Latest Odisha News

BREAKING NEWS

Browsing Category

ଫିଚର

ସବୁ ଜିଲ୍ଲାରେ ହେବ ଆରଟିପିସିଆର ଟେଷ୍ଟ

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା ସଂକ୍ରମଣ । ସ୍ଥିତିରେ ସୁଧାର ଆସୁଥିବା ବେଳେ, ଏଣିକି ସବୁ ଜିଲ୍ଲାରେ ଆରଟିପିସିଆର ଟେଷ୍ଟ କରାଯିବ । ସାରା ରାଜ୍ୟରେ ଆରଟିପିସିଆର ଲ୍ୟାବ୍ ପ୍ରସ୍ତୁତ ରହିଛି । ଏହାସହ ଅକ୍ସିଜେନ୍ ଲିକ୍ୟୁଇଡ୍ ପ୍ଲାଣ୍ଟ ପ୍ରସ୍ତୁତ ରହିଛି । ତେଣୁ…

ରାଜ୍ୟରେ ଜୋରଦାର ହେବ ଜେନମ ସିକ୍ବେନ୍ସିଂ, ସବୁ ଜିଲ୍ଲାରୁ ସାମ୍ପୁଲ ଟେଷ୍ଟ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟରେ କେଉଁ ମ୍ୟୁଟାଣ୍ଟ ସକ୍ରୀୟ ରହିଛି । ଏସବୁର ଉତ୍ତର ଖୋଜିବାକୁ ତତ୍ପର ହୋଇଉଠିଛି ସ୍ବାସ୍ଥ୍ୟ ବିଭାଗ । ଏଥିପାଇଁ ଆଗକୁ ଜେନମ ସିକ୍ବେନ୍ସିଂକୁ ଜୋରଦାର କରାଯିବ । ସାରା ରାଜ୍ୟର ଜେନମ୍‌ ସିକ୍ବେନ୍ସିଂର ରିପୋର୍ଟ ଆଇଏଲଏସକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ…

ହିମାଚଳ ପ୍ରଦେଶରେ ବଡ ଧରଣର ଭୂସ୍ଖଳନ

ହିମାଚଳପ୍ରଦେଶ : ହିମାଚଳ ପ୍ରଦେଶରେ ଅଘଟଣ । କିନୌର ଜିଲ୍ଲା ଅନ୍ତର୍ଗତ ରେକୋଙ୍ଗ ପିଓ-ସିମଳା ରାଜପଥରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଭୂସ୍ଖଳନରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମାଟି ଓ ପଥରେ ଭିତରେ ୮୦ରୁ ଅଧିକ ଯାତ୍ରୀ ଫସି ରହିଛନ୍ଥି । ଭୂସ୍ଖଳନ ହେବା ପରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର…

କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସଡ ଡୋଜ କ୍ଲିନିକାଲ ଟ୍ରାଏଲକୁ ଡିସିଜିଆଇର ଅନୁମତି

ନୂଆଦିଲ୍ଲୀ : ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସଡ ଡୋଜର ଗବେଷଣା ଓ କ୍ଲିନିକାଲ ଟ୍ରାଏଲକୁ ଅନୁମତି ଦେଇଛନ୍ତି ଔଷଧ ନିୟନ୍ତ୍ରଣ ମହାନିର୍ଦ୍ଦେଶକ ବା ଡିସିଜିଆଇ । ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ବାରା ଏହାର ପରୀକ୍ଷା କରାଯିବ ବୋଲି ଡିସିଜିଆଇ ସବୁଜ ସଙ୍କେତ ଦେଇଛି । ନୀତି ଆୟୋଗ…

ଟି୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆର କୋଚିଂ ଟିମ ବଦଳିବ !

ନୂଆଦିଲ୍ଲୀ: ୟୁଏଇରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ପରେ ଟିମ୍ ଇଣ୍ଡିଆର କୋଚିଂ ଟିମ ବଦଳିବ । ଦୀର୍ଘ ଦିନ ଧରି କୋଚ ହେବା ସତ୍ୱେ ଭାରତ କୌଣସି ଆଇସିସି ଟାଇଟଲ ଜିତି ନ ଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇ ପାରେ । ରିପୋର୍ଟ ମୁତାବକ କୋଚ ରବି ଶାସ୍ତ୍ରୀଙ୍କୁ ବିସିସିଆଇ ଏହି ସୂଚନା…

ଓଡ଼ିଆ ହକି ଅଲିମ୍ପିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା: ପୁରୁଷ ଖେଳାଳିଙ୍କୁ ଅଢେଇ କୋଟି, ମହିଳା ଖେଳାଳିଙ୍କୁ…

ଭୁବନେଶ୍ୱର: ଓଡ଼ିଶାର ୪ ହକି ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଆୋଜିତ ସମ୍ବର୍ଦ୍ଧନା ସମାରୋହରେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ଚାନ୍ଦିପୁରରୁ ସବସୋନିକ୍ କ୍ରୁଜ୍ ମିସାଇଲ ‘ନିର୍ଭୟ’ର ସଫଳ ଉତକ୍ଷେପଣ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ନମ୍ବର ଲଞ୍ଚ ପ୍ୟାଡରୁ ମଧ୍ୟମ ଦୂରଗାମୀ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ କରାଯାଇଛି । ସକାଳ ୯ଟା ୫୫ ମିନିଟ୍‌ରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନିର୍ଭୟ କ୍ଷେପଣାସ୍ତ୍ରକୁ ଉତ୍‌କ୍ଷେପଣ କରାଯାଇଥିଲା । ପୂର୍ବରୁ…

ଶ୍ରୀମନ୍ଦିର ଖୋଲିବା ନେଇ ଏସଓପି: କିଏ କେବେ କରିବେ ଦର୍ଶନ, ଜାଣନ୍ତୁ

ପୁରୀ: ଆସନ୍ତା ୧୬ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଜଗା ଦୁଆର । ତାପୂର୍ବରୁ ସେବାୟତ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବେ । ଶ୍ରୀମନ୍ଦିର ଖୋଲିବା ନେଇ ଜାରି ହୋଇଛି ଏସଓପି । ଆସନ୍ତା ୧୨ ଓ ୧୩ ତାରିଖରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ସେବାୟତ ପରିବାର । ସେହିପରି ୧୬ରୁ ୨୦ ତାରିଖ ଯାଏ…

ଲୋକସଭା ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ

ନୂଆଦିଲ୍ଲୀ: ଲୋକସଭା ଅନିର୍ଦ୍ଦିଷ୍ଟ କାଳ ଯାଏ ସାଇନ-ଏ-ଡାଏ ହୋଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଲୋକସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ଓମ୍ ବିର୍ଲା । ପାର୍ଲାମେଣ୍ଟ ମୌସୁମୀ ଅଧିବେଶର ନିର୍ଦ୍ଧାରିତ ସମୟର ଦୁଇ ଦିନ ଆଗକୁ ଲୋକସଭା ମୁଲତବା ହୋଇଛି । ଆସନ୍ତା ୧୩ ତାରିଖ ଯାଏ ଅଧିବେଶନ…

ATMରେ ଟଙ୍କା ନଥିଲେ ଫାଇନ୍ ଗଣିବେ ବ୍ୟାଙ୍କ, ଅକ୍ଟୋବର ୧ରୁ ନିୟମ ଲାଗୁ

ନୂଆଦିଲ୍ଲୀ: ଏଟିଏମରେ ଟଙ୍କା ନଥିଲେ ଏଣିକି ବ୍ୟାଙ୍କଗୁଡ଼ିକ ଫାଇନ୍ ଗଣିବେ । ଅକ୍ଟୋବର ୧ ତାରିଖରୁ ଏହି ନିୟମ ଲାଗୁ କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ । ବିଭିନ୍ନ ସମୟରେ ଏଟିଏମରେ ଟଙ୍କା ନଥିବାରୁ ଟଙ୍କା ଉଠାଇବାରେ ଗ୍ରାହକ ହଇରାଣ ହରକତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ…