Latest Odisha News

BREAKING NEWS

Browsing Category

ଫିଚର

ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ବୀରେନ୍ଦ୍ର ଲାକ୍ରା ଓ ରୂପିନ୍ଦର ପାଲ୍ ସିଂହ

ଭୁବନେଶ୍ବର : ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ବୀରେନ୍ଦ୍ର ଲାକ୍ରା । ଆଜି ବିଦ୍ଧିବଦ୍ଧ ଭାବେ ସେ ହକିକୁ ଅଲବିଦା କହିଥିବା ଘୋଷଣା କରିଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ହକି ଇଣ୍ଡିଆ । ୩୧ ବର୍ଷୀୟ ବୀରେନ୍ଦ୍ର ଲାକ୍ରା ୨୦୧ ମ୍ୟାଚରେ…

ମାଳି ପର୍ବତରୁ ଖଣି ଖନନ ସପକ୍ଷରେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

କୋରାପୁଟ : କୋରାପୁଟରେ ଖଣି ସପକ୍ଷବାଦୀଙ୍କ ରାଲି । ମାଳି ପର୍ବତରୁ ବକ୍ସାଇଟ୍ ଖନନଜୁ ସମର୍ଥନ ଜଣାଇଛନ୍ତି ୪ଟି ପଞ୍ଚାୟତର ଲୋକେ । ତୁରନ୍ତ ଖଣି ଖନନ କରାଗଲେ ଅଞ୍ଚଳର ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ଲୋକେ ଦାବି କରିଛନ୍ତି । ଖଣି ଖନନ କରିବା ନେଇ ଜନ ଶୁଣାଣି କରିବାକୁ ଜିଲ୍ଲାପାଳଙ୍କ…

ମହାବୀର ବସ୍ତିରେ ମହିଳାଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତ ପ୍ରେମିକକୁ ବାନ୍ଧିଲା ଭରତପୁର ପୋଲିସ

ଭୁବନେଶ୍ବର : ଭୁବନେଶ୍ବର ଭରତପୁର ଥାନା ମହାବୀର ବସ୍ତି ମହିଳାଙ୍କ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ପ୍ରେମିକ ଗିରଫ । କୋଲକାତାର ଶେଖ ଫରିଦକୁ ଗିରଫ କରିଛି ପୋଲିସ । ଓଡ଼ିଶା ଆସିବା ପରେ ସେ ନିଜ ନାମ ପରିବର୍ତ୍ତନ କରି କାର୍ତ୍ତିକ ଜେନା ରଖିଥିଲା । ଗତକାଲି କାର୍ତ୍ତିକ ଓରଫ ଶେଖ ଫରିଦ…

[ଭିଡିଓ]ଗାଁ ଲୋକଙ୍କ ସହ ନାଚିଲେ କେନ୍ଦ୍ରମନ୍ତ୍ରୀ , ଟ୍ୱିଟକରି ପ୍ରଶଂସା କଲେ ମୋଦି

ଦିଲ୍ଲୀ : କେନ୍ଦ୍ର ଆଇନ ମନ୍ତ୍ରୀ ବୁଧବାର ଦିନ ଅରୁଣାଚଳ ପ୍ରଦେଶରେ ଏକ ଯୋଜନାର ସମୀକ୍ଷା କରିବାକୁ ଯାଇଥିବା ବେଳେ ଗାଁ ଲୋକଙ୍କ ସହ ନାଚିଛନ୍ତି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ନେଇ ପ୍ରଧାନମନ୍ତ୍ରୀ ବି ଟ୍ୱିଟ କରି ପ୍ରଶଂସା କରିଛନ୍ତି । କେନ୍ଦ୍ରମନ୍ତ୍ରୀ କିରଣ…

କନ୍ନଡ ଟିଭି ଅଭିନେତ୍ରୀ ସୌଜନ୍ୟାଙ୍କ ଆତ୍ମହତ୍ୟା

ବାଙ୍ଗାଲୋର: କନ୍ନଡ ଅଭିନେତ୍ରୀ ସୌଜନ୍ୟା ଆଜି ତାଙ୍କ ବାଙ୍ଗାଲୋରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ପୋଲିସ ତାଙ୍କୁ କବାଟ ଭାଙ୍ଗି ଉଦ୍ଧାର କରିଥିଲେ । ସୌଜନ୍ୟାଙ୍କ ସୁସାଇଡ ନୋଟ ପୋଲିସ ଉଦ୍ଧାର କରିଛି । ଏଥିପାଇଁ ସେ କାହାକୁ ଦାୟୀ କରି ନାହାନ୍ତି । ମୋର ପ୍ରିୟ ପରିବାରବର୍ଗ ମୁଁ…

ମର୍ମନ୍ତୁଦ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

ଢେଙ୍କାନାଳ : ଦୁର୍ଘଟଣା ନେଲା ଜୀବନ । ଢେଙ୍କାନାଳ ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର କୁଲେଇ ଠାରେ ଥିବା ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକକୁ ପଛ ପଟୁ ଧକ୍କା ଦେଲା ଟ୍ରକ । ଫଳରେଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ…

ଆସନ୍ତା ବର୍ଷ ରିଲିଜ ହେବ ଆଲିୟାଙ୍କ ଗ୍ୟାଙ୍ଗଷ୍ଟର ଡ୍ରାମା ଗଙ୍ଗୁବାଇ କାଠିୟାୱାଡି

ମୁମ୍ବାଇ: ଆଲିୟା ଭଟ୍ଟ ଅଭିନୀତ ଗ୍ୟାଙ୍ଗଷ୍ଟାର ଡ୍ରାମା ଗଙ୍ଗୁବାଇ କାଠିୟାୱାଡିର ରିଲିଜ ଡେଟ ଘୋଷଣା କରାଯାଇଛି । ସଞ୍ଜୟ ଲୀଲା ଭଁସାଲୀଙ୍କ ଏହି ଫିଲ୍ମ ପ୍ରଥମେ ଚଳିତ ବର୍ଷ ୩୦ ଜୁଲାଇରେ ରିଲିଜ ହେବ ବୋଲି ଘୋଷଣା ହୋଇଥିଲା । ଏବେ ଏହା ୬ ଜାନୁୟାରୀ ୨୦୨୨ରେ ମୁକ୍ତଲାଭ କରିବ । ଆଲିୟାଙ୍କ ଏହି…

ପାକିସ୍ତାନର ୧୨ ଆତଙ୍କୀ ସଂଗଠନ ମଧ୍ୟରେ ୫ର ନଜର ଭାରତ ଉପରେ

କାବୁଲ: ପାକିସ୍ତାନରେ ସକ୍ରିୟ ଥିବା ୧୨ ଆତଙ୍କବାଦୀ ସଂଗଠନ ମଧ୍ୟରୁ ଲଶ୍କର ଓ ଜୈଶ ପରି ୫ ଗୋଷ୍ଠୀର ନଜର ଭାରତ ଉପରେ ରହିଛି । ଆମେରିକା ଗବେଷଣା ସଂସ୍ଥା ସିଆରଏସ ଏହି ତଥ୍ୟ ପ୍ରଦାନ କରିଛି । ଆମେରିକା ଅଫିସରମାନେ ପାକିସ୍ତାନରେ ଆତଙ୍କବାଦୀଙ୍କ ଅନେକ ଅପେରଶନାଲ ବେସର ଚିହ୍ନଟ ମଧ୍ୟ କରିଛନ୍ତି…

ଯାଜପୁରରେ ମାତିଛନ୍ତି ଚୋର, ଦୋକାନରୁ ଚୋରି ଅଭିଯୋଗ

ଯାଜପୁର : ଯାଜପୁରରେ ମାତିଛନ୍ତି ଚୋର । ଯାଜପୁର ଜିଲ୍ଲା ବିଝାରପୁର ଥାନା ବାଳମୁକିଳି ଛକରେ ବିଳମ୍ବିତ ରାତିରେ ଦୋକାନ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ପ୍ରାୟ ୩ଟି ଦୋକାନରୁ ଚୋର ମାନେ ସ୍କାଇ ଲାଇଟ ଭାଙ୍ଗି ବହୁ ଜିନିଷ ପତ୍ର ଲୁଟ୍ କରିଛନ୍ତି । ବଜାରରେ ଥିବା ମେଡିସିନ ଷ୍ଟୋର…

କବାବ ଲୋଭରେ ଧରାପଡିଲା ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ

ଭୁବନେଶ୍ୱର: କେବେ କେବେ ଖାଦ୍ୟ ପ୍ରେମ ଆପଣଙ୍କୁ ମହଙ୍ଗା ପଡିପାରେ । ଖାଦ୍ୟ ଲୋଭରେ ରୋଗାକ୍ରାନ୍ତ କିମ୍ବା ମେଦ ବହୁଳତା କଥା ସାଧାରଣ ଘଟଣା । ହେଲେ ଖାଦ୍ୟ ପ୍ରେମ ପାଇଁ ଗିରଫଦାରୀ ଘଟଣା ନିଶ୍ଚିତ ଭାବେ ଅସାଧାରଣ । କବାବ ଲୋଭରେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟର ଜଣେ ଆତଙ୍କବାଦୀ ଗିରଫ…