Latest Odisha News

BREAKING NEWS

Browsing Category

ଫିଚର

ଲୋକସେବା ଭବନରୁ ଢମଣା ଉଦ୍ଧାର

ଭୁବନେଶ୍ୱର : ରାଜ୍ୟ ଲୋକସେବା ଭବନରେ ସାପ । ୪ ଫୁଟ୍ ଲମ୍ବର ଢମଣା ସାପ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ । ରାଜ୍ୟ ଲୋକସେବା ଭବନର ହୋମ ଡିପାର୍ଟମେଣ୍ଟର କୋର୍ଡିନେସନ ସେକ୍ସନରୁ ଢମଣା ସାପଟିକୁ ଉଦ୍ଧାର କରାଯାଇଥିଲା । ଆଜି ସକାଳ ୯.୧୫ ମିନିଟ ପାଖାପାଖି ସମୟ ହେବ ଗୃହ ବିଭାଗ କର୍ମଚାରୀ…

କଶ୍ମୀର ପାଇଁ ଲାଇଫ ଲାଇନ ସାଜିବ ‘ଜୋଜିଲା ଟନେଲ’

ଶ୍ରୀନଗର: କଶ୍ମୀର ଓ ଲେହ ଲଦ୍ଦାଖ ପାଇଁ ଲାଇଫ ଲାଇନ ସାଜିବ ଜୋଜିଲା ଟନେଲ । ଶୀତ ଦିନରେ ବର୍ଷର ୬ ମାସ ବନ୍ଦ ରହୁଥିବା ଏହି ଅଞ୍ଚଳରେ ଯାତାୟତ ସମ୍ଭବ କରିବ ଜୋଜିଲା ଟନେଲ । ଜାମ୍ମୁ କାଶ୍ମୀରର ଶ୍ରୀନଗର ସହିତ ଲେହ ଲଦାଖ ଅଞ୍ଚଳକୁ ସଂଯୋଗ କରୁଥିବା ରଣନୀତିକ ଲିଙ୍କ ହେଉଛି ଜୋଜିଲା ଟନେଲ | ଏହି…

ବୈତରଣୀରେ କୁମ୍ଭୀର ଆତଙ୍କ

ଯାଜପୁର : ଯାଜପୁର ଜିଲ୍ଲା ବୈଚରଣୀ ନଦୀରେ କୁମ୍ଭୀର ଆତଙ୍କ । ମଇଁଷିକୁ ପାଣି ଭିତରକୁ  ଟାଣିନେଲା କୁମ୍ଭୀର । ଦଶରଥପୁର ବ୍ଲକ ଅନ୍ତର୍ଗତ କୟାଁ ଅଞ୍ଚଳ ରେ ଏଭଳି ଘଟଣା ଘଟିଛି । ଯାହାକୁ ନେଇ ସ୍ଥାୟୀୟ ଅଞ୍ଚଳ ବାସୀ ଭୟଭୀତ ହୋଇପଡ଼ିଛନ୍ତିା କୟାଁ ପଞ୍ଚାୟତ ଇଚ୍ଚାପୁର ନିକଟରେ କୁମ୍ଭୀର…

ଟ୍ରେନ୍ ଦୁର୍ଘଟଣାରେ ଆଖି ବୁଜିଲେ ହାସ୍ୟ ଅଭିନେତା ଗୁଡୁଙ୍କ ମାଆ

ଯାଜପୁର: ଓଲିଉଡ୍ ହାସ୍ୟ ଅଭିନେତା ଗୁଡୁଙ୍କ ମାଆ ଟ୍ରେନରୁ ଖସି ପଡ଼ି ମୃତ୍ୟୁବରଣ କରିଛନ୍ତି । ଯାଜପୁର ଜିଲ୍ଲା ଯଖପୁରା ରେଳ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନରେ ଚଢୁଥିବା ବେଳେ ଖସି ପଡ଼ିଥିଲେ ଗୁଡୁଙ୍କ ମାଆ ଗୀତାଞ୍ଜଳି ।  ସେ ତାଙ୍କ ଝିଅ ସହ ଖୋର୍ଦ୍ଧା-କେନ୍ଦୁଝର ଇଣ୍ଟରସିଟି…

ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଦୁଇ ଯବାନ ଗୁରୁତର

ମାଲକାନଗିରି : ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁରରେ ମାଓ ହିଂସା । ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଦୁଇ ସିଆରପିଏଫ୍ ଯବାନ ଗୁରୁତର। ମୋଦକପାଲ୍ ଥାନା ଅନ୍ତର୍ଗତ ହାଲବାପଡ଼ା ଗାଁ ନିକଟରେ ହୋଇଛି ବିସ୍ପୋରଣ । ଆହତ ଯବାନଙ୍କୁ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…

ଓଡ଼ିଶା ହାଇକୋର୍ଟ ବିଚାରପତି ଭାବରେ ୪ ଜଣଙ୍କ ନାଁ ସୁପାରିଶ

କଟକ: ଓଡ଼ିଶା ହାଇକୋର୍ଟରେ ବଢ଼ିବ ବିଚାରପତିଙ୍କ ସଂଖ୍ୟା । ଏଥିପାଇଁ ୪ ଜଣଙ୍କର ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ୍ । ଦୁଇ ଜଣ ଆଡ୍‌ଭୋକେଟ୍‌ ଓ ଦୁଇ ଜଣ ଜୁଡ଼ିସିଆଲ ଅଫିସରଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପାରିଶ କରାଯାଇଛି । ଜୁଡିସିଆଲ୍ ଅଫିସର ରାଧାକୃଷ୍ଣ…

ସାବଧାନ ! ବଳପୂର୍ବକ ଚାନ୍ଦା ମାଗିଲେ ପୋଲିସ ନେବ ଆକ୍ସନ

କଟକ: ପାର୍ବଣ ସିଜିନ୍ ଆରମ୍ଭ ହୋଇଛି । ଆଗକୁ ଆସୁଛି ଦଶହରା । ଏହି ସମୟରେ କେହି ଚାନ୍ଦା ମାଗୁଥିଲେ ସତର୍କ ଓ ସାବଧାନ ହୋଇ ଯାଆନ୍ତୁ । ଚାନ୍ଦା ମାଗିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଏନେଇ ଚେତେଇ ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ । ଚାନ୍ଦା ମାଗୁଥିବା ଲୋକଙ୍କ ବାବଦରେ ସୂଚନା ଦେବାକୁ…

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ଯୁବକ

ଯାଜପୁର: ମାଛ ଧରିବାକୁ  ଯାଇ ନାଳରେ ବୁଡି ଯୁବକଙ୍କ ମୃତ୍ୟୁ ।  ଏଭଳି ଅଘଟଣ ଘଟିଛି ଯାଜପୁର ସଦର ଥାନା ଯମଧର ଡିଆ ନାଳରେ । ମୃତକ ହେଲେ ଯମଧର ଗାଁର ରାମହରି ଖୁଣ୍ଟିଆ । ଆଜି ଭୋରରୁ ସେ ମାଛ ଧରିବାକୁ ଯାଇଥିଲେ । ଏତିକିବେଳେ ନାଳରେ ଖସି ଯାଇଥିଲେ ରାମହରି । କିଛି ଲୋକ ତାଙ୍କୁ ଭାସି…

ଆରବ ସାଗରରେ ଆସୁଛି ବାତ୍ୟା ‘ସାହିନ୍’, ନେଇପାରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହେବ ବାତ୍ୟା ସାହିନ୍ । ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ଗୁଲାବର ଅବଶିଷ୍ଟାଂଶରୁ ଏହାର ପୂନର୍ଜନ୍ମ ହୋଇଛି । ସାଇକ୍ଲୋନିକ ଷ୍ଟର୍ମ ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ତ୍ତମାନ ଆରବ ସାଗରରେ ଓ୍ୱେଲ୍ ମାର୍କଡ ଲୋ ପ୍ରେସର ଅବପାତର ରୂପ ନେଇ…

ପିପିଲି ଉପନିର୍ବାଚନ: ଭୋଟ୍ ଦେଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗ୍ରହଣ । ନିଜ ଭୋଟ୍ ଦେଇଛନ୍ତି ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ୨୩୪ ନମ୍ବର ବୁଥର କମାକନ୍ତିଆ ସରକାରୀ ଉଚ୍ଚବିଦ୍ୟାଳୟର ସେ ଭୋଟ୍ ଦେଇଛନ୍ତି । ସମର୍ଥକଙ୍କ ସହ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ଆଶ୍ରିତ ପଟ୍ଟନାୟକ । କୋଭିଡ୍…