Latest Odisha News

BREAKING NEWS

Browsing Category

ଫିଚର

କେନ୍ଦ୍ର ମନ୍ତ୍ରୀ ଗଡକାରୀ ୟୁଟ୍ୟୁବରୁ ପାଉଛନ୍ତି ମାସିକ ୪ ଲକ୍ଷ !

ମୁମ୍ବାଇ:କେନ୍ଦ୍ର ମନ୍ତ୍ରୀ ନିତିନ ଗଡକାରୀ ୟୁଟ୍ୟୁବରୁ ମାସିକ ୪ ଲକ୍ଷ ଟଙ୍କା ଆୟ କରୁଛନ୍ତି ବୋଲି କହିଛନ୍ତି । ହରିୟାଣାରେ ଏକ ଇଭେଂଟରେ ସେ କହିଥିଲେ, କରୋନା ମହାମାରୀ ସମୟରେ ରାନ୍ଧିବା ଆଉ ୟୁଟ୍ୟୁବରୁ ଆୟ କରିବା ଶିଖି ଯାଇଛି । ଅନଲାଇନରେ କେତେକ ଲେକଚର ଦେଇଥିଲି । ଏହାକୁ ୟୁଟ୍ୟୁବରରେ…

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବଡ଼ ଭରସା ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା : ସୁନ୍ଦରଗଡ଼ର ହିତାଧିକାରୀଙ୍କ ମୁହଁରେ…

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ବାର୍ଟ ବଣ୍ଟନ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କ ୧୦ ଲକ୍ଷ ଟଙ୍କାର ମିଳିବ ଚିକିତ୍ସା ସୁବିଧା । ଯାହାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାର ହିତାଧିକାରୀଙ୍କ ମୁହଁରେ ଫୁଟିଛି…

ରୋହିତଙ୍କୁ ଉପ ଅଧିନାୟକ ପଦରୁ ହଟାଇବାକୁ କୋହଲି ଚାହୁଁଥିଲେ !

ନୂଆଦିଲ୍ଲୀ: ବିଶ୍ୱକପ ପରେ ଟି୨୦ ଫର୍ମାଟରୁ ଅଧିନାୟକ ପଦ ଛାଡିବେ ବୋଲି ବିରାଟ କୋହଲି ଘୋଷଣା କରି ସାରିଛନ୍ତି । ଭାରତୀୟ କ୍ରିକେଟର ଏହି ଘଡିସନ୍ଧି ମୂହର୍ତରେ ଆଉ ଏକ ଖବର ଚର୍ଚ୍ଚାର କାରଣ ସାଜିଛି । ଏଥିରେ ରୋହିତ ଶର୍ମାଙ୍କୁ ଉପ ଅଧିନାୟକ ପଦରୁ ହଟାଇବା ପାଇଁ କୋହଲି ଚୟନ କମିଟିଙ୍କୁ…

ହଠାତ୍ ପାକିସ୍ତାନ ଗସ୍ତ ବାତିଲ କଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ସୁରକ୍ଷା କାରଣ ଦର୍ଶାଇ ହଠାତ ପାକିସ୍ତାନ ଗସ୍ତ ବାତିଲ କରି ଦେଇଛି । ରାୱଲପିଣ୍ଡିରେ ପ୍ରଥମ ଦିନିକିଆ ଆରମ୍ଭ ହେବାକୁ ଆଉ ୩୦ ମିନିଟ ବାକି ଥିବା ନ୍ୟୁଜିଲାଣ୍ଡ ଏହି ଘୋଷଣା କରିଥିଲା । ଏହି ଗସ୍ତରେ ୩ ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳାଯିବା…

ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ ପ୍ରକାଶ, ବଢ଼ିବନି ମୂର୍ତ୍ତି ଉଚ୍ଚତା

କଟକ : ଦଶହରା ମା’ ଙ୍କ ମୂର୍ତ୍ତି ଉଚ୍ଚତା ବିବାଦର ରାୟ ପ୍ରକାଶ ପାଇଛି । ମୂର୍ତ୍ତି ଉଚ୍ଚକା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ସରକାରୀ ନିୟମରେ ଆଉ ପରିବର୍ତ୍ତନ ହେବନାହିଁ ବୋଲି ହାଇକୋର୍ଟ କହିଛନ୍ତି । ମୂର୍ତ୍ତି ଉଚ୍ଚତା ୪ ଫୁଟ୍ ରହିବ ବୋଲି ସ୍ପଷ୍ଟ…

ସହର ମୁହାଁ ଗଜରାଜ

ମୟୂରଭଞ୍ଜ : ସହର ଆଡକୁ ମାଡି ଆସୁଛନ୍ତି ହାତୀ । ବାରିପଦା ସହରରେ ଏବେ ହାତୀ ଆତଙ୍କ ଦେଖାଦେଇଛି । ଫଳରେ ସ୍ଥାନୀୟ ଲୋକମାନେ ଭୟଭିତ ଅବସ୍ଥାରେ ରହୁଛନ୍ତି। ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟା ସମୟରେ ଏକ ହାତୀ ଖୁମାଖୁଣ୍ଟ ବ୍ଲକ ଅଧିନ ମହୁଳିଆ ସଂଗ୍ରଖିତ ଜଙ୍ଗଲରୁ ବାରିପଦା ସହର ନହରପଦା…

ଅଜଗର ସାପ ଉଦ୍ଧାର

ବରଗଡ଼ : ଉଦ୍ଧାର ହେଲା ଅଜଗର ସାପ । ବରଗଡ଼ ଜିଲ୍ଲା ଅନ୍ତର୍ଗତ ପାଇକମାଲ ହୀରାପୁର ଛକ ନିକଟରେ ୮ ଫୁଟ ଲମ୍ବର ବଡ ଅଜଗର ସାପ ଉଦ୍ଧାର କରାଯାଇଛି । ବନ ବିଭାଗ ଦ୍ୱାରା ସାପଟି ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକମାନେ ଏକ ବୁଦା ମୂଳରେ ସାପ ଥିବା ଦେଖିଥିଲେ। ପରେ ସେହିରାସ୍ତା ଦେଇ ଯାଉଥିବା…

ବାଇକ୍ ସହ ଧକ୍କା ପରେ ଗ୍ୟାସ ବୋଝେଇ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍

ଯାଜପୁର: ବାଇକ୍ ସହ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣା । ଯାଜପୁର ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ହୋଇଛି ଭାରତ ପେଟ୍ରୋଲିୟମ ଗ୍ୟାସ ଟ୍ୟାଙ୍କର । ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ବାଇକ ସହ ଧକ୍କା ହୋଇଛି ।…

ଜଣଙ୍କୁ କଚାଡି ମାରିଲା ହାତୀ, ଆଉ ଜଣେ ଗୁରୁତର

ପାଟଣାଗଡ଼(ବଲାଙ୍ଗିର): ହାତୀ ଆକ୍ରମଣରେ ଜଣେ ମୃତ । ଆଉ ଜଣେ ଗୁରୁତର ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଗାଁରେ ଏହି ଘଟଣା ଘଟିଛି । ଗତ କିଛି ଦିନ ହେବ ଗାଁ ନିକଟରେ ହାତୀଙ୍କ ଉପଦ୍ରବ ଜାରି ରହିଛି । ଦୁଇ ଦିନରେ ଦୁଇ ଜଣଙ୍କର ଜୀବନ…

ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରଭାତ କୁମାର ପାଢ଼ୀଙ୍କ ପରଲୋକ

କଟକ: ପରଲୋକରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ତଥା ଏସସିବି ମେଡିକାଲ କଲେଜ ଓ ହସପିଟାଲର ମେଡିସିନ ବିଭାଗର ପ୍ରଫେସର ଡାକ୍ତର ପ୍ରଭାତ କୁମାର ପାଢ଼ୀ । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ଗତକାଲି ରାତିରେ କଟକ ବଜ୍ରକବାଟୀ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ହଠାତ୍…