Latest Odisha News

BREAKING NEWS

Browsing Category

ଫିଚର

ଜଳେଶ୍ୱରରୁ ବିପୁଳ ବ୍ରାଉନସୁଗର ଜବତ, ମହିଳାଙ୍କ ସମେତ ୪ ଗିରଫ

ବାଲେଶ୍ୱର: ବ୍ରାଉନସୁଗର ହବ୍ ପାଲଟିଛି ଜଳେଶ୍ୱର । ପୁଣି ଜବତ ହୋଇଛି ଧଳା ଜହର। ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ଜଳେଶ୍ୱର ପୋଲିସ । ଝାଡେଶ୍ୱରପୁର ଅଞ୍ଚଳରେ ସେକ ନୁରହୁସେନ ଘରେ ଚଢ଼ାଉ ହୋଇଥିଲା । ରେଡ୍ ବେଳେ…

ହୀରାକୁଦକୁ କମିଛି ବନ୍ୟା ପାଣି ପ୍ରବେଶ, ମହାନଦୀରେ ଜଳସ୍ତର ସ୍ଥିର

ଭୁବନେଶ୍ୱର: ହୀରାକୁଦର ଜଳ ସ୍ତର କମୁଛି । ଉପରମୁଣ୍ଡରେ ବର୍ଷା କମିବା ପରେ ଜଳଭଣ୍ଡାରକୁ ଇନ-ଫ୍ଲୋ କମିଛି । ସକାଳ ୬ଟା ସୁଦ୍ଧା ଡ୍ୟାମରେ ଜଳପତ୍ତର ରହିଛି ୬୨୮.୨୯ ଫୁଟ । ୪ ଟି ଗେଟ୍ ବନ୍ଦ ପରେ ଏବେ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୩ଲକ୍ଷ…

ବୃଦ୍ଧାଶ୍ରମରେ ଚକ୍ଷୁ ଓ ସ୍ବାସ୍ଥ୍ୟ ଚିକିତ୍ସା ଶିବିର କରି ଜନ୍ମଦିନ ପାଳିଲେ ଅଭିନେତା ଆକାଶ

ଭୁବନେଶ୍ବର : ଏକ ନିଆରା ପରିବେଶରେ ଜନ୍ମଦିନ ପାଳିଛନ୍ତି ଅଭିନେତା ଆକାଶ ଦାସନାୟକ । ପ୍ରତିବର୍ଷ ବର୍ଷ ପରି ଏଥର ମଧ୍ୟ ଅନାଥ ଆଶ୍ରମର କୁନି କୁନି ପିଲା, ସେବାଶ୍ରମ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ନିଜର ଜନ୍ମିନ ପାଳିଛନ୍ତି ଆକାଶ । ଚଳିତ ବର୍ଷ ଭୁବନେଶ୍ୱର ସ୍ଥିତ ଶ୍ରୀକ୍ରିଷ୍ଣା…

ଆଇଟା ସୁପର ସିରିଜ ଟୁର୍ଣ୍ଣାମେଂଟ: ଦେବାଶୀଷଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର: ହରିୟାଣାର ଝାଜେରରେ ଅନୁଷ୍ଠିତ ସର୍ବଭାରତୀୟ ଟେନିସ ଆସୋସିଏଶନ ସୁପର ସିରିଜ ଟୁର୍ଣ୍ଣାମେଂଟରେ ବାଜି ମାରିଛନ୍ତି ଓଡିଶାର ଟପ ରେଟେଡ ଖେଳାଳି ଦେବାଶୀଷ ସାହୁ । ୧୬ ବର୍ଷରୁ କମ୍ ପୁରୁଷ ସିଙ୍ଗଲ୍ସ ଏବଂ ଡବଲ୍ସ ବିଭାଗରେ ସେ ଟାଇଟଲ ହାସଲ କରିଛନ୍ତି । ସିଙ୍ଗଲ୍ସ ଟାଇଟଲ ମୁକାବିଲାରେ…

ଭରା ନଦୀରେ ଭାସି ଯାଉଥିଲେ ଯୁବକ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ସୋନପୁର : ଭରା ନଈରେ ଭାସି ଯାଉଥିଲେ ଯୁବକ । ଦୀର୍ଘ ସମୟର ପରଶ୍ରମ ପରେ ହେଲେ ଉଦ୍ଧାର । ସୋନପୁରରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ମହାନଦୀରେ ଭାସି ଯାଉଥିବା ଜଣେ ଯୁବକଙ୍କୁ ଦୀର୍ଘ ୪ ଘଣ୍ଟାର ଅପରେଶନ ପରେ ଉଦ୍ଧାର କରାଯାଇଛି । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି…

ଜନସେବା ପାଇଁ ଉଦାହରଣ ସୃଷ୍ଟି କଲେ ବିଧାୟକ ସ୍ବରୂପ ଦାସ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ବାଲେଶ୍ବର : ଜନସେବାର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି ବାଲେଶ୍ବର ସଦର ବିଧାୟକ ସ୍ବରୂପ ଦାସ । ନିଜ ନିର୍ବାଚନ ମଣ୍ଡଳୀରେ ନିସ୍ବାର୍ଥପର ସେବା ପାଇଁ ବିଧାୟକ ସ୍ବରୂପ ଦାସଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକ ପ୍ରତିନିଧିମାନେ ଏମିତି…

ସିଦ୍ଧୁଙ୍କୁ ରାକ୍ଷୀ ସାୱନ୍ତ ସହ ତୁଳନା କଲେ ଆପ ନେତା ରାଘବ ଚଡ୍ଡା

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ ଆମ ଆଦମୀ ପାର୍ଟିର ବିଧାୟକ ରାଘବ ଚଡ୍ଡା ସମାଲୋଚନା କରିବା ସହ ରାକ୍ଷୀ ସାୱନ୍ତଙ୍କ ସହ ତୁଳନା କରିଛନ୍ତି । ଏ ନେଇ ଏବେ ଆପ ଓ କଂଗ୍ରେସ କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି । କୃଷି ଆଇନ ନେଇ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ…

ଦେଶ ତୁଳନାରେ ରାଜ୍ୟରେ କମିଛି ଅପରାଧ, ତଥ୍ୟ ଦେଲା ଏନସିଆରବି

ଭୁବନେଶ୍ବର : ଦେଶ ତୁଳନାରେ ରାଜ୍ୟରେ କମୁଛି ଅପରାଧ । ୨୦୨୦ ଅନୁଯାୟୀ ସର୍ବଭାରତୀୟ ସ୍ତରରେ ଧର୍ତ୍ତବ୍ୟ ଅପରାଧ ହାର ୪୮୭.୮ ଥିବା ବେଳେ, ଓଡ଼ିଶାରେ ଅପରାଧ ହାର ରହିଛି ମାତ୍ର ୨୯୫.୨ । ଏନେଇ ସୂଚନା ଦେଇଛି ଜାତୀୟ ଅପରାଧ ନଥିସଂସ୍ଥା ବା ଏନସିଆରବି । ସର୍ବଭାରତୀୟ ସ୍ତରରେ ଧର୍ତ୍ତବ୍ୟ…

ପଞ୍ଜଶୀର ପାଲଟିଛି ଭୂତର ସହର !

ପଞ୍ଜଶୀର: ଆଫଗାନିସ୍ତାନରେ ତାଲିବାନ ପାଇଁ ସର୍ବଦା ପ୍ରତିବନ୍ଧକ ହୋଇ ରହି ଆସିଛି ପଞ୍ଜଶୀର ଘାଟି । ଏଥର ତାଲିବାନ ଏହାକୁ କବଜା କରିବାରେ ସଫଳ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଶେଷ କିଛି ଫାଇଦା ପାଇ ନାହାନ୍ତି । ତାଲିବାନ ଏଠାରେ ପ୍ରବେଶ କରିବା ମାତ୍ରେ ସମ୍ପୂର୍ଣ୍ଣ ସହର ଜନଶୂନ୍ୟ ହୋଇ…

ତେଲେଙ୍ଗାନା ପୋଲିସ ଡିଜିପିଙ୍କ ନିକଟରେ ହାର୍ଡକୋର ମହିଳା ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି : ମାଓ ସଙ୍ଗଠନକୁ ଶକ୍ତ ଧକ୍କା । ତେଲେଙ୍ଗାନା ପୋଲିସ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛି ହାର୍ଡକୋର ମହିଳା ମାଓବାଦୀ ସାରଦା । ସାରଦା ଆନ୍ଧ୍ରପ୍ରଦେଶ ମହୁବୁବାବାଦ ଜିଲ୍ଲାର ବାସିନ୍ଦା । ସେ ୧୯୯୪ ମସିହାରେ ମାଓ ସଙ୍ଗଠନରେ ଜଣେ ସକ୍ରିୟ ସଦସ୍ୟ ଭାବେ ଯୋଗ ଦେଇଥିଲା ।…