିଷ କୁମାର ଟୋପ୍ନୋ। ନିକଟରେ…

କକା, ପୁତୁରା ଲଢେଇ ଜାରୀ: ନିର୍ବାଚନ ଚିହ୍ନ ଫ୍ରିଜ କଲେ ଇସି

ପାଟନା: ଲୋକ ଜନଶକ୍ତି ପାର୍ଟିରେ କକା ଓ ପୁତୁରା ଲଢ଼େଇର ସମାଧାନ ହୋଇପାରୁ ନ ଥିବାରୁ ଶେଷରେ ରଦ୍ଦ ହୋଇଯାଇଛି ନିର୍ବାଚନ ଚିହ୍ନ । ନିର୍ବାଚନ କମିଶନ ଚିରାଗ ପାଶୱାନ ଏବଂ କକା ପଶୁପତି ପାରସଙ୍କ ବିବାଦର ସମାଧାନ ହୋଇପାରୁ ନ ଥିବାରୁ ଶେଷ ରାୟ ଆସିବା ପର୍ଯ୍ୟନ୍ତ ଚିହ୍ନକୁ ଫ୍ରିଜ କରି ଦେଇଛନ୍ତି…

ବାଘ ସୁରକ୍ଷା ପାଇଁ ସାଇକେଲ ରାଲି ମାଧ୍ୟମରେ ସଚେତନତା

ବାରିପଦା : ଗାନ୍ଧୀ ଜୟନ୍ତୀରେ ବାଘର ସୁରକ୍ଷା ପାଇଁ ସଚେତନତା ବାର୍ତ୍ତା । ଦେଶରେ ବାଘର ସୁରକ୍ଷା ପାଇଁ ପାଳିତ ହେଉଛି ଆଜାଦି କା ଅମୃତ ମହତ୍ସୋବ। ଶିମିଳିପାଳ ବାଘ ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ବାରିପଦା ଠାରେ ଆଜାଦି କା ଅମୃତ ମହୋତ୍ସୋବ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ଏକ ଶାଇକେଲ…

ପୁରୀ ବ୍ଲୁ ଫ୍ଲାଗ ବିଚକୁ ନିଆରା ଢ଼ଙ୍ଗରେ ବିରୋଧ

ପୁରୀ : ପୁରୀର ବ୍ଲୁ ଫ୍ଲାଗ ବିଚକୁ ନିଆରା ଢ଼ଙ୍ଗରେ ବିରୋଧ । ଗାନ୍ଧି ଜୟନ୍ତୀ ଅବସରରେ ବେଳାଭୂମିର ସମସ୍ତ ବ୍ୟବସାୟୀ ସମୁଦ୍ର ବେଳାଭୂମିକୁ ସଫେଇ କରି ନିଆରା ବାର୍ତ୍ତା ଦେଇଥିଲେ । ବ୍ୟବସାୟୀ କହିଛନ୍ତି ଯେ, ବେଳାଭୂମିକୁ ବ୍ୟବସାୟୀମାନେ ସଫା ସୁତୁରା ରଖି ପାରିବେ । ତେଣୁ ସ୍ବଚ୍ଛ ବେଳାଭୂମି…