Latest Odisha News

BREAKING NEWS

Browsing Category

ଫିଚର

ଧରାପଡ଼ିଲା ଗଞ୍ଜେଇ ଗାଡି, ମହାରାଷ୍ଟ୍ର ପୋଲିସ ବରଗଡ଼ରେ ଅଟକ

ବରଗଡ଼:ବରପାଲି ପୋଲିସକୁ ସଫଳତା ।୨୨କିଲୋ ଗଜେଇ ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ମହାରାଷ୍ଟ୍ର ନମ୍ବର ଥିବା ଗାଡିରେ ଏହି ସବୁ ଗଞ୍ଜେଇ ଚାଲାଣ ବେଳେ ପୋଲିସ ଧରିଥିଲା । ଏଥିରେ ଜଣେ ମହାରାଷ୍ଟ୍ର ପୋଲିସର ହେଡ୍ କନେଷ୍ଟବଳ ଥିବା ସୂଚନା ମିଳିଛି।ଗୋଟିଏ ପୋଲିସ ଲୋଗ ସହ ହାତକଡି ଜବତ…

ନିଆରା ଅନ୍ଦାଜରେ ଗଣେଶ ପୂଜା ପାଳିଲେ ବଲିଉଡ୍ ବେବୋ

ମୁମ୍ବାଇ : ଗଣେଶ ପୂଜା ପାଇଁ ମାୟାନଗରୀ ମୁମ୍ବାଇ ମଧ୍ୟ ଚଳଚଞ୍ଚଳ ହୋଇପଡ଼ିଛି । ବଲିଉଡ୍ ଷ୍ଟାର କରିନା କପୁର ଓ ସୈଫ୍ ଅଲ୍ଲୀ ଖାନ୍ ମଧ୍ୟ ନିଜ ଘରେ ଗଣେଶ ପୂଜା କରୁଥିବା ଦେଖିବାକୁ ମିଳିଛି । ପୁଅ ତୈମୁର ମଧ୍ୟ ଗଣେଶଙ୍କ ପାଖରେ ହାତ ଯୋଡି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ।କରିନା କପୁର…

ପୋଖରୀରେ ଭାସୁଛି ମୃତଦେହ ,ପୋଲିସର ତଦନ୍ତ ଜାରି

କୋରାପୁଟ : ପୋଖରୀରେ ଭାସୁଛି ମୃତଦେହ । କୋରାପୁଟ ଜିଲ୍ଲା କୋଟପାଡ ଅନ୍ତର୍ଗତ କୁର୍ମାକୋଟା ଗାଁ ପୋଖରୀରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତ କାଲି ଦିନ ୩ ଟା ବେଳଠାରୁ ମୃତଦେହ ପୋଖରିରେ ଭାସୁଛି । ମୃତ ବ୍ୟକ୍ତିଜଣକ ଲକ୍ଷଣ ଗୌଡ ବୋଲି ଜଣାପଡ଼ିଛି ।ସେ ୬ ତାରିଖ ଦିନ ସନ୍ଧ୍ୟାରୁ…

ଗହଣା ଚୋର ଗ୍ୟାଙ୍ଗକୁ ଧରିଲା ପୋଲିସ ,ବିପୁଳ ପରିମାଣର ସୁନା,ରୂପା ଜବତ

ଭଦ୍ରକ : ଆନ୍ତଜିଲ୍ଲା ଗହଣା ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ୫ ଜଣ ସିନ୍ଧିଚୋର ଓ ୪ ରିସିଭରଙ୍କୁ ଗିରଫ କଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଅଭିଯୁକ୍ତ ମାନଙ୍କ ଠାରୁ ୩୧୨ ଗ୍ରାମ ସୁନା , ୪ କେଜିରୁ ଅଧିକ ରୂପା ଜବତ କରିବା ସହ ,୩ଟି ବାଇକ,ମୋବାଇଲ ,ଖେଳନା…

ବେଳାଭୂମିରେ କଉଡି ଗଣେଶ

ପୁରୀ : ବାଲୁକା କଳାରେ କଉଡି ଗଣେଶ । ଗଣେଶ ପୂଜା ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ସନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଦେଶବାସୀଙ୍କୁ ଗଣେଶ ପୂଜାର ଅଭିନନ୍ଦନ ଜଣାଇଛନ୍ତି । ପୁରୀ ବେଳେ ଭୂମିରେ ଏକ ସୁନ୍ଦର ଗଣେଶ ତିଆରି କରିଛନ୍ତି । ଏହି ଗଣେଶ ତିଆରି କରିବା ପାଇଁ ୭…

ଭବାନୀପୁରରେ ମମତା-ପ୍ରିୟଙ୍କା ମୁକାବିଲା

କୋଲକାତା: ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନରେ ଟିଏମସି ପରେ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିଛି । ପୂର୍ବ ନିର୍ଦ୍ଧାରିତ ଅନୁସାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁରର ଟିଏମସି ପ୍ରାର୍ଥୀ ହେବେ । ତାଙ୍କୁ କଡା ଟକ୍କର ଦେବା ପାଇଁ ବିଜେପି ପ୍ରିୟଙ୍କା…

ଚର୍ଚ୍ଚାରେ ଦିଆସିଲ କାଠିରେ ତିଆରି ଗଣେଶ

ପୁରୀ : ଗଣେଶ ପୂଜା ଅବସରରେ ପୁରୀ ଯୁବଶିଳ୍ପୀଙ୍କ ନିଆରା କଳାକୃତି । ପୁରୀ କୁମ୍ଭାରପଡ଼ା ସାହିର ଶାଶ୍ୱତ ରଞ୍ଜନ ସାହୁ ଦିଆସିଲ କାଠି ସାହାର୍ଯ୍ୟରେ ଗଣେଶ ପ୍ରତିମୂର୍ତ୍ତି ତିଆରି କରି ସମସ୍ତଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି । ଏହି ପ୍ରତିମୂର୍ତିଟି ୫ ହଜାର ଛଅଶହ ଏକୋଇଶି ଟି ଦିଆସିଲ୍…

ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କ ରିପୋର୍ଟ ନେଗେଟିଭ, ମ୍ୟାଚ ହେବ

ଲଣ୍ଡନ: କ୍ରିକେଟପ୍ରେମୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଇଂଲଣ୍ଡ ବିପକ୍ଷ ୫ମ କ୍ରିକେଟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ମୁଖ୍ୟ କୋଚ ରବି ଶାସ୍ତ୍ରୀ ଏବଂ ଫିଜିଓ ଯୋଗେଶ ପରମାର କରୋନା ସଂକ୍ରମିତ ଜଣାପଡିବା ପରେ ୫ମ ଟେଷ୍ଟ ଆୟୋଜନ ନେଇ…

ବିନୋଦିନୀ ଦେବୀଙ୍କୁ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର

ଭୁବନେଶ୍ବର : ଉଦଯାପିତ ହୋଇଛି ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଆୟୋଜିତ ୨୭ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର ଆଓ୍ବାର୍ଡ ଉତ୍ସବ ୨୦୨୧ । ଜୀବନବ୍ୟାପୀ ସାଧାନା ପାଇଁ ବରିଷ୍ଠ ମଞ୍ଚ ଅଭିନେତ୍ରୀ ବିନୋଦିନୀ ଦେବୀଙ୍କୁ ଗୁରୁ କେଳୁଚରଣ ମହାପାତ୍ର ଆଓ୍ବାର୍ଡ ପ୍ରଦାନ କରାଯାଇଛି । ପୁରସ୍କାର…

ପ୍ରକାଶ ପାଇଲା ଯୁକ୍ତ ୩ କଟ୍‌ ଅଫ୍‌ ମାର୍କ

ଭୁବନେଶ୍ବର : ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା ଚଳିତ ବର୍ଷର କଟ୍‌ ଅଫ୍‌ ମାର୍କ । ଏହି ତାଲିକାରେ ସବୁଠୁ ଆଗରେ ରହିଛି ବିଜେବି ସ୍ବଂୟଶାସିତ ମହାବିଦ୍ୟାଳୟ । ଭୂଗୋଳରେ କଟ୍‌ଅଫ୍‌ ମାର୍କ ୯୫.୨୦ ପ୍ରତିଶତ, ପଦାର୍ଥ ବିଜ୍ଞାନରେ କଟ୍‌ ଅଫ୍‌ ମାର୍କ ୯୬.୪୦ ପ୍ରତିଶତ ରହିଛି । ପ୍ରାଣୀ…