Latest Odisha News

BREAKING NEWS

Browsing Category

ଫିଚର

ଆଜି ଗଞ୍ଜାମ ଜିଲ୍ଲାରେ ୧୦ ଟି ସ୍ମାର୍ଟ ସ୍କୁଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ସ୍କୁଲର ରୂପାନ୍ତରୀକରଣର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଗଞ୍ଜାମ ଜିଲ୍ଲାର ଶେରଗଡ଼ ଓ ହିଞ୍ଜିଳି ବ୍ଲକରେ ୫ଟି ଲେଖାଏ ସ୍ମାର୍ଟ ସ୍କୁଲର ଲୋକାର୍ପଣ କରିବେ । ଉର୍ଚୁଆଲ୍ ମୋଡରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୦ ତାରିଖ ଭିତରେ…

ଜଳାର୍ଣ୍ଣବ ଦିଲ୍ଲୀ: ଘରୁ ଗୋଡ଼ କାଢ଼ିବା ମୁସ୍କିଲ

ନୂଆଦିଲ୍ଲୀ: ଲଗାଣ ବର୍ଷାରେ ଦିଲ୍ଲୀ ହାଲ୍ ବେହାଲ୍ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । କେଉଁଟି ପାଦେ, ତ ଆଉ କେଉଁଠି ଆଣ୍ଠୁଏ । ସ୍ଥାନେ ସ୍ଥାନେ ଅଣ୍ଟାଏ ଲେଖାଏ ପାଣି ବି ଜମିଛି । ଚାରି ଚକିଆ ଗାଡ଼ି ଗୋଟିଏ ଗୋଟିଏ ସ୍ଥାନରେ ଯାଆସ କରିବା…

ଓଡ଼ିଶାରେ ୧୦ ଲକ୍ଷ ପାର କଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୦ ଲକ୍ଷ ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଭିତରେ ରହିଛି । କିନ୍ତୁ ୦-୧୮ ବର୍ଷ ଭିତରେ ପିଲାଙ୍କୁ ସଂକ୍ରମଣ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ୯୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ…

ରହସ୍ୟମୟ ବଦ୍ରି-୩୧୩, ତାଲିବାନୀଙ୍କ ବ୍ରହ୍ମାସ୍ତ୍ର

ଭୁବନେଶ୍ୱର: ବଦ୍ରି-୩୧୩... ପୂର୍ବରୁ ଏହି ଶବ୍ଦ ସହ କେହି ପରିଚିତ ନଥିଲେ । କେବେ ଏହି ଶବ୍ଦକୁ ନେଇ କେହି ଆଲୋଚନା ମଧ୍ୟ କରିନଥିଲେ । ହେଲେ ବଦ୍ରି-୩୧୩ ନାମକ ଏହି ନାଁ ସହ ଜଡିତ ଏକ ଫଟୋ ଭାଇରାଲ୍ ହେବା ପରେ ସମଗ୍ର ବିଶ୍ୱ ଚକିତ ହୋଇପଡିଛି । ଅନେକ ହୁଏ ତ ଜାଣିନଥିବେ ଏକ ଏଲିଟ୍ କମାଣ୍ଡ…

ଜାୟଡସ୍ କାଡିଲା ଟିକା ‘ଜାୟକୋଭ୍-ଡି’କୁ ଜରୁରୀ ବ୍ୟବହାର ପାଇଁ ଅନୁମତି

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ସାମିଲ ହେବ ଆଉ ଗୋଟିଏ ସ୍ୱଦେଶୀ ଟିକା । ଜାୟଡସ୍ କାଡିଲା କରୋନା ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି । ଜାୟଡସ୍ କାଡିଲାର ଜାୟକୋଭ୍-ଡି ଟିକାକୁ ଜରୁରିକାଳୀନ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ବା ଡିସିଜିଆଇର ବିଶେଷଜ୍ଞ…

ଦକ୍ଷତା ବିକାଶ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦକ୍ଷତା ବିକାଶ ଅନୁଷ୍ଠାନ ଭୁବନେଶ୍ୱର ସ୍ଥାୟୀ କ୍ୟାମ୍ପସ୍ ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହା ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ରାସାୟନିକ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇସିଟି)-ଆଇଓସି (ଇଣ୍ଡିଆନ ଅଏଲ)…

ଚୀନରେ ଲାଗୁ ହେବ ୩ ସନ୍ତାନ ନିୟମ

ବେଜିଂ: ଚୀନ ହଠାତ ଦୀର୍ଘ ଦିନ ପରେ ସନ୍ତାନ ନିୟମରେ ପରିବର୍ତନ କରିଛି । ୩୬ ବର୍ଷ ପରେ ଶାସକ କମ୍ୟୁନିଷ୍ଟ ପାର୍ଟି ୩ ସନ୍ତାନ ନିୟମକୁ ଔପଚାରିକ ଭାବେ ସମର୍ଥନ କରିଛି । ଖୁବ୍ ଶୀଘ୍ର ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ଚୀନରେ ଜନସଂଖ୍ୟା ଦ୍ରୁତ ଭାବେ କମୁଥିବାରୁ ସରକାର ଏହି ପଦକ୍ଷେପ…

ପ୍ରଚାର ପାଇଁ ଘୋଡାକୁ ବିଜେପି ରଙ୍ଗରେ ରଙ୍ଗେଇଦେଲେ, ଥାନାରେ ଅଭିଯୋଗ କଲା ପିଏଫଏ

ଇନ୍ଦୋର: ବିଜେପି ପକ୍ଷରୁ ଏବେ ଜନ ଆଶୀର୍ବାଦ ଯାତ୍ରା ଆୟୋଜନ କରାଯାଉଛି । ଏହାଉ ଉଦ୍ଦେଶ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ନୂତନ ଚେହେରାଙ୍କୁ ଜନସାଧାରଣଙ୍କ ସହ ପରିଚିତ କରାଇବା । ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପଦ ଯାତ୍ରାରେ ଏକ ଘୋଡାକୁ ବିଜେପି ରଙ୍ଗରେ ରଙ୍ଗେଇ…

[ଭିଡିଓ] ଜନ ଆଶୀର୍ବାଦ ଯାତ୍ରାରେ ନାଚିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କୋରାପୁଟ: ବିଜେପିର ଜନ ଆଶୀର୍ବାଦ ଯାତ୍ରା ପାଇଁ ଓଡିଶା ଗସ୍ତରେ ଅଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଜି କୋରାପୁଟରେ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେତାଳେ ଆଦିବାସୀ ମହିଳାଙ୍କ ସହ ତାଙ୍କ ନାଚ ଚର୍ଚ୍ଚାରେ ରହିଛି । ସୋସିଆଲ୍ ମିଡିଆରେ ଏହି ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ୍…

ମାଷ୍ଟର ବ୍ଲାଷ୍ଟର ଅଫ ସ୍ପିନ ଖେଳିବା ବେଳେ ଅସୁବିଧାର ସମ୍ମୁଖୀନ ହୁଅନ୍ତି: ମୁରଲୀଧରନ

ନୂଆଦିଲ୍ଲୀ: ବିଶ୍ୱର ସଫଳ ବୋଲର ଶ୍ରୀଲଙ୍କାର ମୁଥୟା ମୁରଲୀଧରନଙ୍କ ମତରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅଫ ସ୍ପିନ ଖେଳିବା ବେଳେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ସଚିନ ଯେଉଁ ଭଳି ଢ଼ଙ୍ଗରେ ଲେଗ ସ୍ପିନକୁ ଖେଳନ୍ତ ସେ ଭଳି ଅଫ ସ୍ପିନ ବୋଲିଂରେ ଦେଖିବାକୁ ମିଳେ ନାହିଁ । ମୋ ବ୍ୟତୀତ…