Latest Odisha News

BREAKING NEWS

Browsing Category

ଫିଚର

ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆତଙ୍କରାଜ, ବୁଲିଲା କଟୁରୀ

ବାଲେଶ୍ୱର: ସରକାରୀ ୧୦୮ ଆମ୍ବୁଲାନ୍ସ ଉପରେ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆକ୍ରୋଶ । ଆଜି ବାଲେଶ୍ୱର ମୁଖ୍ୟ ଚିକତ୍ସାଳୟ ପରିସରରେ ଜଣେ ଘରୋଇ ଆମ୍ବୁଲାନ୍ସ ଚାଳକ ଧାରୁଆ ଅସ୍ତ୍ରରେ ଆକ୍ରମଣ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସଂଧ୍ୟାରେ ରୋଗୀଙ୍କୁ…

ସମୁଦ୍ରରେ ଫଶିଥିଲେ ମତ୍ସ୍ୟଜୀବୀ, ଉଦ୍ଧାର କଲା କୋଷ୍ଟଗାର୍ଡ

ପାରାଦୀପ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହେବା ପରେ ଅଶାନ୍ତ ହୋଇପଡିଛି ସମୁଦ୍ର। ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ହେଲେ କିଛି ମତ୍ସଜୀବୀ ଲଘୁଚାପ ପୂର୍ବରୁ ସମୁଦ୍ରରେ ରହି ଯାଇଛନ୍ତି । ଏହିଭଳି ଏକ…

ରାଜଧାନୀ ଭୁବନେଶ୍ବରରେ ରେକର୍ଡ ପରିମାଣର ବର୍ଷା

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଜାରି ରହିଛି ବର୍ଷା । ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ସଂଧ୍ୟା ସୁଦ୍ଧା ପୁରୀରେ ସର୍ବାଧିକ ୧୪୫ ମିଲିମିଟର ବର୍ଷା ହାଇଥିବା ବେଳେ…

ଓଲିଉଡରେ ହଇଚଇ ସୃଷ୍ଟି କଲା ମୁନ୍ ଟିଭି ମୁଭିଜ୍‌, ଏକାଠି ୧୦ଟି ଫିଲ୍ମ ନିର୍ମାଣ ଘୋଷଣା

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଶିଥିଳ ପଡିଥିଲା ଓଲିଉଡ ଇଣ୍ଡଷ୍ଟ୍ରୀ । ହେଲେ ମୁନ୍ ଟିଭି ମୁଭିଜର ସଦ୍ୟ ଘୋଷଣା ଓଡିଆ ଚଳଚ୍ଚିତ୍ର ଜଗତର ମାହୋଲକୁ ସରଗରମ କରିଦେଇଛି । ଗୋଟିଏ କି ଦୁଇଟି ନୁହେଁ ବରଂ ୧୦ଟି ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କରିଛି ଓଡିଶାର ଜଣାଶୁଣା ଫିଲ୍ମ ପ୍ରଡକ୍ସନ୍…

ମୃତ୍ୟୁକୁ ଠକିଦେଲେ ଫର୍ମୁଲା ୱାନ ରେସର ହାମିଲଟନ

ରୋମ: ଚଳିତ ଇଟାଲିଆନ ଗ୍ରାଁ ପ୍ରି ରେସରେ ଆଜି ବଡ ଧରଣର ଦୁର୍ଘଟଣା ଘଟିଛି । ଏଥିରେ ବ୍ରିଟେନର ଷ୍ଟାର ରେସର ଲୁଇସ ହାମିଲଟନ ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଛନ୍ତି । ରେସ ବେଳେ ରେଡବୁଲର ମାକ୍ସ ଭେରଷ୍ଟାପେନ ଓ ମର୍ସିଡିଜର ହାମିଲଟନଙ୍କ ମଧ୍ୟରେ ପରସ୍ପରକୁ ଅତିକ୍ରମ କରିବା ପାଇଁ…

ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ କାଲି ଶପଥ ନେବେ ଭୂପେନ୍ଦ୍ର ପଟେଲ

ଅହମ୍ମଦାବାଦ : ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ ଭୂପେନ୍ଦ୍ର ପଟେଲ୍ । କାଲି ଅପରାହ୍ନରେ ବିଦ୍ଧିବଦ୍ଧ ଭାବେ ଶପଥ ନେବେ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦଳ ମୋହର ମାରିବା ପରେ ଭୂପେନ୍ଦ୍ର ପଟେଲ୍ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି । ସେ ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ…

ଆଇପିଏଲ ୨୦୨୧: ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଘୋଷଣା ହେଲା କମେଂଟେଟର୍ସଙ୍କ ନାମ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ଦ୍ୱିତୀୟ ସଂସ୍କରଣ ପାଇଁ ଷ୍ଟାର ସ୍ପୋର୍ଟ୍ସ ଆଜି ୨୩ଜଣ କମେଂଟେଟର୍ସଙ୍କ ନାମ ଘୋଷଣା କରିଛି । ଆଇପିଏଲ ୨୦୨୧ କରୋନା ଯୋଗୁ ଅଧାରୁ ବନ୍ଦ କରି ଦିଆଯାଇଥିଲା । ବଳକା ୩୧ ମ୍ୟାଚ ଦୁବାଇ, ଶାରଜା ଓ ଆବୁଧାବିରେ ଖେଳାଯିବ । ଇଂରାଜୀ କମେଂଟେଟର୍ସଙ୍କ ମଧ୍ୟରେ ହର୍ଷ…

ସୁରଜ ବଡଜାତ୍ୟାଙ୍କ ଉଚ୍ଚାଇରେ ଅମିତାଭଙ୍କ ସହ ଅଭିନୟ ପାଇଁ ସାମିଲ ହେଲେ ଡ୍ୟାନି, ସାରିକା

ମୁମ୍ବାଇ: ସୁରଜ ବଡଜାତ୍ୟା ତାଙ୍କ ପ୍ରିୟ କଳାକାର ଅମିତାଭ ବଚ୍ଚନଙ୍କ ସହ ଡ୍ରିିମ ପ୍ରୋଜେକ୍ଟ ଉଚ୍ଚାଇ ନିର୍ମାଣ କରୁଛନ୍ତି । ଏହି ବନ୍ଧୁତ୍ୱପୂର୍ଣ୍ଣ ଫିଲ୍ମରେ ଅମିତାଭଙ୍କ ସହ ଅନୁପମ ଖେର, ନୀନା ଗୁପ୍ତା, ବୋମନ ଇରାନୀ ଓ ପରିଣତ ଚୋପ୍ରାଙ୍କୁ ସାଇନ କରାଯାଇ ସାରିଛି । ଏବେ ଆଉ ଦୁଇ…

ତିନିଦିନର ବିରତି ପରେ ଆସନ୍ତାକାଲଠୁ ପୁଣି ଆରମ୍ଭ ହେବ ଜଗା ଦର୍ଶନ

ପୁରୀ : ତିନିଦିନର ବିରତି ପରେ ଆସନ୍ତାକାଲି ଠାରୁ ପୁଣି ଆରମ୍ଭ ହେବ ଜଗା ଦର୍ଶନ । ଏହା ପୂର୍ବରୁ ଆଜି ଶ୍ରୀମନ୍ଦିର ଭିତର ଓ ବାହାର ଅଞ୍ଚଳକୁ ସଂପୂର୍ଣ୍ଣ ସାନିଟାଇଜ କରାଯାଇଛି । ଆଜି ସକାଳୁ ପୁରୀରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ସାନିଟାଇଜ କରିବାରେ ବାଧା ସୃଷ୍ଟି ହୋଇଥିଲା । ତେଣୁ…

ଆମେରିକାକୁ ଚେତାଇଲା ଚୀନ, ୯/୧୧ ପରି ଆତଙ୍କବାଦୀ ଆକ୍ରମଣ ହୋଇପାରେ !

ବେଜିଂ: ଚୀନ ଆଜି ଆମେରିକାକୁ ଚେତାଇ ଦେଇଛି ଯେ, ୯/୧୧ ପରି ଆତଙ୍କବାଦୀ ଆକ୍ରମଣ ପୁନର୍ବାର ଘଟିପାରେ । ଚୀନର ସରକାରୀ ମିଡିଆ ହାଉସ ଗ୍ଲୋବାଲ ଟାଇମ୍ସର ଏଡିଟର ହୁ ଶିଜନ ଏହି ଆଶଙ୍କା ପ୍ରକାଶ କରିଛନ୍ତି । ୧୧ ସେପ୍ଟମ୍ବର ଆକ୍ରମଣ ୧୯ ଆତଙ୍କୀ ଦ୍ୱାରା କରାଯାଇଥିବା ଆତ୍ମଘାତୀ ଆକ୍ରମଣ ଥିଲା ।…