Latest Odisha News

BREAKING NEWS

Browsing Category

ଫିଚର

ସ୍ଵାଭିମାନ ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ଲାଗିଲା ମାଓ ବିରୋଧୀ ପୋଷ୍ଟର। ଆନ୍ଧ୍ର କ୍ୟାଡର ମାଓନେତାଙ୍କ ଅତ୍ୟାଚାରକୁ ବିରୋଧ କରି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି । ବିଶେଷ କରି ସ୍ୱାଭିମାନ ଅଞ୍ଚଳରେ ସରକାରଙ୍କ…

ରୋଷେଇ ବେଳେ ଫାଟିଲା ଗ୍ୟାସ୍ ଟାଙ୍କି, ନିଆଁ ଲାଗି ୭ ଆହତ

ଖୋର୍ଦ୍ଧା: ରୋଷେଇ ବେଳେ ଗ୍ୟାସ୍ ଟାଙ୍କିରେ ଲାଗିଲା ନିଆଁ । ପରେ ଫାଟିବାରୁ ୭ ଜଣ ଗୁରୁତର ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରମ୍ଭାରୀମୁଣ୍ଡା ଗାଁରେ ଏହି ଘଟଣା ଘଟିଛି । ଗାଁର ରବୀନ୍ଦ୍ର ପ୍ରଧାନଙ୍କ ଘରେ ରୋଷେଇ ଚାଲିଥିବା ବେଳେ ହଠାତ୍ ଗ୍ୟାସ୍ ଟାଙ୍କିରେ ନିଆଁ…

ୟୁଜିସି ମାନ୍ୟତା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ ହେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ୟୁଜିସି ମାନ୍ୟତା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ ହେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ । ୟୁଜିସି ଅଧିନିୟମ-୧୯୫୬, ଧାରା ୨ (ଏଫ୍) ଅନୁଯାୟୀ, ୟୁନିଭର୍ସିଟି ଗ୍ରାଣ୍ଟ କମିଶନ ବିଶ୍ୱବିଦ୍ୟାଳୟର ମାନ୍ୟତା ସେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି । ଏନେଇ…

ଭୁବନେଶ୍ୱରରେ ପହଞ୍ଚିଲେ ଓଡ଼ିଶାର ଦୁଇ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଛନ୍ତି ଦୁଇ କେନ୍ଦ୍ର ମନ୍ତ୍ରୀ । ଭୁବନେଶ୍ୱରରେ ଆଜି ପହଞ୍ଚିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ରରେ ନୂଆ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଓଡ଼ିଶା ଗସ୍ତରେ ଆସିଛନ୍ତି ଦୁଇ…

କାବୁଲ ଛାଡ଼ିବା ପରେ ପ୍ରଥମ ଥର ସାମନାକୁ ଆସିଲେ ଅଶ୍ରଫ ଘନି, ଦେଶ ଛାଡ଼ିବାର କାରଣ କହିଲେ

ଆବୁଧାବି: ଦେଶ ଛାଡ଼ି ପଳାଇବା ପରେ ପ୍ରଥମ ଥର ସୋସିଆଲ୍ ମିଡିଆରେ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ଆଫଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫ ଘନି । କାହିଁକି ଦେଶ ଛାଡ଼ିଲେ ଓ ସାଙ୍ଗରେ କଣ ନେଇ ଆସିଛନ୍ତି ସେ କହିଛନ୍ତି । ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତାରେ ଅଶ୍ରଫ ଘନି କହିଛନ୍ତି,…

ରାଜ୍ୟରେ ପୁଣି ହଜାରେ ଡେଇଁଲା କରୋନା ସଂକ୍ରମଣ, ଆଜି ୧୨୮ ଛୁଆ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ତିନି ଦିନ ହଜାରେ ଭିତରେ ରହିଥିଲା କରୋନା ସଂକ୍ରମଣ । ଆଜି ପୁଣି ଥରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର କରିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧ହଜାର ୪୧ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୬୦୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୩୬ । ଏମାନଙ୍କ ଭିତରେ…

ଆବୁଧାବିରେ ପରିବାର ସହ ଅଛନ୍ତି ଅଶ୍ରଫ ଘନି

ଭୁବନେଶ୍ବର: ଆଫଗାନିସ୍ତାନରୁ ପଳାଇ ଯାଇଥିବା ରାଷ୍ଟ୍ରପତି ଅଶ୍ରଫ ଘନିଙ୍କ ଠିକଣା ସାମନାକୁ ଆସିଛି। ସେ ଏବେ ୟୁଏଇରେ ଅଛନ୍ତି। ତାଙ୍କ ସହ ତାଙ୍କ ପରିବାର ବି ସେଠାରେ ଅଛନ୍ତି। ଅଶ୍ରଫ୍ ଘନି ଏବେ ଆବୁଧାବିରେ ରହୁଥିବା ଜଣା ପଡ଼ିଛି। ତାଙ୍କୁ ମାନବିକତା ଆଧାରରେ ଶରଣ ଦେଇଛି ୟୁଏଇ ।…

କଂଗ୍ରେସ ଛାଡ଼ିବାକୁ ଧମକ ଦେଲେ ତାରା ବାହିନୀପତିଙ୍କ ପତ୍ନୀ ମୀନାକ୍ଷୀ

କୋରାପୁଟ : କୋରାପୁଟ କଂଗ୍ରେସରେ କନ୍ଦଳ । ପିସିସିଙ୍କ ବିରୋରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ମୀନାକ୍ଷୀ ବାହିନୀପତି । ବ୍ରବହାରରେ କ୍ଷୁବ୍ଧ ହୋଇ ସମର୍ଥକଙ୍କ ସହ ଦଳ ଛାଡିବାକୁ ଧମକ ଧମକ ଦେଇଛନ୍ତି ମୀନାକ୍ଷୀ ବାହିନୀପତି । ସେ କହିଛନ୍ତି, ଜିଲ୍ଲା…

ସେପ୍ଟେମ୍ବର ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର : ସେପ୍ଟେମ୍ବର ପହିଲାରେ ଖୋଲିବ ଲିଙ୍ଗରାଜଙ୍କ ମନ୍ଦିର । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବିଏମସିର କୋଭିଡ ଗାଇଡଲାଇନ୍ ଅନୁସାରେ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ନିଷ୍ପତ୍ତ ନିଆଯାଇଛି । ବୈଠକରେ…

ଭୂବିଜ୍ଞାନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ଆମେରିକା ମଧ୍ୟରେ ସ୍ବାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟ୍‌ର…

ନୂଆଦିଲ୍ଲୀ : ଭାରତୀୟ ଭୂତାତ୍ତ୍ବିକ ସର୍ଭେ ଓ ଆମେରିକାର ଫ୍ଲୋରିଡା ଆନ୍ତର୍ଜାତିକ ବିଶ୍ବବିଦ୍ୟାଳୟ ମଧ୍ୟରେ ଭୂବିଜ୍ଞାନ ସମ୍ପର୍କୀତ ସହଯୋଗ ନେଇ ହୋଇଥିବା ସ୍ବାକ୍ଷରିତ ବୁଝାମଣାପତ୍ରକୁ ମିଳିଛି ଅନୁମୋଦନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର…