Latest Odisha News

BREAKING NEWS

Browsing Category

ଫିଚର

ଝିଅ ହେବା ଖୁସିରେ ଦୋକାନୀ ମାଗଣା ବାଂଟିଲେ ୫୦୦୦୦ ଗୁପଚୁପ

କୋଲାର: ପୁଅ-ଝିଅ ମଧ୍ୟରେ ତାରତମ୍ୟ ସୃଷ୍ଟି କରୁଥିବା ଲୋକମାନଙ୍କ ପାଇଁ ଆଦର୍ଶ ସାଜିଛନ୍ତି ଜଣେ ଗୁପଚୁପ ଦୋକାନୀ । ଭୋପାଳର କୋଲାର ଅଂଚଳରେ ଗୁପଚୁପ ବିକ୍ରୀ କରନ୍ତି ଅଂଚଲ ଗୁପ୍ତା । ତାଙ୍କ ଘରେ ଝିଅ ଜନ୍ମ ହେବାରୁ ସେ ଖୁସିରେ ୫୦୦୦୦ ଗୁପଚୁପ ମାଗଣା ଖାଇବାକୁ ଦେଇଥିଲେ । ଯାହାକି ଉପରୋକ୍ତ…

ଟି୨୦ ବିଶ୍ୱକପ ପରେ ଅଧିନାୟକ ପଦ ଛାଡିବେ କୋହଲି !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ବିରାଟ କୋହଲି ସୀମିତ ଓଭର ଅଧିନାୟକ ପଦରୁ ଓହରିଯିବା ପାଇଁ ନିଷ୍ପତି ନେଇଛନ୍ତି । ବିସିସିଆଇ ଓ ଟାଇମ୍ସ ଅଫ ଇଣ୍ଡିଆ ଅନୁସାରେ ହିଟମ୍ୟାନ ରୋହିତ ଶର୍ମା ଏହି ଗୁରୁ ଦାୟିତ୍ୱ ତୁଲାଇବେ । ବ୍ୟାଟିଂ ଉପରେ ମନୋନିବେଶ କରିବା ପାଇଁ କୋହଲି ଏହି ନିଷ୍ପତି…

ନଦୀ ପାଣି ସୁଅରେ ଭାସିଲେ ବାଇକ ଆରୋହୀ

ବରଗଡ଼ : ଜୀରା ନଦୀ ପାଣି ସୁଅରେ ଭାସିଲେ ବାଇକ ଆରୋହୀ । ଅମ୍ବାପାଲି ଓ ବରଗଡ଼ ସହରକୁ ସଂଯୋଗ କରୁଥିବା ବେଳେ ଜିରା ନଦୀ ଉପରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି । ବାଇକରେ ଆସୁଥିବା ଜଣେ ବ୍ୟକ୍ତି ଏହି ରାସ୍ତା ଦେଇ ଆସୁଥିବା ସମୟରେ ବାଇକ ସହ ଭାସିଯାଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ ।…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ,ପୋଲିସର ତଦନ୍ତ ଜାରି

ବରଗଡ଼ : ଝୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବରଗଡ଼ ଟାଉନ ଥାନା ଅନ୍ତର୍ଗତ ପାନିଛତର ଗାଁ ରାସ୍ତାକଡରେ ଥିବା ଏକ ପରିତ୍ୟକ୍ତ ଦୋକାନ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ପାନିଛତର ଗାଁର ବୋଲି ବୋଲି ଜଣାପଡ଼ିଛି । ତାଙ୍କୁ ୨୨ ବର୍ଷ ବୟସ ହେବ ।ଯୁବକ ଜଣକ ଆତ୍ମହତ୍ୟା…

ଆଖଣ୍ଡଳମଣି ମନ୍ଦିର ଗର୍ଭଗୃହରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ଭଦ୍ରକ: ଲଗାଣ ବର୍ଷାରେ ଭଦ୍ରକ ଜିଲ୍ଲାରେ ବେହାଲ ସ୍ଥିତି। ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି । ଫଳରେ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ଭାଗ ବୁଡି ଯାଇଛି।  ଫଳରେ ମହାପ୍ରଭୁଙ୍କ ନୀତିକାନ୍ତୀରେ ବିଳମ୍ବ ହୋଇଛି। ମୋଟର ଚାଳିତ ପମ୍ପ ଦ୍ବାରା…

ବର୍ଷା ପାଇଁ ୧୨ ଜିଲ୍ଲାରେ ୨ଦିନ ସ୍କୁଲ ଛୁଟି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଝଡି ବର୍ଷା। କାଲିଠୁ ଅବିରତ ବର୍ଷୁଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ରେଡ୍ ଆଲର୍ଟ ଜାରି ହୋଇଥିବା ୧୨ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି। ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ସରକାର। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।…

ଓଡ଼ିଶାରେ ୫୦୦ ତଳକୁ ଖସିଲା ଦୈନିକ କରୋନା କେସ, ୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ବର: ରାଜ୍ୟରେ ଖସୁଛି କରୋନାର ଦୈନିକ ସଂକ୍ରମଣ। ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ତଳକୁ ଖସିଛି। ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪୭୧ ନୂଆ ଆକ୍ରାନ୍ତ। ଏମାନଙ୍କ ଭିତରେ ୧୮ ବର୍ଷ ବର୍ଗରେ ଆଉ ୫୭ ଜଣ ପଜିଟିଭ ବାହାରିଛନ୍ତି। ୯ ଜିଲ୍ଲାରୁ କେହି ନୂଆ ସଂକ୍ରମିତ ହୋଇ ନାହାନ୍ତି।…

+୨ରେ ନାମଲେଖା ପାଇଁ ଆଜି ବାହାରିବ ପ୍ରଥମ ମେରିଟ ଲିଷ୍ଟ

ଭୁବନେଶ୍ବର:  ଯୁକ୍ତ ଦୁଇ କଲେଜରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ। ଦିନ ସାଢ଼େ ୧୧ଟାରେ ସାମସ୍ ଓ୍ୱେବସାଇଟରେ ତାଲିକା ପ୍ରକାଶ ପାଇବ। ସେଠାରୁ ଛାତ୍ରଛାତ୍ରୀ ମେଧା ତାଲିକା ଦେଖିପାରିବେ। ମେରିଟ୍ ଲିଷ୍ଟରେ ଥିବା ଛାତ୍ରଛାତ୍ରୀ ଆସନ୍ତାକାଲିଠୁ ୨୧ ତାରିଖ ମଧ୍ୟରେ…

ବଙ୍ଗୋପସାଗରରେ ଡିପ୍ ଡିପ୍ରେସନ, ଆଜି ଏସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ସୃଷ୍ଟି ଡିପ୍ରେସନ ଆଜି ସକାଳେ ଡିପ୍ ଡିପ୍ରେସନରେ ପରିଣତ ହୋଇଛି।  ଗଭୀର ଅବପାତର ରୂପ ନେଇ ଉତ୍ତର ଓଡିଶା ଉପକୂଳର ଚାନ୍ଦବାଲି  ଦେଇ ଅତିକ୍ରମ କରିଛି। ଏହାର ପ୍ରଭାବରେ ଆଜି ବି ରାଜ୍ୟରେ ଲାଗି ରହିବ ବର୍ଷା। ଗୋଟିଏ ଦୁଇଟି…

ରାଜ୍ୟରେ ଲାଗିରହିଛି ଝଡିବର୍ଷା, ପୁରୀରେ ସର୍ବାଧିକ ବର୍ଷିଛି

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା। ଦୁଇ ଦିନ ହେଲା ବର୍ଷୁଛି। ସକାଳରୁ ରାତି ଯାଏ ଲାଗି ରହିଛି ଝଡି ବର୍ଷା। ଅବିରତ ଭାବରେ ବର୍ଷା ଚାଲିଛି।  ଗତ ୨୪ ଘଣ୍ଟାରେ ପୁରୀରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି।  ଗତକାଲି ସକାଳ ୮ଟା ୩୦ରୁ ଆଜି ସକାଳ ୬ଟା ୩୦ ମଧ୍ୟରେ ପୁରୀରେ…